ସର୍ବନିମ୍ନ ପେନସନ ବୃଦ୍ଧି ଦାବିରେ ଇପିଏଫ୍ ପେନସନ ସଂଘର ଆନ୍ଦୋଳନ ଡାକରା
ସର୍ବନିମ୍ନ ପେନସନ ବୃଦ୍ଧି ଦାବିରେ ଇପିଏଫ୍ ପେନସନ ସଂଘର ଆନ୍ଦୋଳନ ଡାକରା #କଟକ(ଏନ୍.ଏମ୍.): ଓଡ଼ିଶା ସମେତ ସାରା ଦେଶରେ ଥିବା ୭୫ ଲକ୍ଷ ଇପିଏଫ୍ ପେନସନଭୋଗୀ ବରିଷ୍ଠ ନାଗରିକମାନଙ୍କୁ ପେନସନ ବୃଦ୍ଧି ବାବଦରେ କେନ୍ଦ୍ର ସରକାର ପ୍ରତାରିତ କରିଥିବାରୁ ଆଗାମୀ ଦିନରେ ଏହା ବିରୁଦ୍ଧରେ ରାଜ୍ୟବ୍ୟାପି ଆନ୍ଦୋଳନ କରିବା ଲାଗି ନିଷ୍ପତ୍ତି ହୋଇଛି । ଅଲ୍ ଓଡ଼ିଶା ଇପିଏଫ୍ ପେନସନରସ୍ ଆସୋସିଏସନ୍ର ରାଜ୍ୟ କମିଟି ବୈଠକରେ ଏ ବାବଦରେ ବିସ୍ତୃତ ଆଲୋଚନା ହୋଇ ସର୍ବ ସମ୍ମତ ପ୍ରସ୍ତାବ…
