ଆବାସ ଯୋଜନାର କାର୍ଯ୍ୟାଦେଶ ପାଇ ଅଧିକାରୀଙ୍କ କୃତଜ୍ଞତା ଜଣାଇଲେ ହିତାଧିକାରୀ

ଆବାସ ଯୋଜନାର କାର୍ଯ୍ୟାଦେଶ ପାଇ ଅଧିକାରୀଙ୍କ କୃତଜ୍ଞତା ଜଣାଇଲେ ହିତାଧିକାରୀ କଟକ(ଏନ୍‌.ଏମ୍‌.): ଦୀର୍ଘ ବର୍ଷ ଧରି ସରକାରୀ ସହାୟତାରୁ ବଞ୍ôଚତ ହିତାଧିକାରୀଙ୍କୁ ମିଳିଲା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଏବଂ ସହରାଞ୍ଚଳରେ ସମସ୍ତଙ୍କ ପାଇଁ ଗୃହନୀତି, ଓଡ଼ିଶାର କାର୍ଯ୍ୟାଦେଶ । କାର୍ଯ୍ୟାଦେଶ ପାଇବା ପରେ ହିତାଧିକାରୀ ସିଏମସି ବସ୍ତିଉନ୍ନୟନ ଅଧବକାରୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ସୂଚନା ଯୋଗ୍ୟ ଯେ, ସିଏମସି ୫୬ନମ୍ବର ୱାର୍ଡ଼ ଉତ୍ତମାପୁର ତୋଟା ସାହିରେ ଗରିବ ଯୋଗ୍ୟ ହିତାଧିକାରୀ ଚୈତନ୍ୟ ସାମଲ ଦୀର୍ଘ ୪ବର୍ଷ…

Read More

ଲିଙ୍ଗ ନିରୂପଣ ଓ ହତ୍ୟା ଅଭିଯୋଗରେ ଏକ ଡାଇଗ୍ନୋଷ୍ଟିକ ଉପରେ ପୁଲିସର ଚଢାଉ: ୨ଗିରଫ

ଲିଙ୍ଗ ନିରୂପଣ ଓ ହତ୍ୟା ଅଭିଯୋଗରେ ଏକ ଡାଇଗ୍ନୋଷ୍ଟିକ ଉପରେ ପୁଲିସର ଚଢାଉ: ୨ଗିରଫ କଟକ(ଏନ୍‌.ଏମ୍‌.): ଲିଙ୍ଗନିରୂପଣ ଓ ହତ୍ୟା ଦଣ୍ଡନୀୟ ଅପରାଧ ହୋଇଥିବାବେଳେ କଟକର ଏକ ଘରୋଇ ନର୍ସିଂହୋମରେ ଏହା ବେଧଡକରେ ଚାଲିଥିଲା । ସ୍ଥାନୀୟ ମଙ୍ଗଳାବାଗ କାଠଗୋଲା ସାହି ସ୍ଥିତ ଏକ ଡାଇଗ୍ନୋଷ୍ଟିକ ସେଣ୍ଟରରେ ଲିଙ୍ଗ ନିରୁପଣ ଚାଲିଥିବାବେଳେ ଖବର ପାଇ ମଙ୍ଗଳାବାଗ ଥାନା ପୁଲିସ ଚଢାଉ କରିଥିଲା । ଏହି ଚଢ଼ାଉ ସମୟରେ ସେଠାରୁ ଲିଙ୍ଗ ନିରୁପଣ ଯନ୍ତ୍ରାଂଶ ଜବତ କରାଯିବା ସହ…

Read More

କଟକ ପୌର ନିଗମ ନିର୍ବାଚନରେ ସମସ୍ତ କଂଗ୍ରେସ କର୍ମୀ ଏକଜୁଟ ହୋଇ ଲଢିବା ନିମନ୍ତେ ବିଧାୟକ ମୋକିମଙ୍କ ଆହ୍ଵାନ

କଟକ ପୌର ନିଗମ ନିର୍ବାଚନରେ ସମସ୍ତ କଂଗ୍ରେସ କର୍ମୀ ଏକଜୁଟ ହୋଇ ଲଢିବା ନିମନ୍ତେ ବିଧାୟକ ମୋକିମଙ୍କ ଆହ୍ଵାନ କଟକ(ଏନ୍‌.ଏମ୍‌.):  ଚୌଦ୍ଵାର-କଟକ ଓ ସଦର-କଟକ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସମସ୍ତ ୨୭ ଗୋଟି ୱାର୍ଡର ନମ୍ବର କଂଗ୍ରେସ କର୍ମକର୍ତ୍ତାମାନଙ୍କର ଏକ କର୍ମୀ ସମ୍ମିଳନୀ ସ୍ଥାନୀୟ ମହାନଦୀ ବିହାର ସ୍ଥିତ ହାରାମଣି ମଣ୍ଡପରେ ଅନୁଷ୍ଠିତ ହୋଇଯାଇଅଛି । ଏଥିରେ କଟକ ନଗର କଂଗ୍ରେସ ସଭାପତି ଗିରିବାଳା ବେହେରା ଅଧ୍ୟକ୍ଷତା କରିଥିଲେ। ସମ୍ମିଳନୀରେ ମୁଖ୍ୟଅତିଥି ଭାବେ ବାରବାଟୀ-କଟକ ବିଧାୟକ ଇଂ.ମହମ୍ମଦ…

Read More

ଡାକ୍ତର ରଜତ ରାୟ ହେଲେ ଆଇଏମଏର ନୂତନ ସଭାପତି, ଆସନ୍ତା ଫେବ୍ରୁଆରୀ ୧୯ରେ ନେବେ ଦାୟିତ୍ୱ

ଡାକ୍ତର ରଜତ ରାୟ ହେଲେ ଆଇଏମଏର ନୂତନ ସଭାପତି, ଆସନ୍ତା ଫେବ୍ରୁଆରୀ ୧୯ରେ ନେବେ ଦାୟିତ୍ୱ କଟକ(ଏନ୍‌.ଏମ୍‌.): ଇଣ୍ଡିଆନ ମେଡିକାଲ ଆସୋସିଏସନ (ଆଇଏମଏ) ଓଡ଼ିଶା ବ୍ରାଞ୍ଚର ନୂତନ ସଭାପତି ଭାବେ ଡାକ୍ତର ରଜତ କୁମାର ରାୟ ନିର୍ବାଚିତ ହୋଇଛନ୍ତି । ସଭାପତି ପଦବୀରେ ଡା. ରାୟଙ୍କ କାର୍ଯ୍ୟକାଳ ୨୦୨୨-୨୩ ଗୋଟିଏ ବର୍ଷ ଲାଗି ରହିବ । ଚଳିତ ବର୍ଷ ଆଇଏମଏ ନିର୍ବାଚନର ବାଲଟ ପେପର ରବିବାର ଗଣତି କରାଯାଇଥିଲା । ତେବେ ସଭାପତି ପଦବୀରେ ଡାକ୍ତର ରାୟ…

Read More

ମର୍କତ ନଗର ଅଞ୍ଚଳରେ ସେକ୍ସ ରାକେଟ ଠାବ : ଦୁଇ ଯୁବତୀ ଉଦ୍ଧାର

ମର୍କତ ନଗର ଅଞ୍ଚଳରେ ସେକ୍ସ ରାକେଟ ଠାବ : ଦୁଇ ଯୁବତୀ ଉଦ୍ଧାର କଟକ(ଏନ୍‌.ଏମ୍‌.): ଅଧିକ ଭିଆଇପି ରହୁଥିବା ମର୍କତନଗର ଭଳି ସ୍ଥାନରେ ଚାଲିଛି ସେକ୍ସ ରାକେଟ । ଦିନ ପ୍ରତିଦିନ ଚାଲିଛି ଏଠି ଦେହ ବେପାର । ଗ୍ରାହକମାନେ ଛୁଟି ଆସୁଛନ୍ତି ରଙ୍ଗମହଲର ସୁଖ ଉପଭୋଗ କରିବାକୁ । ଏଥି ଅତି ସହଜରେ ମିଳିଯାଉଛନ୍ତି ପସନ୍ଦିଆ ଯୁବତୀ । ବେଧଡ଼କରେ ମଜ ମଜଲିସ କରିବାର ସ୍ଥାନ ପାଲଟିଛି ଓୟୋ ହୋଟେଲ । ପୈସା ଫିଙ୍ଗ ଖବ୍…

Read More

ନୂଆପଡ଼ା ଓ କଳାହାଣ୍ଡି ଜିଲ୍ଲା ଗସ୍ତରେ ଡିଜିପି ସୁନୀଲ କୁମାର ବଂସଲ

ନୂଆପଡ଼ା ଓ କଳାହାଣ୍ଡି ଜିଲ୍ଲା ଗସ୍ତରେ ଡିଜିପି ସୁନୀଲ କୁମାର ବଂସଲ କଟକ/ନୂଆପଡ଼ା(ଏନ୍‌.ଏମ୍‌.): ରାଜ୍ୟ ଆରକ୍ଷୀ ମହାନିଦ୍ଦେର୍ଶକ ସୁନୀଲ କୁମାର ବଂସଲ ଆଜି ନୂଆପଡ଼ା ଏବଂ କଳାହାଣ୍ଡି ଜିଲ୍ଲା ଗସ୍ତ କରିଛନ୍ତି । ଏହି ଅବସରେର ଗୁଇନ୍ଦା ନିଦ୍ଦେର୍ଶକ ଲଳିତ ଦାସ, ଆଇଜି (ଅପେରସନ୍‌) ଅମିତାଭ ଠାକୁର, ଡିଆଇଜି(ଏସ୍‌ଆଇଡବ୍ଲ୍ୟୁ) ଅନିରୁଦ୍ଧ ସିଂଙ୍କ ସେମତ ଉଭୟ ଜିଲ୍ଲାର ଏସ୍‌ପି ପ୍ରମୁଖ ସାମିଲ ହୋଇଥିଲେ । ଉଭୟ ଜିଲ୍ଲା ଗସ୍ତ ସମୟେର ଡିଜିପି ଶ୍ରୀ ବଂସଲ ବରିଷ୍ଠ ଅଧିକାରୀଙ୍କ ସହ…

Read More

ଉଠା ଜଳସେଚନ ନିଗମ ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ଗ୍ରାଚୁଇଟି ପ୍ରଦାନ ପ୍ରସଙ୍ଗ: ୩ ମାସ ମଧ୍ୟରେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ

ଉଠା ଜଳସେଚନ ନିଗମ ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ଗ୍ରାଚୁଇଟି ପ୍ରଦାନ ପ୍ରସଙ୍ଗ: ୩ ମାସ ମଧ୍ୟରେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ କଟକ(ଏନ୍‌.ଏମ୍‌.): ରାଜ୍ୟ ସରକାରଙ୍କ ପରିଚାଳନାଧିନ ଉଠା ଜଳସେଚନ ନିଗମରେ ବର୍ଷ ବର୍ଷ ଧରି କାର୍ଯ୍ୟ କରି ଅବସର ଗ୍ରହଣ କରିଥିବା ଶତାଧିକ କର୍ମଚାରୀଙ୍କୁ ସେମାନଙ୍କ ଅସ୍ଥାୟୀ ଚାକିରୀ କାଳର ଗ୍ରାଚୁଇଟି ପ୍ରଦାନ କରାଯାଇନାହିଁ । ନିଗମ କର୍ତୃପକ୍ଷ ଅନେକ କର୍ମଚାରୀଙ୍କୁ ସେମାନଙ୍କ ଅସ୍ଥାୟୀ ଚାକିରୀ କାଳର ଗ୍ରାଚୁଇଟି ୨୦୧୮-୧୯ ମସିହା ପର୍ଯ୍ୟନ୍ତ ପ୍ରଦାନ କରିଥିଲେ ମଧ୍ୟ ପରବର୍ତ୍ତୀ…

Read More

ଢିଙ୍କିଆରେ ପୋଲିସର ବର୍ବର ଲାଠି ଚାଳନା ଓ ଆତଙ୍କରାଜକୁ ଏସ୍‌ୟୁସିଆଇ(ସି) ପକ୍ଷରୁ ନିନ୍ଦା

ଢିଙ୍କିଆରେ ପୋଲିସର ବର୍ବର ଲାଠି ଚାଳନା ଓ ଆତଙ୍କରାଜକୁ ଏସ୍‌ୟୁସିଆଇ(ସି) ପକ୍ଷରୁ ନିନ୍ଦା କଟକ(ଏନ୍‌.ଏମ୍‌.): ଜଗସିଂହପୁର ଜିଲ୍ଲାର ଢିଙ୍କିଆ ବାସିଙ୍କ ଉପରେ ପୋଲିସର ଆତଙ୍କରାଜ ଓ ବର୍ବର ଲାଠି ଚାଳନାକୁ ଏସ୍‌ୟୁସିଆଇ(ସି)ର କଟକ ଜିଲ୍ଲା କମିଟି ପକ୍ଷରୁ ଆହୁତ ଏକ ସାମ୍ବାଦିକ ସମିଳନୀରେ ତୀବ୍ର ନିନ୍ଦା କରିବା ସହିତ ସମ୍ପୃକ୍ତ ଅଂଚଳରେ ପୋଲିସ ଆତଙ୍କରଜ ତୁରନ୍ତ ବନ୍ଦ କରିବା, ସେ ଅଂଚଳରୁ ତୁରନ୍ତ ପୋଲିସ୍ ପ୍ରତ୍ୟାହାର କରିବା, ଗିରଫ ଲୋକଙ୍କୁ ବିନା ସର୍ତ୍ତରେ ଖଲାସ କରିବା ସହ…

Read More

ସିଏମସି ୪୮ନମ୍ବର ୱାର୍ଡରେ ମହିଳା ସୁରକ୍ଷା ଓ ସଶକ୍ତିକରଣ ସଚେତନତା କର୍ମଶାଳା

ସିଏମସି ୪୮ନମ୍ବର ୱାର୍ଡରେ ମହିଳା ସୁରକ୍ଷା ଓ ସଶକ୍ତିକରଣ ସଚେତନତା କର୍ମଶାଳା ଜଗତପୁର(ଏନ୍‌.ଏମ୍‌.): ଜଗତପୁର ଆଞ୍ଚଳିକ ସାମାଜିକ ସଂଗଠନ ପକ୍ଷରୁ ଜଗତପୁର ୪୮ନମ୍ବର ୱାର୍ଡର ଭୁବନପୁର ଗୋଷ୍ଠୀ କେନ୍ଦ୍ର ଗୃହରେ ମହିଳା ସୁରକ୍ଷା ଓ ସଶକ୍ତିକରଣ ସମ୍ପର୍କିତ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ସଂଗଠନ ସଭାପତି ହରିହର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ଜଗତପୁର ଅଞ୍ଚଳର ବିଭିନ୍ନ ମହିଳା ସଂଗଠନର ପ୍ରତିନିଧି, ବସ୍ତିସଂଘର ସଭାପତି, ଆରୋଗ୍ୟ କଲ୍ୟାଣ ସମିତି, ସ୍ୱଛ ସାଥୀ, ଜଳ ସାଥିଙ୍କ…

Read More

ନବଦିନାତ୍ମକ ରାଷ୍ଟ୍ରୀୟ ରାମାୟଣ ମହୋତ୍ସବ ଉଦ୍‌ଯାପିତ

ନବଦିନାତ୍ମକ ରାଷ୍ଟ୍ରୀୟ ରାମାୟଣ ମହୋତ୍ସବ ଉଦ୍‌ଯାପିତ ପୁରୀ(ଏନ୍‌.ଏମ୍‌.): ନବଦିନାତ୍ମକ ରାଷ୍ଟ୍ରୀୟ ରାମାୟଣ ମହୋତ୍ସବ ଉଦଯାପିତ ହୋଇଯାଇଛି । ଅନ୍ତିମ ଦିବସରେ ଗୋମାତା ପୂଜନ ଓ ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଶ୍ରୀରାମ ସୁନ୍ଦରକାଣ୍ଡ ଚାରିଟେବୁଲ ଟ୍ରଷ୍ଟ ତରଫରୁ ଶାରଦା ଦେବୀ ରୋଡ଼ ସ୍ଥିତ ଶାରଦା ଗାର୍ଡେନ ପରିସରରେ ନବ ଦିନାତ୍ମକ ରାଷ୍ଟ୍ରୀୟ ରାମାୟଣ ମହୋତ୍ସବର ଉଦଯାପନୀ ଉତ୍ସବ ଅବସରରେ ଟ୍ରଷ୍ଟ ଦ୍ୱାରା ପରିଚାଳିତ ଗୋବିନ୍ଦ ଗୋଧାମ ଗୋଶାଳାରେ ଭକ୍ତ ଏବଂ ଶ୍ରୋତା ମିଳିତ ଭାବେ ଗୋମାତା…

Read More

ଆଦିବାସୀ ବସ୍ତିରେ ବିଶିଷ୍ଟ ସାହିତ୍ୟିକ ତଥା ରାଜନୈତିଜ୍ଞ ଅନ୍ନଦା ପ୍ରସାଦ ରାୟଙ୍କ ଜୟନ୍ତୀ

ଆଦିବାସୀ ବସ୍ତିରେ ବିଶିଷ୍ଟ ସାହିତ୍ୟିକ ତଥା ରାଜନୈତିଜ୍ଞ ଅନ୍ନଦା ପ୍ରସାଦ ରାୟଙ୍କ ଜୟନ୍ତୀ କଟକ(ଏନ୍‌.ଏମ୍‌.): ପବିତ୍ର ମକର ସଂକ୍ରାନ୍ତି ତିଥିରେ କଟକ ବାଲି ସାହି ଆଦିବାସୀ ବସ୍ତିରେ ବିଶିଷ୍ଟ ସାହିତ୍ୟିକ ତଥା ରାଜନୈତିଜ୍ଞ ଅନ୍ନଦା ପ୍ରସାଦ ରାୟଙ୍କ ୮୫ ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ଆସିବାସୀ ପରମ୍ପରା ଅନୁଯାୟୀ ମହା ସମାରୋହରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ସ୍ୱର୍ଗତ ରାୟଙ୍କ ସ୍ମୃତିଚାରଣ କରିଥିଲେ । ବିଶିଷ୍ଟ ବସ୍ତି ନେତା ତଥା…

Read More

କଟକ ବାଲିସାହିରେ ସାଗୁନ ମକର ସାକରାତ

କଟକ ବାଲିସାହିରେ ସାଗୁନ ମକର ସାକରାତ କଟକ(ଏନ୍‌.ଏମ୍‌.): ସ୍ଥାନୀୟ ନୂଆପଡା ବାଲିସାହି ଆଦିବାସୀ ବସ୍ତିଠାରେ ସାନ୍ତାଳମାନଙ୍କ ମହାନ ପର୍ବ “ସାଗୁନ ମକର ସାକରାତ’ ପାରମ୍ପରିକ ଭାବେ କୋଭିଡ ନିୟମ ପାଳନ ପୂର୍ବକ ପାଳନ ହୋଇ ଯାଇଛି । ଏହି ଅବସରରେ ସକାଳୁ ସମସ୍ତ ଆଦିବାସୀ ପରିବାର ଘରେ ଘରେ ମାଂସ ପିଠା, ଲେଟ, ସଳେ ଇତ୍ୟାଦି ପାରମ୍ପରିକ ପିଠାପଣା ପ୍ରସ୍ତୁତ କରି ପୂଜା କରିଥିଲେ । ସେହିଭଳି ସନ୍ଧ୍ୟାରେ ମୁଖ୍ୟ ଆକର୍ଷଣ “ଢାବୁଲ ତାମସା’ର ଆୟୋଜନ ହୋଇଥିଲା…

Read More