ଏପ୍ରିଲ ୭ ରେ ରୂପେଲି ପରଦାରେ “ଡେଲିଭରୀ ବୟ’

ଏପ୍ରିଲ ୭ ରେ ରୂପେଲି ପରଦାରେ “ଡେଲିଭରୀ ବୟ’ #ଭୁବନେଶ୍ୱର(ଏନ୍‌.ଏମ୍‌.): ନୂଆ ଓଡିଆ ଚଳଚ୍ଚିତ୍ର “ଡେଲିଭରୀ ବୟ”ଟ୍ରେଲର ରିଲିଜ୍ ପରେ ବଢୁଛି ଉତ୍କଣ୍ଠା । ଆଉ ଏହି ଉତ୍କଣ୍ଠାର ପୂର୍ଣ୍ଣଚ୍ଛେଦ ଟାଣିବାକୁ ଯାଉଛି ପ୍ରଯୋଜନା ସଂସ୍ଥା । କାରଣ ଡେଲିଭରୀ ବୟ ଏପ୍ରିଲ ୭ରେ ପ୍ରେକ୍ଷାଳୟରେ କରିବ ମୁକ୍ତିଲାଭ । ମୌଳିକ ଓ ବାସ୍ତବଧର୍ମୀ ଚରିତ୍ରକୁ ନେଇ କାହାଣୀ । ଇନଫିସନ ଏଣ୍ଟରଟେନମେଣ୍ଟ ନିବେଦିତ ଜ୍ୟୋତି ରଞ୍ଜନ ମହାନ୍ତି ପ୍ରଯୋଜିତ ଏହି ଚଳଚ୍ଚିତ୍ର ଜଣେ ଡେଲଭରୀ ଜୀବନକୁ…

Read More

କିଶୋର କ୍ଲବର ବାର୍ଷିକ ଉତ୍ସବ ଉପଲକ୍ଷେ ପ୍ରସ୍ତୁତି ବୈଠକ

କିଶୋର କ୍ଲବର ବାର୍ଷିକ ଉତ୍ସବ ଉପଲକ୍ଷେ ପ୍ରସ୍ତୁତି ବୈଠକ #ଜଗତପୁର(ଏନ୍‌.ଏମ୍‌.): ଜଗତପୁର ୪୮ନମ୍ବର ୱାର୍ଡ ନିମପୁର ଅଞ୍ଚଳର ବହୁପୁରାତନ କିଶୋର କ୍ଲବର ବାର୍ଷିକ ଉତ୍ସବ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଟିତ ହୋଇଯାଇଛି । ଏହି ବାର୍ଷିକ ଉତ୍ସବ ଉପଲକ୍ଷେ କ୍ଲବର ସମସ୍ତ କର୍ମକର୍ତ୍ତା ମାନେ ଏକର୍ତ୍ତିତ ହୋଇ କିପରି ଏହି ବାର୍ଷିକ ଉତ୍ସବକୁ ସରସ ସୁନ୍ଦର କରାଯାଇ ପାରିବ ସେଥିପାଇଁ କ୍ଲବର ଦୀର୍ଘ ଦିନରୁ ପରିବେଷଣ ହୋଇ ଆସୁଥିବା ସଦସ୍ୟ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ…

Read More

ସାଇ ଶିକ୍ଷାର ବଚପନ ପ୍ଲେ ସ୍କୁଲ ଆଣ୍ଡ ଷ୍ଟଡି ସର୍କଲର ଶୁଭାରମ୍ଭ

ସାଇ ଶିକ୍ଷାର ବଚପନ ପ୍ଲେ ସ୍କୁଲ ଆଣ୍ଡ ଷ୍ଟଡି ସର୍କଲର ଶୁଭାରମ୍ଭ #କଟକ(ଏନ୍‌.ଏମ୍‌.): ଅଗ୍ରଣୀ ଶିକ୍ଷା ଅନୁଷ୍ଠାନ ସାଇଶିକ୍ଷା ଗ୍ରୁପ ଅଫ ସ୍କୁଲ ଆଣ୍ଡ କଲେଜ ପକ୍ଷରୁ ସ୍ଥାନୀୟ କଲ୍ୟାଣୀନଗର ସ୍ଥିତ ରବି ରାୟ ଲେନ୍ ଠାରେ ନୂତନ ଭାବେ ଏକ ପ୍ଲେ ସ୍କୁଲ ଏବଂ ସାଇ ଶିକ୍ଷା ଷ୍ଟଡି ସର୍କଲର ଶୁଭାରମ୍ଭ ହୋଇଯାଇଛି । ଯେଉଁ ଠାରେ ପ୍ଲେ ଠାରୁ ଷ୍ଟାଣ୍ଡାର୍ଡ ଥ୍ରୀ ପର୍ଯ୍ୟନ୍ତ ଏବଂ ତତ ସହିତ ଯୁକ୍ତ ଦୁଇ ବିଜ୍ଞାନ, ମେଡିକାଲ ଓ…

Read More

ବିଶାଖାପାଟଣା ମେୟରଙ୍କ ଦ୍ୱାରା କଟକ ମେୟର ସୁବାସ ସିଂହ ସମ୍ବର୍ଦ୍ଧିତ

ବିଶାଖାପାଟଣା ମେୟରଙ୍କ ଦ୍ୱାରା କଟକ ମେୟର ସୁବାସ ସିଂହ ସମ୍ବର୍ଦ୍ଧିତ #କଟକ(ଏନ୍‌.ଏମ୍‌.): ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ମହାନଗର ନିଗମ ମେୟର ଜି.ଭେଙ୍କେଟା କୁମାରୀ କଟକ ମେୟର ସୁବାସ ସିଂହଙ୍କୁ ବିଶାଖାପାଟଣା ମହାନଗର ନିଗମ କାର୍ଯ୍ୟାଳୟରେ ସମ୍ବର୍ଦ୍ଧିତ କରିଛନ୍ତି । ୨୪ ଲକ୍ଷ ଲୋକସଂଖ୍ୟା ବିଶିଷ୍ଟ ୬୨୦ ହଜାର ସ୍କୋୟାର କିଲୋମିଟର ବ୍ୟାପୀ ବିଶାଖାପାଟଣା ନଗର ନିଗମ ୧୧୭ କାଉନସିଲର ସହ ୮ଟି ଜୋନରେ ବିଭକ୍ତ କରାଯାଇଛି । ତେବେ ୨୦୧୩-୨୦୧୪ ବର୍ଷ ପାଇଁ ବଜେଟ ପରିମାଣ ୪୫୦୦ କୋଟି…

Read More

ବିବାଦୀୟ ସ୍ଥାନରେ କୋର୍ଟ ନିର୍ମାଣ କାର୍ଯ୍ୟକୁ ଗ୍ରାମ ବାସୀଙ୍କ ବିରୋଧ

ବିବାଦୀୟ ସ୍ଥାନରେ କୋର୍ଟ ନିର୍ମାଣ କାର୍ଯ୍ୟକୁ ଗ୍ରାମ ବାସୀଙ୍କ ବିରୋଧ #କୋଣାର୍କ(ଏନ୍‌.ଏମ୍‌.): ମାଧିପୁର ମୌଜାରେ ଏକ ବିବାଦୀୟ ସ୍ଥାନରେ କୋର୍ଟ ନିର୍ମାଣ କାର୍ଯ୍ୟକୁ ପାଢ଼ୀସାହି ଗ୍ରାମବାସୀ ମାନେ ବିରୋଧ କରିଛନ୍ତି । ଗତ କିଛିଦିନ ତଳେ ଉଚ୍ଚ ନ୍ୟାୟାଳୟ ବିଚାରପତିଙ୍କ ଦ୍ୱାରା ଉଦଘାଟିତ ହୋଇଥିଲା ଏହି କୋର୍ଟ । ଗ୍ରାମବାସୀ ମାନେ ବିଭିନ୍ନ ସମୟରେ କୋର୍ଟର ଆଶ୍ରୟ ନେଇଥିବାବେଳେ ଚଞ୍ଚକତା ପୂର୍ବକ କୋର୍ଟ ନାମରେ ଜମି ପଟ୍ଟା ଯୋଗାଇ ଦିଆଯାଇଛି । ଯାହାକି ପୂର୍ବରୁ ଏହି ଜମିଟି…

Read More

ଜଗତପୁର ଅଞ୍ଚଳ ପ୍ରତି ସିଏମସିର ବୈମାତୃକ ମନୋଭାବ: ନିମ୍ନମାନର ଡ୍ରେନ କାମ ନେଇ କୁହୁଳୁଛି ଅସନ୍ତୋଷ

ଜଗତପୁର ଅଞ୍ଚଳ ପ୍ରତି ସିଏମସିର ବୈମାତୃକ ମନୋଭାବ: ନିମ୍ନମାନର ଡ୍ରେନ କାମ ନେଇ କୁହୁଳୁଛି ଅସନ୍ତୋଷ ୩ ମାସ ପରେ ବି ଡ୍ରେନ ଉପରେ ପଡ଼ିଲାନି ସ୍ଲାବ #ଜଗତପୁର(ଏନ୍‌.ଏମ୍‌.): କଟକ ସହରରେ ସମସ୍ତ ଡ୍ରେନଗୁଡ଼ିକ ଉପରେ ସ୍ଲାବ ପଡ଼ିବ । ଆଉ ମୁକୁଳା ଡ୍ରେନ ରହିବ ନାହିଁ ବୋଲି ସିଏମସି ପକ୍ଷରୁ କୁହାଯାଉଛି । ତେଣୁ କଟକ ସହରରେ ଥିବା ସମସ୍ତ ଡ୍ରେନର ମରାମତି ତଥା ସ୍ଲାବ ପକାଇବା ଉପରେ ସିଏମସି କର୍ତ୍ତୃପକ୍ଷ ଗୁରୁତ୍ୱ ଦେଉଛନ୍ତି ।…

Read More

ଜଗତପୁର ଶିଳ୍ପାଞ୍ଚଳରେ ନିଶ୍ଳୁକ ସ୍ୱାସ୍ଥ୍ୟ ଶିବିର

ଜଗତପୁର ଶିଳ୍ପାଞ୍ଚଳରେ ନିଶ୍ଳୁକ ସ୍ୱାସ୍ଥ୍ୟ ଶିବିର #ଜଗତପୁର(ଏନ୍‌.ଏମ୍‌.): ଜଗତପୁର ଶିଳ୍ପାଞ୍ଚଳ ପରିସରରେ କରମଣ୍ଡଳ ଇଣ୍ଟରନ୍ୟାସନାଲ ଲିମିଟେଡ ଓ ତାରିଣୀ ଏଜେନ୍ସିର ମିଳିତ ସହଯୋଗରେ ଏକ ନିଶ୍ଳୁକ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଦେଢ଼ ଶହରୁ ଉର୍ଦ୍ଧ୍ୱ ଶ୍ରମିକମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହ ସେମାନଙ୍କୁ ବିନାମୂଲ୍ୟରେ ଔଷଧ ବଣ୍ଟନ କରାଯାଇଥିଲା । ଏହି ସ୍ୱାସ୍ଥ୍ୟ ଶିବିରରେ ଲଜିଷ୍ଟିକ୍ ମ୍ୟାନେଜର ଜୟରାମ ଶର୍ମା, ଠିକାଦାର ଯୋଗେନ୍ଦ୍ର କୁମାର ରାୟ ଏବଂ ମନୋଜ କୁମାର ମାହନ…

Read More

ରାହୁଲ ଗାନ୍ଧିଙ୍କୁ କୋର୍ଟଙ୍କ ଝଟକା: ସାଂସଦ ପଦ ରଦ୍ଦ ହେବା ସହ ୮ ବର୍ଷ ଯାଏ ନିର୍ବାଚନରୁ ବାସନ୍ଦ ଆଶଙ୍କା

ରାହୁଲ ଗାନ୍ଧିଙ୍କୁ କୋର୍ଟଙ୍କ ଝଟକା: ସାଂସଦ ପଦ ରଦ୍ଦ ହେବା ସହ ୮ ବର୍ଷ ଯାଏ ନିର୍ବାଚନରୁ ବାସନ୍ଦ ଆଶଙ୍କା ନୂଆଦିଲ୍ଲୀ(ଏଜେନ୍ସି): କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କୁ ଏବେ ଲାଗିଛି କୋର୍ଟଙ୍କ ଝଟକା । ୨୦୧୯ ମସିହା ଅପରାଧିକ ମାନହାନୀ ମାମଲାରେ ଗୁଜରାଟର ଏକ କୋର୍ଟ ୨ ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି । ତେବେ ତାଙ୍କୁ ଜାମିନ ମିଳିଛି ଓ ଏହି ରାୟକୁ ଚ୍ୟାଲେଞ୍ଜ କରିବା ପାଇଁ ରାହୁଲଙ୍କୁ ୩୦ ଦିନର ସମୟ ମିଳିଛି ।…

Read More

ରାଜ୍ୟରେ ସ୍ୱାସ୍ଥ୍ୟସେବାକୁ ବ୍ୟାପକ କଲେ ସରକାର: ବିଏସ୍କେୱାଇରେ ଅନୁବନ୍ଧିତ ଘରୋଇ ହସ୍ପିଟାଲ ସଂଖ୍ୟା ୬୨୬କୁ ବୃଦ୍ଧି

ରାଜ୍ୟରେ ସ୍ୱାସ୍ଥ୍ୟସେବାକୁ ବ୍ୟାପକ କଲେ ସରକାର: ବିଏସ୍କେୱାଇରେ ଅନୁବନ୍ଧିତ ଘରୋଇ ହସ୍ପିଟାଲ ସଂଖ୍ୟା ୬୨୬କୁ ବୃଦ୍ଧି #ଭୁବନେଶ୍ୱର(ଏନ୍‌.ଏମ୍‌.): ରାଜ୍ୟବାସୀଙ୍କୁ ଉନ୍ନତମାନର ନିଶୁଳ୍କ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ରାଜ୍ୟସରକାର ଯେଉଁ ଐତିହାସିକ ପଦକ୍ଷେପ ନେଇଛନ୍ତି ତାହା ପ୍ରକୃତରେ ଏକ ଜନକଲ୍ୟାଣ ଯୋଜନା । ଏହି ବ୍ୟବସ୍ଥା ମାଧ୍ୟରେ ଲକ୍ଷାଧିକ ଗରିବ ଜନସାଧାରଣ ଉନ୍ନତମାନର ଚିକତ୍ସାସେବା ବିନା ଟଙ୍କାରେ ପାଇ ପାରୁଛନ୍ତି । ତେବେ ଏହି ବ୍ୟବସ୍ଥାକୁ ଅଧିକ ବ୍ୟାପକ କରିବା ନିମନ୍ତେ ରାଜ୍ୟ ସରକାର ଅଧିକ ଘରୋଇ…

Read More

ଓଡ଼ିଶା ବିଜେପିର ନୂଆ ସଭାପତି ମନମୋହନ ସାମଲ

ଓଡ଼ିଶା ବିଜେପିର ନୂଆ ସଭାପତି ମନମୋହନ ସାମଲ #ଭୁବନେଶ୍ୱର(ଏନ୍‌.ଏମ୍‌.): ମନମୋହନ ସାମଲ ହେଲେ ରାଜ୍ୟ ବିଜେପିର ନୂଆ ସଭାପତି । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ମନମୋହନଙ୍କୁ ରାଜ୍ୟ ସଭାପତି ଭାବେ ଗୁରୁଦାୟିତ୍ୱ ଦେଇଛନ୍ତି ବିଜେପିର ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡା । ସମୀର ମହାନ୍ତିଙ୍କ ସ୍ଥାନରେ ମନମୋହନଙ୍କୁ ଏହି ନୂଆ ଦାୟିତ୍ୱ ମିଳିଛି । ନବ ନିଯୁକ୍ତ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଦଳର ଜଣେ ବରିଷ୍ଠ ନେତା । ତାଙ୍କ ପାଇଁ ସଭାପତି…

Read More

ଇମ୍ଫା ଶିଳ୍ପଗୋଷ୍ଠୀ ପକ୍ଷରୁ ବହୁମୁଖୀ ମାଗଣା ସ୍ୱାସ୍ଥ୍ୟସେବା ଶିବିର

ଇମ୍ଫା ଶିଳ୍ପଗୋଷ୍ଠୀ ପକ୍ଷରୁ ବହୁମୁଖୀ ମାଗଣା ସ୍ୱାସ୍ଥ୍ୟସେବା ଶିବିର #ଚୌଦ୍ୱାର(ଏନ୍‌.ଏମ୍‌.): ଚୌଦ୍ୱାର ପୌରପାଳିକା ଅନ୍ତର୍ଗତ ୧୦ନମ୍ବର ୱାର୍ଡ଼ ସ୍ଥିତ ଯଯାତୀ କେଶରୀ କ୍ଲବ୍ ପରିସରରେ ଇମ୍ଫା ଶିଳ୍ପଗୋଷ୍ଠୀର ସାମାଜିକ ଦାୟିତ୍ୱବୋଧ ଶାଖା ବଂଶୀଧର ଇଲାପଣ୍ଡା ଫାଉଣ୍ଡେସନ୍ ପକ୍ଷରୁ ଏକ ବହୁମୁଖୀ ମାଗଣା ସ୍ୱାସ୍ଥ୍ୟସେବା ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଚୌଦ୍ୱାର ପୌରାଧ୍ୟକ୍ଷା ମାନସୀ ସ୍ୱର୍ଣ୍ଣପ୍ରଭା ସାମଲ, ଉପାଧ୍ୟକ୍ଷ ଶୁଭେନ୍ଦୁ ସାମଲ, ଇମ୍ଫାର ବରିଷ୍ଠ ପ୍ରଶାସକ ଲଲାଟ କିଶୋର ମହାପାତ୍ର, ଧୀରେନ୍ କୁମାର ନାଥ ଓ ଡିଜିଏମ୍…

Read More

ମୁନ୍‌ଷ୍ଟାର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ

ମୁନ୍‌ଷ୍ଟାର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ #କଟକ(ଏନ୍‌.ଏମ୍‌.): କଟକ ଝାଞ୍ଜିର ମଙ୍ଗଳା ମୁନଷ୍ଟାର କ୍ଳବ୍ ଦ୍ୱାରା ମୁନ୍ ଷ୍ଟାର କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ରାଜା ବଗିଚା କ୍ରିକେଟ୍ ଗ୍ରାଉଣ୍ଡରେ ଅନୁଷ୍ଠିତ ହୋଇଯାଇଛି । ଏହି କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ଟ୍ରଫି ବାଜିମାତ କରିଥିଲା ଆରସି ଇଲେଭେନ୍ ଓ ଉପ ବିଜେତା ହୋଇଥିଲା ଷ୍ଟ୍ରାଇକର ଇଲଭେନ୍ । ଏହି ପ୍ରତିଯୋଗିତାକୁ ମୁନ୍ ଷ୍ଟାର କ୍ଳବ୍ ପକ୍ଷରୁ ସାଗର ନାୟକ, ସୁମିତ ନାୟକ, ରାହୁଲ ମାହାର, ରବି ରାଜ୍‌, ସାର୍ଥକ ରାଉତ୍ ଓ…

Read More