କଟକରେ ଦେଶର ସର୍ବବୃହତ ଆଇଏମ୍ଏ ସମ୍ମେଳନ କେନ୍ଦ୍ର ଉଦ୍ଘାଟନ
କଟକରେ ଦେଶର ସର୍ବବୃହତ ଆଇଏମ୍ଏ ସମ୍ମେଳନ କେନ୍ଦ୍ର ଉଦ୍ଘାଟନ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଆଇଏମ୍ଏର ଭୂମିକା ଗୁରୁତ୍ୱପୂର୍ଣ୍ଣ: ମୁଖ୍ୟମନ୍ତ୍ରୀ #କଟକ(ଏନ୍.ଏମ୍.): ଭାରତୀୟ ଚିକିତ୍ସକ ସଂଘ (ଆଇଏମଏ) ଓଡ଼ିଶା ଶାଖାର ରାଣୀହାଟରେ ଥିବା ରାଜ୍ୟ ସମ୍ମେଳନ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭର୍ଚ୍ଚୁଆଲ ମାଧ୍ୟମରେ ଉଦ୍ଘାଟନ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ରାଜ୍ୟର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଆଇଏମ୍ଏର ଭୂମିକା ଉଲ୍ଲେଖନୀୟ । ଆଇଏମ୍ଏ ଓଡିଶା ଶାଖାର ଏହି ସମ୍ମେଳନ କେନ୍ଦ୍ର ସମଗ୍ର ଦେଶରେ ବୃହତ୍ତମ…
