ମୁଖ୍ୟମନ୍ତ୍ରୀଙ୍କ ପଦ୍ମପୁର ଗସ୍ତ: ବର୍ଷକ ମଧ୍ୟରେ ଜିଲ୍ଲା ଘୋଷଣା କରିବାକୁ ପ୍ରତିଶ୍ରୁତି

ମୁଖ୍ୟମନ୍ତ୍ରୀଙ୍କ ପଦ୍ମପୁର ଗସ୍ତ: ବର୍ଷକ ମଧ୍ୟରେ ଜିଲ୍ଲା ଘୋଷଣା କରିବାକୁ ପ୍ରତିଶ୍ରୁତି ବରଗଡ଼(ଏନ୍‌.ଏମ୍‌.): ମୁଖ୍ୟମନ୍ତ୍ରୀ ଆଜି ବରଗଡ଼ ଜିଲ୍ଲା ଗସ୍ତରେ ଆସି ବିଭିନ୍ନ ସଭାସମିତିରେ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେବା ସହ ଅନେକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିଛନ୍ତି । ଏହି ଅବସରରେ ତାଙ୍କ ଅଭିଭାଷଣରେ ବହୁ ଜନସମର୍ଥନ ସାଉଁଟିଥିବା ଦେଖିବାକୁ ମିଳିଥିଲା । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଦ୍ମପୁର ଜିଲ୍ଲା ଘୋଷଣା ନେଇ ମୁହଁ ଖୋଲିଛନ୍ତି । ତେବେ ବର୍ଷକ ମଧ୍ୟରେ ପଦ୍ମପୁର…

Read More

ସ୍ୱାଧୀନତା ସଂଗ୍ରାମୀ ଗୌରାଙ୍ଗ ଚରଣ ଦାସ ଓ ଶଶିଭୂଷଣ ଦାସଙ୍କ ସ୍ମୃତିସଭା

ସ୍ୱାଧୀନତା ସଂଗ୍ରାମୀ ଗୌରାଙ୍ଗ ଚରଣ ଦାସ ଓ ଶଶିଭୂଷଣ ଦାସଙ୍କ ସ୍ମୃତିସଭା #କଟକ(ଏନ୍‌.ଏମ୍‌.): ଅନ୍ୟୟ ଶୋଷଣ ଓ କୁସଂସ୍କାର ବିରୁଦ୍ଧରେ ଆଜୀବନ ସଂଗ୍ରାମ ପାଇଁ ସ୍ୱାଧୀନତା ସଂଗ୍ରାମୀ ଗୌରାଙ୍ଗ ଚରଣ ଦାସ ଓ ଶଶିଭୂଷଣ ଦାସ ସ୍ମରଣୀୟ ହୋଇ ରହିବେ ବୋଲି ଐତିହାସିକ ସ୍ୱରାଜ ଆଶ୍ରମ ଠାରେ ଆୟୋଜିତ ସ୍ମୃତି ସଭାରେ ବକ୍ତାମାନେ ପ୍ରକାଶ କରିଛନ୍ତି । ଗାନ୍ଧୀବାଦୀ, ସମାଜବାଦୀ ଗୌରାଙ୍ଗ ଚରଣ ବାବୁ ଜାତୀୟ ମୁକ୍ତି ଓ ଗଡଜାତ ପ୍ରଜା ଆନ୍ଦୋଳନରେ ନେତୃତ୍ୱ ଦେଇ ସଂଘର୍ଷମୟ…

Read More

ଗଜାନନ ସେବା ସମିତି ପକ୍ଷରୁ ପାନୀୟ ଜଳ ବିତରଣ

ଗଜାନନ ସେବା ସମିତି ପକ୍ଷରୁ ପାନୀୟ ଜଳ ବିତରଣ #ଜଗତପୁର (ଏନ୍‌.ଏମ୍‌.): ପବିତ୍ର ମହା ଶିବରାତ୍ରୀ ଉପଲକ୍ଷେ ସ୍ଥାନୀୟ ନିମପୁରସ୍ଥିତ ବହୁ ପୁରାତନ ଶୈବ ପୀଠ ବାବା କୃଷ୍ଣେଶ୍ୱର ମହାଦେବ ମନ୍ଦିରରେ ଜାଗର ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ମନ୍ଦିରକୁ ଦିନ ତମାମ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି ସ୍ୱେଚ୍ଛାସେବୀ ଅନୁଷ୍ଠାନ ଗଜାନନ ସେବା ସମିତି ପକ୍ଷରୁ ଶ୍ରଦ୍ଧାଳୁ ମାନଙ୍କୁ ପାନୀୟ ଜଳ ବିତରଣ କରାଯାଇଥିଲା । ଗଜାନନ ସେବା ସମିତି ସମ୍ପାଦକ…

Read More

ଜଗତପୁର ଟ୍ରକ ଟର୍ମିନାଲରେ ମହିଳାଙ୍କୁ ହତ୍ୟା ଘଟଣାର ପର୍ଦ୍ଦାଫାସ: ଅଭିଯୁକ୍ତ କିନ୍ନର ଗିରଫ

ଜଗତପୁର ଟ୍ରକ ଟର୍ମିନାଲରେ ମହିଳାଙ୍କୁ ହତ୍ୟା ଘଟଣାର ପର୍ଦ୍ଦାଫାସ: ଅଭିଯୁକ୍ତ କିନ୍ନର ଗିରଫ #ଜଗତପୁର(ଏନ୍‌.ଏମ୍‌.): ଜଗତପୁର ଟ୍ରକ୍ ଟର୍ମିନାଲରେ ଗତ ୭ ତାରିଖ ରାତିରେ ମହିଳାଙ୍କୁ ହତ୍ୟା କରାଯାଇଥିବା ଘଟଣାର ପୁଲିସ ପର୍ଦ୍ଦାଫାସ୍ କରିଛି । ତେବେ ବ୍ୟକ୍ତିଗତ କଳହ ଓ ପୂର୍ବ ଶତ୍ରୁତାକୁ ନେଇ ମହିଳାଙ୍କୁ ଲୁଗାରେ ତଣ୍ଟିଚିପି ହତ୍ୟା କରାଯାଇଥିବା ଡିସିପି ପିନାକ ମିଶ୍ର କହିବା ସହ ଅଭିଯୁକ୍ତକୁ ଗିରଫ କରାଯାଇଥିବା ନେଇ ସେ ସୂଚନା ଦେଇଛନ୍ତି । ତେବେ ଗିରଫ ଅଭିଯୁକ୍ତ ଜଣକ…

Read More

ପବିତ୍ର ମହାଶିବରାତ୍ରୀ: ଓଁ ନମଃ ଶିବାୟ ଧ୍ୱନୀରେ କମ୍ପୁଛି ବାବା ଧବଳେଶ୍ୱରଙ୍କ ପୀଠ

ପବିତ୍ର ମହାଶିବରାତ୍ରୀ: ଓଁ ନମଃ ଶିବାୟ ଧ୍ୱନୀରେ କମ୍ପୁଛି ବାବା ଧବଳେଶ୍ୱରଙ୍କ ପୀଠ #ଆଠଗଡ଼(ଏନ୍‌.ଏମ୍‌.): ଆଜି ହେଉଛି ପବିତ୍ର ମହାଶିବରାତ୍ରି । ଚଳ ଚଞ୍ଚଳ ହେଉଛି ଗାଆଁ ଠୁ ସହର । ରାଜ୍ୟ କୋଣ ଅନୁକୋଣରେ ଥିବା ଶୈବପୀଠ ହୋଇ ଉଠିଛି ଚଳଚଞ୍ଚଳ । ସବୁଠି ମହାଶିବରାତ୍ରିର ମହାଦୀପ ଦର୍ଶନ ପାଇଁ ଜାଗର ଜାଳି ଉଜାଗର ହୋଇଛନ୍ତି ଶୈବ ପ୍ରେମୀ । ସେହିଭଳି କଟକ ଜିଲ୍ଲାର ପ୍ରଖ୍ୟାତ ଶୈବପୀଠ ବାବା ଧବଳେଶ୍ୱରଙ୍କ ମନ୍ଦିରରେ ପବିତ୍ର ଜାଗର ଯାତ୍ରା…

Read More

ପୁରୀରେ ମାଗଣା ସମୂହ ବ୍ରତୋପନୟନ: ବିଭିନ୍ନ ରାଜ୍ୟରୁ ସାମିଲ ହେଲେ ୩୬ ବ୍ରାହ୍ମଣ ବାଳକ

ପୁରୀରେ ମାଗଣା ସମୂହ ବ୍ରତୋପନୟନ: ବିଭିନ୍ନ ରାଜ୍ୟରୁ ସାମିଲ ହେଲେ ୩୬ ବ୍ରାହ୍ମଣ ବାଳକ #କୋଣାର୍କ (ଏନ୍‌.ଏମ୍‌.) : ପୁରୀ ବାଲି ସାହି ସ୍ଥିତ ଜୀୟର ସ୍ୱାମୀ ମଠ ତରଫରୁ ପ୍ରତିବର୍ଷ ପରି ଚଳିତ ବର୍ଷ ମାଗଣା ବ୍ରତୋପନୟନ ଅନୁଷ୍ଠିତ ହୋଇଯାଇଛି । ସାମୁହିକ ବ୍ରତୋପନୟନରେ ଓଡିଶା ରାଜ୍ୟ ସମେତ ଝାରଖଣ୍ଡ, ବିହାର, ମଧ୍ୟପ୍ରଦେଶ, ଛତିଶଗଡ, ଉତ୍ତର ପ୍ରଦେଶ ଏବଂ ପଶ୍ଚିମ ବଙ୍ଗର ୩୬ ଜଣ ବ୍ରାହ୍ମଣ ବାଳକ ଅଂଶଗ୍ରହଣ କରିଥିଲେ । ଶୁକ୍ରବାର ସକାଳ ୮…

Read More

ବାରବାଟୀ-କଟକ ବିଧାୟକଙ୍କ ସିଏମସି ୩ ନମ୍ବର ୱାର୍ଡ ପରିଦର୍ଶନ

ବାରବାଟୀ-କଟକ ବିଧାୟକଙ୍କ ସିଏମସି ୩ ନମ୍ବର ୱାର୍ଡ ପରିଦର୍ଶନ #କଟକ(ଏନ୍‌.ଏମ୍‌.): କଟକ ସହରର ବିଭିନ୍ନ ୱାର୍ଡ଼ରେ ଜନସାଧାରଣଙ୍କ ରହିଥିବା ବିଭିନ୍ନ ସମସ୍ୟାକୁ ବାରବାଟୀ-କଟକ ବିଧାୟକ ଇଂ. ମହମ୍ମଦ ମୋକିମ ପରିଦର୍ଶନ କରି ଯାଞ୍ଚ ଚଳାଇଛନ୍ତି । ପର୍ଯ୍ୟାୟକ୍ରମେ ବିଭିନ୍ନ ୱାର୍ଡ଼ରେ ଥିବା ସମସ୍ୟାଗୁଡ଼ିକୁ ନିଜେ ଅନୁଧ୍ୟାନ କରିବା ସହ ଏହାର ସମାଧାନ ନିମନ୍ତେ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେବା ସହ ଅଞ୍ଚଳବାସୀଙ୍କ ସହ ପ୍ରତ୍ୟେକ୍ଷ ଆଲୋଚନା ମଧ୍ୟ ଜାରି ରଖିଛନ୍ତି । ଏହି ପରିପ୍ରେକ୍ଷୀରେ ବିଧାୟକ ଇଂ….

Read More

ସାମ୍ବାଦିକଙ୍କ ମାତୃବିୟୋଗ

ସାମ୍ବାଦିକଙ୍କ ମାତୃବିୟୋଗ #କଟକ(ଏନ୍‌.ଏମ୍‌.): ବିଶିଷ୍ଟ ସାମ୍ବାଦିକ ଭକ୍ତିଭୂଷଣ ମହାନ୍ତିଙ୍କ ମାତା ଶୈଳଭାମା ମହାନ୍ତିଙ୍କର ଆଜି ମଧ୍ୟାହ୍ନରେ ପରଲୋକ ହୋଇ ଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୦ବର୍ଷ ବୟସ ହୋଇଥିଲା । ସେ ଦୀର୍ଘ ଦିନ ଧରି ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିବାବେଳେ କଟକ ବଡ଼ମେଡ଼ିକାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ସେ ଜଣେ ସରଳ, ନିଷ୍କପଟ, ମିଷ୍ଠଭାଷୀ, ପରୋପକାରୀ ଧର୍ମପ୍ରାଣା ମହିଳା ଭାବେ ଅଞ୍ଚଳରେ ବେଶ ପରିଚିତ ଥିଲେ ।…

Read More

ମହିଳାଙ୍କ ଅଶ୍ଳୀଳ ଫଟୋ ଭାଇରାଲ; ଯୁବକ ଗିରଫ

ମହିଳାଙ୍କ ଅଶ୍ଳୀଳ ଫଟୋ ଭାଇରାଲ; ଯୁବକ ଗିରଫ #ଜଗତପୁର(ଏନ୍‌.ଏମ୍‌.): ଜନୈକ ବିବାହିତା ମହିଳାଙ୍କ ସହ ଅବୈଧ ସଂପର୍କ ରଖି ଆପତ୍ତିଜନକ ଫଟୋ ଓ ଭିଡିଓ ଉତ୍ତୋଳନ କରି ଭାଇରାଲ କରିବା ଅଭିଯୋଗରେ ଜଗତପୁର ଥାନା ପୋଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ଜଣକ ଭୁବନେଶ୍ୱର ଲିଙ୍ଗରାଜ ଥାନା ଅନ୍ତର୍ଗତ ଓଲ୍ଡ ଟାଉନ୍ ସି୍ଥତ ଜଗନ୍ନାଥ ମଠ ଲେନ୍‌ର ପ୍ଲଟ ନମ୍ବର ୧୫୫୨ରେ ରହୁଥିବା ଓମ୍ ଆକାଶ ମହାନ୍ତି(୩୧) ବୋଲି…

Read More

ଓଡ଼ିଶାକୁ ମିଳିବନି ସ୍ୱତନ୍ତ୍ର ରାଜ୍ୟ ପାହ୍ୟା: କେନ୍ଦ୍ର ଅର୍ଥମନ୍ତ୍ରୀ

ଓଡ଼ିଶାକୁ ମିଳିବନି ସ୍ୱତନ୍ତ୍ର ରାଜ୍ୟ ପାହ୍ୟା: କେନ୍ଦ୍ର ଅର୍ଥମନ୍ତ୍ରୀ #ଭୁବନେଶ୍ୱର(ଏନ୍‌.ଏମ୍‌.): ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରରେ ପହଞ୍ଚିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରଣ । ବଜେଟରେ ମନରେଗା ଅର୍ଥ କମାଯାଇଥିବା ଅଭିଯୋଗ ନେଇ ସେ କହିଛନ୍ତି, ମନରେଗା ହେଉଛି ଚାହିଦା ଭିତ୍ତିକ ଯୋଜନା । ଲୋକଙ୍କ ଚାହିଦା ବଢ଼ିଲେ, ବ୍ୟୟବରାଦ ବଢ଼ିବ । ନରେନ୍ଦ୍ର ମୋଦି ସରକାର ଆସିବା ପରେ ମନରେଗାରେ ଦିଆଯାଉଥିବା ପାଣ୍ଠି ବର୍ଷ ଶେଷ ସୁଦ୍ଧା ସଂପୂର୍ଣ୍ଣ ବିନିଯୋଗ ହେଉଛି । ଯାହା ୧୦…

Read More

ବାସ୍ତବରେ ଓଡିଶା ହେଉଛି ଭାରତର ବେଷ୍ଟ୍ କେପଫ୍ ସିକ୍ରେଟ୍‌

ବାସ୍ତବରେ ଓଡିଶା ହେଉଛି ଭାରତର ବେଷ୍ଟ୍ କେପଫ୍ ସିକ୍ରେଟ୍‌ #ଭୁବନେଶ୍ୱର(ଏନ୍‌.ଏମ୍‌.): ଭାରତ ସରକାରଙ୍କ ବୈଦେଶିକ ମନ୍ତ୍ରାଳୟ ତରଫରୁ ଭାରତକୁ ଜାଣ କାର୍ଯ୍ୟକ୍ରମ ମାଧ୍ୟମରେ ବିଦେଶରେ ଅବସ୍ଥାନ କରୁଥିବା ମୂଳ ଭାରତୀୟ ବଂଶୋଦ୍ଭବ ଯୁବଗୋଷ୍ଠୀ, ଭାରତୀୟ ଜୀବନ ଶୈଳୀ ସଂସ୍କୃତି, ଐତିହ୍ୟ, ଅର୍ଥନୀତି, ଶିଳ୍ପ, ଶିକ୍ଷା, ବିଜ୍ଞାନ, ବୈଷୟିକ ଜ୍ଞାନକୌଶଳ ସମ୍ପର୍କରେ ଅବଗତ ହେବା ସହ ଦେଶର ବିଭିନ୍ନ କ୍ଷେତ୍ରରେ ବିକାଶ କାର୍ଯ୍ୟ ସମ୍ପର୍କରେ ସଚେତନ ହୋଇଥାନ୍ତି । ସେମାନଙ୍କର ଆଶା ଓ ଅଭିଜ୍ଞତାକୁ ବାଣ୍ଟିବା ସହିତ ସେମାନଙ୍କର…

Read More

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜେଡିର ଗଣଧାରଣା

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜେଡିର ଗଣଧାରଣା #କଟକ(ଏନ୍‌.ଏମ୍‌.): କେନ୍ଦ୍ର ସରକାରଙ୍କର ରାଜ୍ୟ ପ୍ରତି ବୈମାତୃକ ମନୋଭାବ ବିରୋଧରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଜି ବିଜେଡି ପକ୍ଷରୁ ଗଣଧାରଣା ଦିଆଯାଇଛିି । ଜିଲ୍ଲା ବିଜେଡି ସଭାପତି ତଥା ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କଟକ ନଗର ବିଜେଡି ସଭାପତି ମଧୁସୂଦନ ସାହୁ ସଭାପତିତ୍ୱ କରିଥିଲେ । ଅନୁଷ୍ଠିତ ପ୍ରତିବାଦ ସଭାରେ ମେୟର ସୁବାସ ସିଂହ, ପୂର୍ବତନ ବିଧାୟକ ଡକ୍ଟର ପ୍ରଭାତ ରଞ୍ଜନ ବିଶ୍ୱାଳ,…

Read More