ଜିଲ୍ଲାରେ ବଢ଼ୁଛି ବେଆଇନ ନିଶାକାରବାର ଜଗତପୁରରେ ୫କେଜି ଗଞ୍ଜେଇ ସହ ଜଣେ ଓ ଫୁଲନଖରା ଠାରେ୨୩୬ଗ୍ରାମ ହେରୋଇନ ସହ ୨ଗିରଫ
ଜିଲ୍ଲାରେ ବଢ଼ୁଛି ବେଆଇନ ନିଶାକାରବାର ଜଗତପୁରରେ ୫କେଜି ଗଞ୍ଜେଇ ସହ ଜଣେ ଓ ଫୁଲନଖରା ଠାରେ୨୩୬ଗ୍ରାମ ହେରୋଇନ ସହ ୨ଗିରଫ #କଟକ(ଏନ୍.ଏମ୍.): କଟକ ଜିଲ୍ଲାରେ ଏବେ ବ୍ୟାପକ ଚୋରା ନିଶା କାରବାର ବେଶ ବୃଦ୍ଧି ପାଇଛି । ତେବେ ଏହାକୁ ରୋକିବା…