ଭାରତ ସ୍କାଉଟ୍ସ ଏବଂ ଗାଇଡ୍ସ ଦ୍ୱାରା ସେବା କାର୍ଯ୍ୟ
ଭାରତ ସ୍କାଉଟ୍ସ ଏବଂ ଗାଇଡ୍ସ ଦ୍ୱାରା ସେବା କାର୍ଯ୍ୟ କଟକ(ଏନ୍.ଏମ୍.): ସ୍ଥାନୀୟ ଚହଟେଶ୍ୱର ମନ୍ଦିର ପ୍ରାଙ୍ଗଣରେ କଟକ ଜିଲ୍ଲା ଶିକ୍ଷା ଅଧିକାରୀ କୃଷ୍ଣଚନ୍ଦ୍ର ନାୟକଙ୍କ ନିର୍ଦ୍ଦେଶ କ୍ରମେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ତୁଳସୀପୁର,କଟକର ଭାରତ ସ୍କାଉଟ୍ସ ଏବଂ ଗାଇଡ୍ସଙ୍କ ଦ୍ୱାରା ସେବା କାର୍ଯ୍ୟ ଦିନସାରା ଚାଲୁ ରହିଛି । ମନ୍ଦିର ପରିଚାଳନା କମିଟି ଓ ଦୁର୍ଗାପୂଜା କମିଟିର ନିମନ୍ତ୍ରଣ ରକ୍ଷାକରି ସ୍କାଉଟ୍ସ ଏବଂ ଗାଇଡ୍ସମାନେ ସେବା କାର୍ଯ୍ୟ କରିଥିଲେ । ପିଲାମାନେ ଭକ୍ତମାନଙ୍କୁ ଧାଡିରେ ମନ୍ଦିର…
