ପ୍ରଖ୍ୟାତ ଲେଖକ ପଦ୍ମଶ୍ରୀ ଡ. ଜୟନ୍ତ ମହାପାତ୍ର ଅସୁସ୍ଥ

ପ୍ରଖ୍ୟାତ ଲେଖକ ପଦ୍ମଶ୍ରୀ ଡ. ଜୟନ୍ତ ମହାପାତ୍ର ଅସୁସ୍ଥ #କଟକ(ଏନ୍‌.ଏମ୍‌.): ଓଡିଶା ତଥା କଟକର ଗର୍ବ, ଗୌରବ ତଥା ଓଡ଼ିଆମାନଙ୍କ ଅସ୍ମିତା ପଦ୍ମଶ୍ରୀ ପ୍ରଫେସର ଡ. ପଦ୍ମଶ୍ରୀ ଜୟନ୍ତ ମହାପାତ୍ର ଗତ ୩ଦିନ ଧରି ଅସୁସ୍ଥ ହୋଇ ପଡିଛନ୍ତି । ତାଙ୍କର ହୃଦ ସ୍ପନ୍ଦନରେ ସମସ୍ୟା ଦେଖାଦେବା ସହିତ ୩ ଦିନ ଧରି ଭୀଷଣ ଜ୍ୱରରେ ଆକ୍ରାନ୍ତ ରହିଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କ ଚିକିତ୍ସାଚାଲିଥିବାବେଳେ ଖବର ପାଇ ସିଏମସି ମେୟର ସୁବାସ ସିଂହ, କେନ୍ଦ୍ର ସାହିତ୍ୟ…

Read More

ଡ୍ରାଇଭର ମହାସଂଘ ବୈଠକ: ସରକାର ପ୍ରତାରଣା କରିଥିବା ଅଭିଯୋଗ

ଡ୍ରାଇଭର ମହାସଂଘ ବୈଠକ: ସରକାର ପ୍ରତାରଣା କରିଥିବା ଅଭିଯୋଗ #ଆଠଗଡ଼(ଏନ୍‌.ଏମ୍‌.): ରାଜ୍ୟ ବ୍ୟାପୀ ଡ୍ରାଇଭରମାନେ ନିଜର ସମସ୍ୟା ନେଇ ରାଜ୍ୟସରକାରଙ୍କୁ ବାରମ୍ବାର ନେହୁରା ହେଲେ ମଧ୍ୟ ସରକାର ସେମାନଙ୍କ ସମସ୍ୟାର ସମାଧାନ ନେଇ କୌଣସି ପଦକ୍ଷେପ ନେଉନଥିବା ଡ୍ରାଇଭର ସଂଘ ପକ୍ଷରୁ ଅଭିଯୋଗ ହୋଇଛି । ସରକାର ବିଭିନ୍ନ ବର୍ଗର ଲୋକଙ୍କ ପାଇଁ ବିଭିନ୍ନ ଯୋଜନା କରୁଥିବାବେଳେ ଡ୍ରାଇଭରମାନଙ୍କ ପ୍ରତି ବୈମାତୃକ ମନୋଭାବ ପୋଷଣ କରିବା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ବୋଲି ସଂଘ କର୍ମକର୍ତ୍ତାମାନେ କହିଛନ୍ତି ।…

Read More

ନବୀନଙ୍କ ଦୀର୍ଘାୟୁ ଜୀବନ କାମନା କରି ଚୌଦ୍ୱାର-କଟକ ବିଜେଡି ପକ୍ଷରୁ ସମୂହ ପ୍ରାର୍ଥନା

ଭାରତ ବର୍ଷରେ ଦ୍ୱିତୀୟ ଦୀର୍ଘକାଳୀନ ଅବଧି ଅତିକ୍ରମ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବୀନଙ୍କ ଦୀର୍ଘାୟୁ ଜୀବନ କାମନା କରି ଚୌଦ୍ୱାର-କଟକ ବିଜେଡି ପକ୍ଷରୁ ସମୂହ ପ୍ରାର୍ଥନା #କଟକ (ଏନ୍‌.ଏମ୍‌.): ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଭାବେ ଦେଶର ଦ୍ୱିତୀୟ ଦୀର୍ଘ ଅବଧି ଅତିକ୍ରମ କରିଛନ୍ତି । ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀଙ୍କ ଅବଧି ୨୩ବର୍ଷ ୧୩୮ଦିନ ଥିବାବେଳେ ଏହି ସମୟସୀମାକୁ ଗତକାଲି ଅତିକ୍ରମକରି ଭାରତବର୍ଷରେ ଦ୍ୱିତୀୟ ଦୀର୍ଘକାଳୀନ ମୁଖ୍ୟମନ୍ତ୍ରୀ ହୋଇପାରିଛନ୍ତି ।ଏହା ସାଢେ ୪ କୋଟି ଜନସାଧାରଣଙ୍କ ଗର୍ବ ଓ…

Read More

କେନ୍ଦୁଝରରେ ଅଘଟଣ: କୋଚିଂ ସେଣ୍ଟରରେ ଶୋଇଥିବା ବେଳେ ୩ ଛାତ୍ରଛାତ୍ରୀ ମୃତ

କେନ୍ଦୁଝରରେ ଅଘଟଣ: କୋଚିଂ ସେଣ୍ଟରରେ ଶୋଇଥିବା ବେଳେ ୩ ଛାତ୍ରଛାତ୍ରୀ ମୃତ କେନ୍ଦୁଝର(ଏନ୍‌.ଏମ୍‌.): କେନ୍ଦୁଝର ଜିଲ୍ଲା ବାରିଆ ଥାନା ଅନ୍ତର୍ଗତ ନିଶ୍ଚିତପୁର ଜାଲିରେ ଏକ ବଡ଼ ଧରଣର ଅଘଟଣ ଘଟିଛି । ଏକ କୋଚିଂ ସେଣ୍ଟରରେ ଛାତ୍ରଛାତ୍ରୀ ଶୋଇଥିବାବେଳେ ସକାଳୁ ସେମାନଙ୍କ ମଧ୍ୟରୁ ୩ଜଣଙ୍କ ମୃତ୍ୟୁ ହୋଇଥିବା ଦେଖିବାକୁ ମିଳିଥିଲା । ତେବେ ସାପ କାମୁଡ଼ି ଦେବାରୁ ୩ ଜଣ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟିଥିବା ଅନୁମାନ କରାଯାଇଛି । ମୃତକଙ୍କ ମଧ୍ୟରେ ୨ଜଣ ଛାତ୍ରୀ ଥିବା ବେଳେ…

Read More

ଖୋଲିଲା ହୀରାକୁଦ ଡ୍ୟାମ୍ ୫ଟି ଗେଟ୍‌, ନିଷ୍କାସିତ ହେଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ

ଖୋଲିଲା ହୀରାକୁଦ ଡ୍ୟାମ୍ ୫ଟି ଗେଟ୍‌, ନିଷ୍କାସିତ ହେଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ #ସମ୍ବଲପୁର(ଏନ୍‌.ଏମ୍‌.): ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇଥିବାବେଳେ ପୂର୍ବ ନିଷ୍ପତ୍ତି ଅନୁଯାୟୀ ଆଜି ଜଳଭଣ୍ଡାରର ଗେଟ ଖୋଲାଯାଇ ମହାନଦୀରେ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସିତ ହୋଇଛି । ଡ୍ୟାମରେ ପୂଜାର୍ଚ୍ଚନା ପରେ ପୂର୍ବାହ୍ନ ୯ଘଟିକାରେ ପ୍ରଥମେ ୭ ନମ୍ବର ସ୍ଲୁଇସ୍ ଗେଟ୍ ଖୋଲାଯାଇଥିଲା । ତା’ପରେ ପର୍ଯ୍ୟାୟକ୍ରମେ ଆଉ ୪ଟି ଗେଟ୍ ଖୋଲାଯାଇଥିଲା । ତେବେ ପୂର୍ବ ଘୋଷଣା ଅନୁଯାୟୀ…

Read More