ଝାରସୁଗୁଡା ଉପନିର୍ବାଚନ ମଇଦାନରେ ପ୍ରାର୍ଥୀ ଦେଲା କଳିଙ୍ଗସେନା: ବ୍ୟାଟ୍ ଚିହ୍ନରେ ଲଢିବେ ମହେନ୍ଦ୍ର ପଟ୍ଟନାୟକ
ଝାରସୁଗୁଡା ଉପନିର୍ବାଚନ ମଇଦାନରେ ପ୍ରାର୍ଥୀ ଦେଲା କଳିଙ୍ଗସେନା: ବ୍ୟାଟ୍ ଚିହ୍ନରେ ଲଢିବେ ମହେନ୍ଦ୍ର ପଟ୍ଟନାୟକ #ଭୁବନେଶ୍ୱର (ଏନ୍.ଏମ୍.): ଝାରସୁଗୁଡା ଉପର୍ନିବାଚନ ପାଇଁ କଳିଙ୍ଗ ସେନା ଆଜି ତାହାର ପ୍ରାର୍ଥୀ ଘୋଷଣା କରିଛି । ସେନା ସୁପ୍ରିମୋ ହେମନ୍ତ ରଥ ଝାରସୁଗୁଡାର ଉଚ୍ଚଶିକ୍ଷିତ ଯୁବକ ମହେନ୍ଦ୍ର ପଟ୍ଟନାୟକ ନାମକୁ ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି । ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ରଥ ବିଧାୟକ ପ୍ରାର୍ଥୀ ଶ୍ରୀ ପଟ୍ଟନାୟକଙ୍କ ନାମ ଘୋଷଣା କରିବା ସହିତ ଆଗାମୀ…
