ଦ୍ୱିତୀୟ ପର୍ଯ୍ୟାୟରେ ୧୦ଟି ଜିଲ୍ଲାରେ ଭର୍ଚ୍ଚୁଆଲ୍ ହାଇକୋର୍ଟ ଉଦ୍‌ଘାଟିତ

ଦ୍ୱିତୀୟ ପର୍ଯ୍ୟାୟରେ ୧୦ଟି ଜିଲ୍ଲାରେ ଭର୍ଚ୍ଚୁଆଲ୍ ହାଇକୋର୍ଟ ଉଦ୍‌ଘାଟିତ #କଟକ(ଏନ୍‌.ଏମ୍‌.): ପ୍ରଥମ ପର୍ଯ୍ୟାୟର ପର୍ଯ୍ୟବେକ୍ଷଣ ପରେ ଆଜି ଦ୍ୱିତୀୟ ପର୍ଯ୍ୟାୟରେ ଆଉ ୧୦ଟି ଜିଲ୍ଲାରେ ମୁଖ୍ୟ ବିଚାରପତି ଡ. ଏସ୍‌. ମୁରଲୀଧରଙ୍କ ଦ୍ୱାରା ଭର୍ଚ୍ଚୁଆଲ୍ ହାଇକୋର୍ଟ ଉଦ୍‌ଘାଟିତ ହୋଇଯାଇଛି । ଅନୁଗୁଳ, ଢେଙ୍କାନାଳ, ଜଗତସିଂହପୁର, ଯାଜପୁର, କେନ୍ଦୁଝର, କେନ୍ଦ୍ରାପଡା, କନ୍ଧମାଳର ଫୁଲବାଣୀ, ମୟୂରଭଞ୍ଜର ବାରିପଦା, ନୟାଗଡ, ସୁନ୍ଦରଗଡ ଆଦି ଜିଲ୍ଲାରେ ଭର୍ଚ୍ଚୁଆଲ୍ ହାଇକୋର୍ଟ ବ୍ୟବସ୍ଥା ଉଦ୍‌ଘାଟିତ ହୋଇଛି । କାର୍ଯ୍ୟକ୍ରମରେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଡ….

Read More

ଜଗତପୁର ଠାରେ କଟକ ନଗର ୮ନମ୍ବର ବ୍ଲକ କଂଗ୍ରେସର ନବ ନିଯୁକ୍ତ ସଭାପତିଙ୍କୁ ସମ୍ବର୍ଦ୍ଧନା ଦେଲେ କର୍ମୀ

ଜଗତପୁର ଠାରେ କଟକ ନଗର ୮ନମ୍ବର ବ୍ଲକ କଂଗ୍ରେସର ନବ ନିଯୁକ୍ତ ସଭାପତିଙ୍କୁ ସମ୍ବର୍ଦ୍ଧନା ଦେଲେ କର୍ମୀ #ଜଗତପୁର(ଏନ୍‌.ଏମ୍‌.): କଟକ ଜଗତପୁର ଗୋଲେଇ ଛକ ସ୍ଥିତ ଉତ୍କଳ ଦୁର୍ଗାପୂଜା ମଣ୍ଡପ ସଭାଗୃହରେ କଂଗ୍ରେସ ଯୁବନେତା ମାନସ ପରିଡାଙ୍କ ଅଧ୍ୟକ୍ଷତାରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ କଟକ ନଗର କଂଗ୍ରେସ ଅଧିନସ୍ଥ ୮ନମ୍ବର ବ୍ଲକ କଂଗ୍ରେସ ନବନିଯୁକ୍ତ ସଭାପତି ଅଲେଖ ଚନ୍ଦ୍ର ବେହେରାଙ୍କୁ ଉତ୍ତରୀୟ ଓ ପୁଷ୍ପ ମାଲ୍ୟ ଦେଇ କଂଗ୍ରେସ କର୍ମୀମାନେ…

Read More

ଜୟଦେବ ବାଟିକାର ପୁନରୁଦ୍ଧାର ଦାବି କଲେ କୋଣାର୍କବାସୀ

ଜୟଦେବ ବାଟିକାର ପୁନରୁଦ୍ଧାର ଦାବି କଲେ କୋଣାର୍କବାସୀ #କୋଣାର୍କ(ଏନ୍‌.ଏମ୍‌.): ଅର୍କକ୍ଷେତ୍ର କୋଣାର୍କର ପବିତ୍ର ଚନ୍ଦ୍ରଭାଗା ତୀର୍ଥ ସଂଲଗ୍ନ ଜୟଦେବ ବାଟିକାକୁ ଦୀର୍ଘକାଳ ଧରି ଅବହେଳିତ କରି ରଖିବା ପରେ ବେଳାଭୂମି ବିକାଶ ଯୋଜନା ଆଳରେ ବାଟିକାର ଅସ୍ଥିତ୍ୱ ଲୋପ ପାଇଁ ପ୍ରଶାସନିକ ଅଧିକାରୀମାନେ ଷଡ଼ଯନ୍ତ୍ର ଜାରି ରଖିଥିବା ଅଭିଯୋଗ ହୋଇଛି । ଚନ୍ଦ୍ରଭାଗା ବେଳାଭୂମି ଓ ତୀର୍ଥ ସଂଲଗ୍ନ ବଜାର ଅଞ୍ଚଳରେ ୪୬କୋଟି ଟଙ୍କା ବ୍ୟୟ ବରାଦରେ ଗାଡ଼ି ପାର୍କିଂ ସମେତ ପର୍ଯ୍ୟଟକଙ୍କ ନିମନ୍ତେ ଅନ୍ୟାନ୍ୟ ସୁବିଧା…

Read More

ନାବାଳକ ଗାଡ଼ି ଚଳାଇବା ଉପରେ ଲାଗିଲା ଅଙ୍କୁଶ ସ୍କୁଲ ଗେଟ୍ ପାଖରେ ହେବ ଚଢ଼ାଉ, ପିଲାଙ୍କୁ ଗାଡ଼ି ଦେଉଥିଲେ ଅଭିଭାବକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ #କଟକ(ଏନ୍‌.ଏମ୍‌.): ଏଣିକି ନାବାଳକ ପିଲାମାନଙ୍କୁ ଗାଡ଼ି ଚଳାଇବା ଉପରେ ଅଙ୍କୁଶ ଲଗାଇବ ପରିବହନ ବିଭାଗ । ନାବାଳକମାନେ ଗାଡ଼ି ଚଳାଇବାବେଳେ ବିଭିନ୍ନ ନିୟମ ଉଲ୍ଲଙ୍ଘନ କରୁଥିବାଯୋଗୁଁ ସଡ଼କ ଦୁର୍ଘଟଣା ବଢ଼ିବାରେ ଲାଗିଛି । ତେଣୁ ନାବାଳକ ଛାତ୍ରଛାତ୍ରୀଙ୍କୁ ଗାଡ଼ି ଚଳାଇବା ଉପରେ ରୋକ୍ ଲାଗିବ । ତେବେ ଏହାକୁ ଧରିବା ପାଇଁ ସ୍କୁଲ…

Read More

ଆଇପିଏଲରେ ଓଡ଼ିଆ ଆଙ୍କର ଲୋରିଆ ମହାନ୍ତି

ଆଇପିଏଲରେ ଓଡ଼ିଆ ଆଙ୍କର ଲୋରିଆ ମହାନ୍ତି #କଟକ(ଏନ୍‌.ଏମ୍‌.): ଆଇପିଏଲ୍ ସିଜନ୍‌-୧୬ରେ ଓଡ଼ିଆରେ ଆଙ୍କରିଂ ଦର୍ଶକ ଦେଖିବାକୁ ପାଇବେ । ତେବେ ଆଙ୍କର୍ ଭାବେ କଟକର ଲୋରିଆ ମହାନ୍ତି ମନୋନୀତ ହୋଇଛନ୍ତି । ଚଳିତବର୍ଷ ପ୍ରଥମଥର ପାଇଁ ଓଡ଼ିଆରେ ପ୍ରସାରିତ ହେବ ଆଇପିଏଲ୍ । ପ୍ୟାନେଲରେ ଓଡ଼ିଆ ଅତିଥିମାନେ ମଧ୍ୟ ରହିବେ । ମ୍ୟାଚ୍ ପୂର୍ବରୁ ଓଡ଼ିଆ ଡିବେଟ୍ ପ୍ୟାନେଲ ‘ମ୍ୟାଚ୍ ସେଣ୍ଟର୍ ଲାଇଭ୍ ଅଧଘଣ୍ଟାଏର କାର୍ଯ୍ୟକ୍ରମ ରହିବ । ସେଥିରେ ଆଙ୍କର ଭାବେ ଲୋରିଆ ନଜର ଆସିବେ…

Read More

କୂଳସରିଚୁଆଁ ଉଚ୍ଚ ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀଙ୍କ ବନ୍ଧୁ ମିଳନ

କୂଳସରିଚୁଆଁ ଉଚ୍ଚ ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀଙ୍କ ବନ୍ଧୁ ମିଳନ #କଟକ ସଦର (ଏନ୍‌.ଏମ୍‌.): ସ୍ଥାନୀୟ ବୟାଳିଶ ମୌଜା କୂଳସରିଚୁଆଁ ଉଚ୍ଚ ବିଦ୍ୟାଳୟର ୧୯୯୫ ବ୍ୟାଚ ଛାତ୍ରଛାତ୍ରୀଙ୍କ ବନ୍ଧୁ ମିଳନ ଉତ୍ସବ ପ୍ରଦୀପ ପ୍ୟାଲେସ ଠାରେ ଅନୁଷ୍ଠିତ ହୋଇଯାଇଛି । ଦୀର୍ଘ ୨୭ ବର୍ଷ ପରେ ୫୦ରୁ ଉର୍ଦ୍ଧ ପୁରାତନ ଛାତ୍ରଛାତ୍ରୀମାନେ ଏକାଠି ହୋଇ ସ୍କୁଲ ଦିନର ଅନେକ ଅଭୁଲା ସ୍ମୃତିର ରୋମନ୍ଥନ କରିଥିଲେ । ପୁରାତନ ଛାତ୍ରଛାତ୍ରୀମାନେ ଦୀର୍ଘ ବର୍ଷ ପରେ ସମସ୍ତେ ଗୋଟିଏ ଛାତ ତଳେ…

Read More

ବାରିପଦା ଖଣ୍ଡାୟତ ପରିବାର ତରଫରୁ ଆମେ ଖଣ୍ଡାୟତ କାର୍ଯ୍ୟକ୍ରମ : ଏକତ୍ରିତ ହେବା ପାଇଁ ଆହ୍ୱାନ

ବାରିପଦା ଖଣ୍ଡାୟତ ପରିବାର ତରଫରୁ ଆମେ ଖଣ୍ଡାୟତ କାର୍ଯ୍ୟକ୍ରମ : ଏକତ୍ରିତ ହେବା ପାଇଁ ଆହ୍ୱାନ ରାଇରଙ୍ଗପୁର(ଏନ୍‌.ଏମ୍‌.): ବାରିପଦା ସ୍ଥିତ ଷ୍ଟାଡିୟମ କନଫେରେନ୍ସ ହଲ ଠାରେ ବାରିପଦା ଖଣ୍ଡାୟତ ପରିବାର ତରଫରୁ ତୃତୀୟ ଥର ଆମେ ଖଣ୍ଡାୟତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବାରିପଦାର ସମସ୍ତ ଖଣ୍ଡାୟତ ସମ୍ପ୍ରଦାୟର ବ୍ୟକ୍ତିବିଶେଷ ଯୋଗ ଦେଇ ଖଣ୍ଡାୟତ ମାନଙ୍କ ମୌଳିକ ସମସ୍ୟା ଗୁଡିକ ଉପରେ ଆଲୋକପାତ କରିଥିଲେ । ଆଜିର ଯୁଗରେ ସାଧାରଣତଃ ଖଣ୍ଡାୟତ ପରିବାର ଗୁଡିକ…

Read More