କଥା ଦେଇ କଥା ରଖିଲେ ୫ ଟି ସଚିବ ଭି. କେ. ପାଣ୍ଡିଆନ

କଥା ଦେଇ କଥା ରଖିଲେ ୫ ଟି ସଚିବ ଭି. କେ. ପାଣ୍ଡିଆନ ରାଇରଙ୍ଗପୁର ଗୋଶାଳାର ସ୍ଥାୟୀ ପଟ୍ଟାକୁ ସରକାରଙ୍କ ମୋହର #ରାଇରଙ୍ଗପୁର (ଏନ୍‌.ଏମ୍‌.): ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରସ୍ଥ ଅଁଳାଡୁବା ଗ୍ରାମର ରଘୁନାଥ ଜୀଉ ମଠ ସନ୍ନିକଟରେ ୧୯୫୮ ମସିହାରେ ସ୍ଥାପିତ ଗୋଶାଳାକୁ ସ୍ଥାୟୀ ପଟ୍ଟା ପ୍ରଦାନ ପାଇଁ ରାଜ୍ୟ ସରକାର କେବିନେଟରେ ମୋହର ମାରିଛନ୍ତି । ସୂଚନାଯୋଗ୍ୟ ରାଇରଙ୍ଗପୁର ଅଞ୍ଚଳର କତିପୟ ହାତଗଣତି ଗୋମାତାପ୍ରେମୀ ଏଚ୍ ଏନ୍ ଠାକୁର, ଗଜାନନ ପାଡିଆ, ଗୋବିନ୍ଦ ଅଗ୍ରୱାଲ ମଦନ…

Read More

ରାଇରଙ୍ଗପୁର ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ତରଫରୁ  ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ରାଇରଙ୍ଗପୁର ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ତରଫରୁ  ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ #ରାଇରଙ୍ଗପୁର (ଏନ୍‌.ଏମ୍‌.): ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ମିଳିତ ଶିକ୍ଷକ ମହାସଂଘ ତରଫରୁ ବହୁ ସଂଖ୍ୟାରେ ଶିକ୍ଷକ/ଶିକ୍ଷୟତ୍ରୀ ଏକତ୍ର ହୋଇ ଡ୍ରେସ କୋଡ଼ ବର୍ଜନ ସହ କଳାବ୍ୟାଚ ଲଗାଇ ବିଭିନ୍ନ ଦାବି ନେଇ ଏକ ବିଶାଳ ଶୋଭାଯାତ୍ରା କରିଥିଲେ । ସ୍ଥାନୀୟ ଦୁର୍ଗା ମଣ୍ଡପ ଛକରୁ ସହର ପରିକ୍ରମା କରି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ଥିଲା ।…

Read More

ବିଭିନ୍ନ ଦାବି ନେଇ ଠିକା ବିଦ୍ୟୁତ୍ କର୍ମଚାରୀଙ୍କ ଧାରଣା

ବିଭିନ୍ନ ଦାବି ନେଇ ଠିକା ବିଦ୍ୟୁତ୍ କର୍ମଚାରୀଙ୍କ ଧାରଣା #କଟକ(ଏନ୍‌.ଏମ୍‌.): ବିଭିନ୍ନ ଦାବି ନେଇ ଆଜି ଠିକା ବିଦ୍ୟୁତ କର୍ମଚାରୀଙ୍କ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଦୀର୍ଘ ବର୍ଷ ବର୍ଷ ଧରି ଠିକା ବିଦ୍ୟୁତ୍ କର୍ମଚାରୀ ବିଦ୍ୟୁତ୍ ବିଭାଗରେ କାର୍ଯ୍ୟ କରୁଥିଲେ ମଧ୍ୟ ସେମାନଙ୍କ ପ୍ରତି ଟାଟା ପାୱାର ବୈମାତୃକ ମନୋଭାବ ଚଳାଇ ଆସୁଥିବା ଅଭିଯୋଗ ଉଠିଛି । ପୂର୍ବ ସର୍ତ୍ତରେ ଖିଲାପ କରି ସ୍ଥାୟୀ ନିଯୁକ୍ତି ପ୍ରଦାନ କରିବା, ସ୍ଥାୟୀ ନିଯୁକ୍ତି ପ୍ରକ୍ରିୟା ଶେଷ ନହେବା…

Read More

ଓଡିଶା ଦିବସ ପାଳନ ଉପଲକ୍ଷେ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ

ଓଡିଶା ଦିବସ ପାଳନ ଉପଲକ୍ଷେ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ #ଭୁବନେଶ୍ୱର (ଏନ୍‌.ଏମ୍‌.): ଚଳିତ ବର୍ଷ ଓଡିଶା ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଲୋକସେବା ଭବନ ୨ୟ ମହଲା ସମ୍ମିଳନୀ କକ୍ଷରେ ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସବିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଓଡିଶାର ଗୌରବ ବହନ କରୁଥିବା ଏହି ଉତ୍ସବକୁ ଅଧିକ ସରସ ସୁନ୍ଦର ଓ ଆନନ୍ଦ ଉଲ୍ଲାସର…

Read More

ଧୁମଧାମରେ ପାଳନ ହେଲା କୃଷ୍ଣେଶ୍ୱର ଦୋଳ ମେଲଣ

ଧୁମଧାମରେ ପାଳନ ହେଲା କୃଷ୍ଣେଶ୍ୱର ଦୋଳ ମେଲଣ #ଜଗତପୁର(ଏନ୍‌.ଏମ୍‌.): ଜଗତପୁର ଅଞ୍ଚଳର ନିମପୁର କୃଷ୍ନେଶ୍ୱର ମେଲଣ ପଡିଆରେ ସର୍ବପୁରାତନ ଦୋଳ ମେଲଣ ମହା ସମାରୋହରେ ପାଳିତ ହୋଇଯାଇଛି । ବିଭିନ୍ନ ଅଞ୍ଚଳରୁ ବିମାନରେ ଦୋଳଗୋବିନ୍ଦଙ୍କୁ ରୋଷଣୀ କରି ବିଭିନ୍ନ ନୃତ୍ୟ, ସଂଙ୍ଗୀତ, ଲଉଡି ନାଚ, ଘଣ୍ଟ ବାଦ୍ୟ, ବାଘ ନାଚ, ଢୋଲ ବାଦ୍ୟ, ତାଳମୂଳି ବାଦ୍ୟର ତାଳେ ତାଳେ ସାହି ଓ ବଜାର ପରିକ୍ରମା କରି କୃଷ୍ଣେଶ୍ୱର ମେଲଣ ପଡିଆରେ ଏକତ୍ରିତ କରାଯାଇଥିଲା । ମେଲଣରେ ଶତାଧିକ…

Read More

ସିଏମ୍‌ସି କାଉନସିଲରେ ବଜେଟ ଆଲୋଚନା: ୬୦୫ କୋଟି ଅନୁମୋଦନ

ସିଏମ୍‌ସି କାଉନସିଲରେ ବଜେଟ ଆଲୋଚନା: ୬୦୫ କୋଟି ଅନୁମୋଦନ #କଟକ (ଏନ୍‍.ଏମ୍‍.): ସିଏମସିର ୨୦୨୩-୨୪ ବର୍ଷ ପାଇଁ ବଜେଟ ଅନୁମୋଦନ ହୋଇଛି । ଚଳିତ ବର୍ଷ ପାଇଁ ମୋଟ ୬୦୫ କୋଟିର ବଜେଟ୍ ପାଇଁ ନିଷ୍ପତ୍ତି ହୋଇଛି । ଆଜି ଏ ନେଇ ଆୟୋଜିତ କାଉନସିଲ ବୈଠକରେ ଏହି ବଜେଟ୍‌କୁ ଆଲୋଚନା କରାଯାଇଥିଲା । ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗକୁ ପଠାଯିବ । ସିଏମ୍‌ସିର ଚିଠା ବଜେଟ୍ ପ୍ରସ୍ତାବରେ ଯେଉଁ ଆୟ ବ୍ୟୟ…

Read More

ସକାଳ ୮ଟାରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା: ୩୨୧୮ କେନ୍ଦ୍ରରେ ପରୀକ୍ଷା ଦେବେ ୫ ଲକ୍ଷ ୪୧ ହଜାର ୨୪୭ ପରୀକ୍ଷାର୍ଥୀ

ସକାଳ ୮ଟାରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା: ୩୨୧୮ କେନ୍ଦ୍ରରେ ପରୀକ୍ଷା ଦେବେ ୫ ଲକ୍ଷ ୪୧ ହଜାର ୨୪୭ ପରୀକ୍ଷାର୍ଥୀ #କଟକ(ଏନ୍‍.ଏମ୍‍.): ଆସନ୍ତା କାଲିଠୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା । ଏଥିପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଚଳିତବର୍ଷ ୩ ହଜାର ୨୧୮ଟି ପରୀକ୍ଷା କେନ୍ଦ୍ରର ବ୍ୟବସ୍ଥା କରାଯାଇଥିବା ବୋର୍ଡ ଉପସଭାପତି ଡ. ନିହାରରଞ୍ଜନ ମହାନ୍ତି ଓ ସମ୍ପାଦକ ସୁମିତା ସରକାର ସୂଚନା ଦେଇଛନ୍ତି । ୩୨୧୮ଟି କେନ୍ଦ୍ରରେ ୫ ଲକ୍ଷ ୪୧ହଜାର ୨୪୭…

Read More

ହୋଲିର ରଙ୍ଗଖେଳ ପାଲଟିଲା କାଳ, ମହାନଦୀରେ ଗାଧୋଇବା ବେଳେ ଜଣେ ନିଖୋଜ ଅନ୍ୟଜଣେ ମୃତ

ହୋଲିର ରଙ୍ଗଖେଳ ପାଲଟିଲା କାଳ, ମହାନଦୀରେ ଗାଧୋଇବା ବେଳେ ଜଣେ ନିଖୋଜ ଅନ୍ୟଜଣେ ମୃତ #ଚୌଦ୍ୱାର(ଏନ୍‍.ଏମ୍‍.): ରଙ୍ଗର ଉତ୍ସବ ହୋଲି କାହା ପାଇଁ ଖେଳ ପାଲଟିଛି ତ ଆଉ କାହା ପାଇଁ କାଳ । ଆଜି ରଙ୍ଗର ଉତ୍ସବ ହୋଲି କେତେକ ପରିବାର ପାଇଁ ଆଣି ଦେଇଛି ଦୁଃଖ । ହୋଲି ଖେଳ ସାରି ରଙ୍ଗ ଛଡ଼ାଇବାକୁ ନଦୀକୁ ଯାଇଥିବାବେଳେ ଦେହର ରଙ୍ଗର ଛଡ଼ାଇବା ପୂର୍ବରୁ ଜୀବନର ରଙ୍ଗ ଫିକା ପଡ଼ିଯାଇଛି । ବିଭିନ୍ନ ସ୍ଥାନରେ ଆଜି…

Read More

ତିଗିରିଆରେ ହତ୍ୟାକାଣ୍ଡ: ରଙ୍ଗର ଉତ୍ସବ ହେଲା ରକ୍ତ ରଞ୍ଜିତ

ତିଗିରିଆରେ ହତ୍ୟାକାଣ୍ଡ: ରଙ୍ଗର ଉତ୍ସବ ହେଲା ରକ୍ତ ରଞ୍ଜିତ #ତିଗିରିଆ(ଏନ୍‍.ଏମ୍‍.): କଟକ ଜିଲ୍ଲା ତିଗିରିଆ ଅଞ୍ଚଳରେ ଆନନ୍ଦ ଉଲ୍ଲାର ପର୍ବ ରଙ୍ଗର ଉତ୍ସବ ହେଲା ରକ୍ତ ରଞ୍ଜିତ । କିଏ ବା ଜାଣିଥିଲା ନାଲି ନେଳି ରଙ୍ଗରେ ହୋଲିର ମଜା ଉଠାଇବା ପୂର୍ବରୁ ଶତ୍ରୁର ଆକ୍ରମଣରେ ରକ୍ତ ରଞ୍ଜିତ ହୋଇ ଉଠିବ ଅଞ୍ଚଳ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ତିଗିରିଆ ଥାନା ଅନ୍ତର୍ଗତ ନୂଆପାଟଣାର ସୁରେନ୍ଦ୍ର ପାଟଣା ଗ୍ରାମରେ । ଗୋଟିଏ…

Read More

ସାଲେପୁର ନିର୍ବାଚନ ମଣ୍ଡଳୀରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ୧୦୭ ତମ ଜୟନ୍ତୀ

ସାଲେପୁର ନିର୍ବାଚନ ମଣ୍ଡଳୀରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ୧୦୭ ତମ ଜୟନ୍ତୀ #ଟାଙ୍ଗୀ(ଏନ୍‍.ଏମ୍‍.): ସାଲେପୁର ନିର୍ବାଚନ ମଣ୍ଡଳୀର ଯୁବ ନେତା ହିମାଂଶୁ ମହାନ୍ତିଙ୍କ ନେତୃତ୍ୱରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୭ତମ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ବାଇକ ରାଲି ସ୍ଥାନୀୟ ଜଗତପୁର ଖଇରା ପୋଲ ନିକଟରୁ ଆରମ୍ଭ ହୋଇ ସାଲେପୁର ଅଞ୍ଚଳରେ ଶେଷ ହୋଇଥିଲା । ଏଥିରେ ଶତାଧିକ ସମର୍ଥକଙ୍କ ସହିତ ଏକ ଖୋଲା ଜିପରେ ଶ୍ରୀ ମହାନ୍ତି ଅଞ୍ଚଳ…

Read More

ରେଡିଓ ନମସ୍କାର ପକ୍ଷରୁ ଆନ୍ତର୍ଜାତିକ ମହିଳା ଦିବସ

ରେଡିଓ ନମସ୍କାର ପକ୍ଷରୁ ଆନ୍ତର୍ଜାତିକ ମହିଳା ଦିବସ #କୋଣାର୍କ (ଏନ୍‍.ଏମ୍‍.): କୁରୁଜଙ୍ଗ ପଞ୍ଚାୟତ ସ୍ଥିତ ବାବା ଐଶାନେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଓଡ଼ିଶାର ପ୍ରଥମ ଗୋଷ୍ଠୀ ବେତାର କେନ୍ଦ୍ର ରେଡିଓ ନମସ୍କାର ପକ୍ଷରୁ ଆନ୍ତର୍ଜାତିକ ମହିଳା ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କୁରୁଜଙ୍ଗ ଗ୍ରାମପଞ୍ଚାୟତର ବିଭିନ୍ନ ଗ୍ରାମର ତିନିଶହରୁ ଉର୍ଦ୍ଧ୍ୱ ମହିଳା, ଅଙ୍ଗନୱାର୍ଡୀ କର୍ମୀ, ଆଶାକର୍ମୀ ଯୋଗ ଦେଇଥିଲେ । ଏଥିରେ ଅତିଥି ଭାବେ କୋଣାର୍କ ଏନ୍‌ଏସିର ଅଧ୍ୟକ୍ଷା ସୁଶ୍ରୀ ସଂଯୁକ୍ତା ତ୍ରିପାଠୀ, ରେଡିଓ ନମସ୍କାରର…

Read More

ଭଦ୍ରକ ଆଜାଦ୍ ହିନ୍ଦ୍ ସାମାଜିକ ସଙ୍ଗଠନ ପକ୍ଷରୁ ରକ୍ତଦାନ ଶିବିର

ଭଦ୍ରକ ଆଜାଦ୍ ହିନ୍ଦ୍ ସାମାଜିକ ସଙ୍ଗଠନ ପକ୍ଷରୁ ରକ୍ତଦାନ ଶିବିର #ଭଦ୍ରକ(ଏନ୍‍.ଏମ୍‍.): ଆଜାଦ୍ ହିନ୍ଦ୍ ସାମାଜିକ ସଙ୍ଗଠନ ପକ୍ଷରୁ ଭଦ୍ରକ ଜିଲ୍ଲାର ବାସୁଦେବପୁର ବ୍ଲକ ରାଜଘରପୋଖରୀ ଠାରେ ଏକ ବିରାଟ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ରାଜଘରପୋଖରୀ ସ୍ଥିତ ବାତ୍ୟା ଆଶ୍ରୟସ୍ଥଳୀ ପରିସରରେ ଆୟୋଜିତ ରକ୍ତଦାନ ଶିବିରରେ ୫୦ୟୁନିଟ ରକ୍ତ ସଂଗୃହିତ ହୋଇଥିଲା । ରାଜଘର ପୋଖରୀ ଅଞ୍ଚଳର ଦଳ ଗତ ନିର୍ବିଶେଷରେ ବହୁ ଯୁବକ-ଯୁବତୀ ମହିଳା ମାନେ ଉପସ୍ଥିତ ରହି ସ୍ୱେଚ୍ଛାକୃତ…

Read More