ଆଇପିଏଲ୍‌: ଦିଲ୍ଲୀର ଦ୍ୱିତୀୟ ବିଜୟ

ଆଇପିଏଲ୍‌: ଦିଲ୍ଲୀର ଦ୍ୱିତୀୟ ବିଜୟ #ହାଇଦ୍ରାବାଦ(ଏନ୍‍.ଏମ୍‍.): ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)ର ଚଳିତ ସଂସ୍କରଣରେ ଦିଲ୍ଲୀ କ୍ୟାପିଟାଲ୍ସ ଲଗାତର ଦ୍ୱିତୀୟ ବିଜୟ ହାସଲ କରିଛି । ଆଜି ଟୁର୍ଣ୍ଣାମେଣ୍ଟର ୩୪ତମ ମ୍ୟାଚରେ ଦୁଇ ଦୁର୍ବଳ ଦଳ ଦିଲ୍ଲୀ କ୍ୟାପିଟାଲ୍ସ ଓ ଘରୋଇ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ତେବେ ପ୍ରଥମ ବ୍ୟାଟିଂ କରିଥିବା ଦିଲ୍ଲୀ ଦଳ ନିର୍ଦ୍ଧାରିତ ଓଭରରେ ୧୪୪ରନ ସଂଗ୍ରହ କରିବାକୁ ସମର୍ଥ ହୋଇଥିଲା । ତେବେ ୧୪୫ରନର ଛୋଟିଆ ବିଜୟ ଲକ୍ଷ୍ୟ…

Read More

ଖାନନଗରରୁ-ଲିଙ୍କ ରୋଡ ପର୍ଯ୍ୟନ୍ତ ୬ ଲେନ ହେବା ନେଇ କ୍ୟାବିନେଟରେ ପାରିତ: କୃତଜ୍ଞତା ଜଣାଇଲେ ବିଧାୟକଙ୍କ ସହ ମନ୍ତ୍ରୀ ରଣେନ୍ଦ୍ର

ଖାନନଗରରୁ-ଲିଙ୍କ ରୋଡ ପର୍ଯ୍ୟନ୍ତ ୬ ଲେନ ହେବା ନେଇ କ୍ୟାବିନେଟରେ ପାରିତ: କୃତଜ୍ଞତା ଜଣାଇଲେ ବିଧାୟକଙ୍କ ସହ ମନ୍ତ୍ରୀ ରଣେନ୍ଦ୍ର #କଟକ(ଏନ୍‌.ଏମ୍‌.): କଟକରେ ରାଜ୍ୟସରକାର ବିଭିନ୍ନ ନୂଆ ନୂଆ ବୃହତ ଯୋଜନା ରୂପାୟନ କରାଯିବା ଫଳରେ କଟକ ସହରର ସୌଦର୍ଯ୍ୟ ବଢିବାରେ ଲାଗିଛି । ସହରରେ ଯାନବାହାନ ସୁପରିବହନ ଲାଗି ଖାନନଗର ଠାରୁ ଲିଙ୍କ ରୋଡ ପର୍ଯ୍ୟନ୍ତ ୧୨୧କୋଟି ୬୫ ଲକ୍ଷ ବ୍ୟୟରେ ୬ ଲେନ୍ ବିଶିଷ୍ଠ ରାସ୍ତା ନିର୍ମାଣ କରାଯିବ । ମୁଖ୍ୟମନ୍ତ୍ରୀଙ୍କ ଏଭଳି ପଦେକ୍ଷପକୁ…

Read More

ନବୀନ ବାବୁଙ୍କ ଶାସନ କାଳରେ ଓଡ଼ିଶା କୃଷକମାନଙ୍କର ଆୟ ଦ୍ୱିଗୁଣିତ ହେବା ପରିବର୍ତ୍ତେ କମି କମି ଯାଉଛି : କଂଗ୍ରେସ

ନବୀନ ବାବୁଙ୍କ ଶାସନ କାଳରେ ଓଡ଼ିଶା କୃଷକମାନଙ୍କର ଆୟ ଦ୍ୱିଗୁଣିତ ହେବା ପରିବର୍ତ୍ତେ କମି କମି ଯାଉଛି : କଂଗ୍ରେସ #ଭୁବନେଶ୍ୱର(ଏନ୍‌.ଏମ୍‌.): ଓଡ଼ିଶା ସରକାର ଓଡ଼ିଶାର କୃଷକଙ୍କର ଆୟ ଦ୍ୱିଗୁଣିତ କରିବା ପାଇଁ ବହୁ ସମୟରେ ପ୍ରତିଶ୍ରୁତି ଦେଇଛନ୍ତି । ଏପରିକି ୨୦୧୨-୧୩ ମସିହାରେ ଖୋଦ୍ ମୁଖ୍ୟମନ୍ତ୍ରୀ ଦୃଢ଼କ୍ତି ପ୍ରକାଶ କରି କହିଥିଲେ, ସାରା ଭାରତ ବର୍ଷରେ ଓଡ଼ିଶା ଏକମାତ୍ର ରାଜ୍ୟ, ଯେଉଁଠି ରାଜ୍ୟ କୃଷକ ମାନଙ୍କର ଆୟକୁ ସରକାର ଦ୍ୱିଗୁଣିତ କରିଛନ୍ତି ବୋଲି କିନ୍ତୁ ବାସ୍ତବ…

Read More

ସ୍ୱାଭିମାନ ପକ୍ଷରୁ ଜନସଚେତନତା କାର୍ଯ୍ୟକ୍ରମ

ସ୍ୱାଭିମାନ ପକ୍ଷରୁ ଜନସଚେତନତା କାର୍ଯ୍ୟକ୍ରମ #ଭୁବନେଶ୍ୱର(ଏନ୍‌.ଏମ୍‌.): ସ୍ୱେଛାସେବୀ ଅନୁଷ୍ଠାନ ସ୍ୱାଭିମାନ ଦ୍ୱାରା ୨ଦିନ ଧରି ସ୍ୱ-ପରାୟଣତା, ହେମୋଫିଲିଆ ରୋଗ(ରକ୍ତ ଜନିତ ବିକାରତା), ବୌଦ୍ଧିକ ଅକ୍ଷମତା ଏବଂ ଦୃଷ୍ଟି ବାଧିତ ବ୍ୟକ୍ତି ବିଶେଷମାନେ କିପରି ସାମାଜିକ ଭେଦଭାବର ସମ୍ମୁଖୀନ ହୁଅନ୍ତି, ସେମାନଙ୍କ ପାଇଁ ଆଇନରେ କ’ଣ ବ୍ୟବସ୍ଥା ରହିଛି ଏବଂ ସମ୍ମିଳିତ ଶିକ୍ଷାରେ କିପରି ବ୍ୟବସ୍ଥା ରହିଛି ଏହି ବିଷୟବସ୍ତୁକୁ ନେଇ ଏକ ସଚେତନତାର ବାର୍ତ୍ତା ବହନ କରୁଥିବା ପଥ ପ୍ରାନ୍ତ ନାଟକ ପ୍ରଥମ ଦିନ ଏସପ୍ଲାନେଡ୍ ରସୁଲଗଡ଼…

Read More

ମହାନଦୀରେ ଭାସୁଛି ଅଚିହ୍ନା ବ୍ୟକ୍ତିଙ୍କ ଶବ

ମହାନଦୀରେ ଭାସୁଛି ଅଚିହ୍ନା ବ୍ୟକ୍ତିଙ୍କ ଶବ #ଚୌଦ୍ୱାର(ଏନ୍‌.ଏମ୍‌.): କଟକ ଜିଲ୍ଲା ଚୌଦ୍ୱାର ଅଞ୍ଚଳର କୟଳପଡ଼ା ନିକଟ ବର୍ତ୍ତୀ ମହାନଦୀରେ ଅଚିହ୍ନା ବ୍ୟକ୍ତିଙ୍କ ଶବ ଭାସୁଥିବାର ଦେଖିବକୁ ମିଳିଛି । ତେବେ ଏହି ଶବଟିକୁ ନେଇ ଅଞ୍ଚଳରେ ବହୁ କଳ୍ପନା ଜଳ୍ପନା ଦେଖିବାକୁ ମିଳିଛି । ଏହା ହତ୍ୟା ନା ଆତ୍ମହତ୍ୟା ତାହା ସ୍ପଷ୍ଟ ହୋଇ ନଥିଲେ ମଧ୍ୟ ଖବର ଅନୁଯାଇ ଟିପିଏମ ଫାଣ୍ଡି ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ଏହି ମୃତକଙ୍କ ପରିଚୟ…

Read More