ଭୁବନେଶ୍ୱରରେ ମୋଗଲାଇ ସ୍ପେଶାଲ କରିମ ରେଷ୍ଟୁରାଣ୍ଟର ଶୁଭାରମ୍ଭ
ଭୁବନେଶ୍ୱରରେ ମୋଗଲାଇ ସ୍ପେଶାଲ କରିମ ରେଷ୍ଟୁରାଣ୍ଟର ଶୁଭାରମ୍ଭ ଭୁବନେଶ୍ୱର(ଏନ୍.ଏମ୍.): ଭାରତ ହେଉଛି ଏକ ଖାଦ୍ୟପ୍ରିୟ ଦେଶ , ଏହି ଦେଶର ଏକ ଏପରି ଖାଦ୍ୟପେୟ ସଂସ୍ଥା ରହିଛି ଯାହା ବିଗତ ୧୦୦ ବର୍ଷ ରୁ ଉର୍ଦ୍ଧ୍ୱ ସମୟ ଧରି ଲୋକଙ୍କ ମନରେ ଏକ ନୂଆ ଧାରଣ ଜନ୍ମେଇଛ ଯେ ଭଲ ଖାଇବା ଦେଲେ ଭଲ ସମ୍ପର୍କ ସାଙ୍ଗକୁ ବ୍ୟବସାୟ ମଧ୍ୟ ଭଲ ଭାବରେ ଆଗକୁ ବଢ଼ିଥାଏ ବୋଲି କରିମ ରେଷ୍ଟୁରାଣ୍ଟର ( ଦିଲ୍ଲୀ ଜାମା ମସଜିଦ) ପ୍ରତିଷ୍ଠାତା…
