ରଡ ବୋଝେଇ ଟାଟାଏସିି ସହ ଯାତ୍ରୀବାହୀ ବସ ଧକ୍କା: ୬ ଗୁରୁତର
ରଡ ବୋଝେଇ ଟାଟାଏସିି ସହ ଯାତ୍ରୀବାହୀ ବସ ଧକ୍କା: ୬ ଗୁରୁତର #ଜଗତପୁର(ଏନ୍.ଏମ୍.): ଏକ ଯାତ୍ରୀବାହୀ ବସ ସହିତ ଟାଟାଏସିର ଧକ୍କା ହେବା ଫଳରେ ୬ଜଣ ଗୁରୁତର ହୋଇ କଟକ ବଡ଼ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି । ସୂଚନା ଅନୁଯାୟୀ, ଜଗତପୁର ଥାନା ଅନ୍ତର୍ଗତ ପଦ୍ମପୁର ନିକଟସ୍ଥ ଅନ୍ତପୁର ଛକ ଠାରେ ଏକ ଓଡି୦୫ ଜେଡ ୧୨୯୫ ନମ୍ବର ବିଶିଷ୍ଟ ଯାତ୍ରୀ ବାହୀ ବସରଟି ଅନ୍ୟ ଏକ ଗାଡିକୁ ଓଭରଟେକ କରୁଥିବା ବେଳେ ସମ୍ମୁଖ ପଟରୁ ଆସୁଥିବା ଏକ…
