ଘରକୁ ଫେରିବା ବେଳେ ସେ ହୋଇଗଲେ ଅଫେରା ପଥର ପଥିକ, ବଜ୍ରାଘାତରେ ଯୁବକ ମୃତ

ଘରକୁ ଫେରିବା ବେଳେ ସେ ହୋଇଗଲେ ଅଫେରା ପଥର ପଥିକ, ବଜ୍ରାଘାତରେ ଯୁବକ ମୃତ #ଭଦ୍ରକ(ଏନ୍‌.ଏମ୍‌.): ସମ୍ପ୍ରତି ରାଜ୍ୟରେ ପଶ୍ଚିମା ଝଡ଼ ଅନୁଭୂତ ହେଉଥିବାବେଳେ ପ୍ରବଳ ବର୍ଷା ସାଙ୍ଗକୁ ବଜ୍ରପାତ ହେଉଛି । ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ମଧ୍ୟ ପୂର୍ବାନୁମାନ କରାଯାଉଥିଲା । ହେଲେ କିଏ ଜାଣିଥିଲା ଏହି ଝଡ଼ ଜଣେ ଯୁବକଙ୍କ ଜୀବନ ନେଇଯିବ । ଏଭଳି ଦୁଃଖଦ ପୂର୍ଣ୍ଣ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ଅରୁଣ୍ଡୁଆ ପଞ୍ଚାୟତରେ । ଘରକୁ…

Read More

ଜଗତପୁରରେ ରାସନ ସାମଗ୍ରୀ ନପାଇ ଡିଲରଙ୍କୁ ଘେରିଲେ ହିତାଧିକାରୀ

ଜଗତପୁରରେ ରାସନ ସାମଗ୍ରୀ ନପାଇ ଡିଲରଙ୍କୁ ଘେରିଲେ ହିତାଧିକାରୀ #ଜଗତପୁର(ଏନ୍‌.ଏମ୍‌.): କୌଣସି ଜନସାଧାରଣ ଭୋକିଲା ପେଟରେ ରହିବେ ନାହିଁ । ଏଥି ପାଇଁ କେନ୍ଦ୍ର ସରକାରଙ୍କ ଖାଦ୍ୟସୁରକ୍ଷା ଯୋଜନା ବେଶ ଫଳପ୍ରଦ ହୋଇଛି । ତେବେ ରାଜ୍ୟରେ ବହୁ ହିତାଧିକାରୀ ଏହି ଯୋଜନାରୁ ବଞ୍ଚିତ ରହିଥିବା ଜାଣିବା ପରେ ରାଜ୍ୟସରକାର ମଧ୍ୟ ଏହି ଯୋଜନାରୁ ବଞ୍ôଚତ ହିତାଧିକାରୀଙ୍କୁ ରାସନକାର୍ଡ଼ ଯୋଗାଇ ଦେଇଛନ୍ତି । ଫଳରେ ରାଜ୍ୟରେ ପ୍ରତ୍ୟେକ ହିତାଧିକାରୀଙ୍କ ମୁଣ୍ଡପିଛା ୫କିଲୋଗ୍ରାମ ରାସନ ସାମଗ୍ରୀ (ଗହମ କିମ୍ବା…

Read More

ସିଏମସି ୪୮ନମ୍ବର ୱାର୍ଡ ଜଗତପୁରରେ ଜବର ଦଖଲ ଉଚ୍ଛେଦ

ସିଏମସି ୪୮ନମ୍ବର ୱାର୍ଡ ଜଗତପୁରରେ ଜବର ଦଖଲ ଉଚ୍ଛେଦ #ଜଗତପୁର(ଏନ୍‌.ଏମ୍‌.): କଟକ ମହାନଗର ନିଗମ ଅନ୍ତର୍ଗତ ୪୮ନମ୍ବର ୱାର୍ଡ ଜଗତପୁରସ୍ଥିତ ନଜରପୁର ଛକ ଠାରୁ ସବର ସାହି କେନାଲ ବନ୍ଧ ପର୍ଯ୍ୟନ୍ତ ରାସ୍ତା ପ୍ରସସ୍ଥି କରଣ ପାଇଁ ଜବର ଦଖଲ ଉଚ୍ଛେଦ କରାଯାଇଛି । ସିଏମସି କମିଶନରଙ୍କ ନିର୍ଦ୍ଦେଶ କ୍ରମେ ଯେଉଁ ଦୋକାନ ଓ ଘର ଗୁଡିକ ଡ୍ରେନ ନିର୍ମାଣରେ ବାଧା ସୃଷ୍ଟି କରୁଥିଲା ସେ ସବୁକୁ ଏକ ଡୋଜର ଦ୍ୱାରା ଭଙ୍ଗା ଯାଇଛି । ଆଜି…

Read More

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଜଗତପୁରରେ ସଚେତନତା କାର୍ଯ୍ୟକ୍ରମ

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଜଗତପୁରରେ ସଚେତନତା କାର୍ଯ୍ୟକ୍ରମ #ଜଗତପୁର(ଏନ୍‌.ଏମ୍‌.): କଟକ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଜଗତପୁର ସ୍ଥିତ ଲକ୍ଷ୍ମଣପୁର ମଙ୍ଗଳା ବସ୍ତିରେ ଶ୍ରମ ଆଇନ ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସିଭିଲ ଜଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ସ୍ୱୟଂପ୍ରଭା ଆଚାର୍ଯ୍ୟ ଯୋଗଦେଇ ସାଧାରଣ ଲୋକଙ୍କ ବିଭିନ୍ନ ସାମ୍ବିଧାନିକ ଓ ଆଇନ ଗତ ମୌଳିକ ଅଧିକାର ସମ୍ପର୍କରେ ସଚେତନ କରାଇଥିଲେ…

Read More

ନିଜକୁ ବ୍ଳକ୍ କର୍ମଚାରୀ କହି ଆଦିବାସୀ ଲୋକଙ୍କ ଠାରୁ ଠକି ନେଲା ଲକ୍ଷାଧିକ ଟଙ୍କା

ନିଜକୁ ବ୍ଳକ୍ କର୍ମଚାରୀ କହି ଆଦିବାସୀ ଲୋକଙ୍କ ଠାରୁ ଠକି ନେଲା ଲକ୍ଷାଧିକ ଟଙ୍କା #ଆଠଗଡ(ଏନ୍‌.ଏମ୍‌.): ନିଜକୁ ବ୍ଳକ୍ କର୍ମଚାରୀ ବୋଲି ପରିଚୟ ଦେଇ ଗରିବ ଖଟିଖିଆ ଆଦିବାସୀ ଲୋକମାନଙ୍କ ଲକ୍ଷାଧିକ ଟଙ୍କା ହଡ଼ପ ହୋଇଥିବା ଅଭିଯୋଗ ଉଠିଛି । ଏଭଳି ଘଟଣା ଦେଖିବାକୁ ମିଳିଛି ଆଠଗଡ଼ ବ୍ଳକ୍ ଗୁରୁଡ଼ିଝାଟିଆ ଥାନା ଅନ୍ତର୍ଗତ ଗୋବରା ପଞ୍ଚାୟତରେ । ଗୋବରା ପଞ୍ଚାୟତ ଅନ୍ତର୍ଗତ ଖାକ୍ସା, ଓରିଙ୍ଗାବାଡ଼ି, ଡବାଗାଡିଆ ଆଦି ଆଦିବାସୀ ସାହିରେ ନିଜକୁ ଆଠଗଡ଼ ବ୍ଲକ୍ କର୍ମଚାରୀ କହି…

Read More

ବାସୁଦେବପୁରରେ ଜିଲ୍ଲାପ୍ରଶାସନର ମିଳିତ ଅଭିଯୋଗ ଶୁଣାଣି: ଅସନ୍ତୋଷ ଅଞ୍ଚଳବାସୀ

ବାସୁଦେବପୁରରେ ଜିଲ୍ଲାପ୍ରଶାସନର ମିଳିତ ଅଭିଯୋଗ ଶୁଣାଣି: ଅସନ୍ତୋଷ ଅଞ୍ଚଳବାସୀ #ଭଦ୍ରକ(ଏନ୍‌.ଏମ୍‌.): ରାଜ୍ୟରେ ସ୍ୱଚ୍ଛତା, ଦଳଗତ କାର୍ଯ୍ୟ, ପ୍ରଯୁକ୍ତିବିଦ୍ୟା, ପରିବର୍ତ୍ତନ ଓ ସମୟସୀମା ଆଦିକୁ ନେଇ ଫାଇପ-ଟି ଅନୁଯାୟୀ ସମସ୍ତ କାର୍ଯ୍ୟ କରିବାକୁ ରାଜ୍ୟସରକାର ଅଣ୍ଟା ଭିଡ଼ିଛନ୍ତି । ଫଳରେ ରାଜ୍ୟର ପ୍ରତ୍ୟେକ ହିତାଧିକାରୀଙ୍କ ନିକଟରେ ସରକାରୀ ଯୋଜନା ଠିକ୍ ଭାବେ ପହଞ୍ଚାଇବା ସହ ସ୍ୱଚ୍ଛ ଶାସନ ପାଇଁ ରାଜ୍ୟସରକାର ଅବିରତ ଉଦ୍ୟମ ଜାରି ରଖିଛନ୍ତି । ମାତ୍ର କିଛି ପ୍ରଶାସନିକ ଅଧିକାରୀଙ୍କ ବେପରୁଆ ମନୋଭାବ ତଥା ଅହଙ୍କାର…

Read More