ଜଗତପୁର ଓକିଲ ସଂଘ ପକ୍ଷରୁ କୁଳବୁଦ୍ଧ ମଧୁବାବୁଙ୍କ ଜୟନ୍ତୀ
ଜଗତପୁର ଓକିଲ ସଂଘ ପକ୍ଷରୁ କୁଳବୁଦ୍ଧ ମଧୁବାବୁଙ୍କ ଜୟନ୍ତୀ #ଜଗତପୁର(ଏନ୍.ଏମ୍.): ଜଗତପୁର ଓକିଲ ସଂଘ ତରଫରୁ ମଧୁବାବୁଙ୍କ ଜୟନ୍ତି ଉତ୍ସବ ସଂଘ ସଭାଗୃହରେ ପୀତବାସ ସାହୁଙ୍କର ସଭାପତିତ୍ୱରେ ଅନୁଷ୍ଟିତ ହୋଇଯାଇଛି । ସ୍ଥାନୀୟ ଗୋଲେଇଛକ ସ୍ଥିତ ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ଦିଲ୍ଲୀପ କୁମାର ସ୍ୱାଇଁଙ୍କ ନେତୃତ୍ୱରେ ପୁଷ୍ପମାଲ୍ୟ ପ୍ରଦାନ କରାଯାଇଥିଲା । ସେଠାରୁ ଏକ ବାଇକ ଶୋଭାଯାତ୍ରାରେ ଓକିଲମାନେ ବାହାରି ମଧୁବାବୁଙ୍କ ଜନ୍ମସ୍ଥାନ ପାଗା ସତ୍ୟଭାମା ପୁର ପର୍ଯ୍ୟନ୍ତ ଯାଇଥିଲେ । ସନ୍ଧ୍ୟା ସମୟରେ ଆୟୋଜିତ ସଭାରେ କଟକ…
