ପୌର ନିର୍ବାଚନ ପ୍ରଚାର ଶେଷ: ଦୁଲୁକିଲା ସହର ବଜାର

ପୌର ନିର୍ବାଚନ ପ୍ରଚାର ଶେଷ: ଦୁଲୁକିଲା ସହର ବଜାର ଜଗତପୁର ୪୮ନମ୍ବର ୱାର୍ଡରେ ବିଜେପି, ବିଜେଡି ଓ ସ୍ୱାଧୀନ ପ୍ରାର୍ଥିନୀଙ୍କ ନିର୍ବାଚନ ରାଲି କଟକ/ଜଗତପୁର(ଏନ୍‌.ଏମ୍‌.): ପୌର ନିର୍ବାଚନ ପାଇଁ ଆଜି ପ୍ରାର୍ଥୀଙ୍କ ପ୍ରଚାର ଶେଷ ହୋଇଛି । ଏହି ପରିପ୍ରେକ୍ଷୀରେ ଶେଷ ପ୍ରଚାରକୁ ପ୍ରାର୍ଥୀମାନେ ଅଧିକ ଗୁରୁତ୍ୱ ଦେଇ ଶକ୍ତିପ୍ରଦର୍ଶନ କରିଛନ୍ତି । ପ୍ରଚାର ସଂଗୀତ ସାଙ୍ଗକୁ ପ୍ରାର୍ଥୀମାନେ ସମର୍ଥକଙ୍କୁ ଧରି ବିଶାଳ ଶୋଭାଯାତ୍ରା ନିର୍ବାଚନୀ ପ୍ରଚାରକୁ ଅଧିକ ସରଗରମ କରିଥିଲା । ଆଜି ପ୍ରଚାର ଶେଷ…

Read More

ବିଧାୟକ ମୋକିମଙ୍କ ନିର୍ବାଚନୀ ପ୍ରଚାର

ବିଧାୟକ ମୋକିମଙ୍କ ନିର୍ବାଚନୀ ପ୍ରଚାର କଟକ(ଏନ୍‌.ଏମ୍‌.): କଟକ ସହରରେ ପୌର ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୈତିକ ସରଗରମ ସେତିକି ବୃଦ୍ଧି ପାଇଛି । ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ମାରାଥନ ପ୍ରଚାର ଚାଲିଥିବାବେଳେ କଂଗ୍ରେସ ମଧ୍ୟ ନିଜର ପ୍ରଚାର ଉପରେ ଗୁରୁତ୍ୱ ଦେଇଛି । ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ଅପାରଗତାକୁ ପ୍ରସଙ୍ଗ କରି କଂଗ୍ରେସ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛି । ବିଧାୟକ ଇଂ. ମହମ୍ମଦ ମୋକିମ, ବରିଷ୍ଠ କଂଗ୍ରେସ ନେତା ସୁରେଶ…

Read More

ସ୍ୱାଧୀନ ମେୟର ପ୍ରାର୍ଥୀ ଆଜାଦଙ୍କ ବାଇକ ରାଲି

ସ୍ୱାଧୀନ ମେୟର ପ୍ରାର୍ଥୀ ଆଜାଦଙ୍କ ବାଇକ ରାଲି କଟକ(ଏନ୍‌.ଏମ୍‌.): କଟକ ମହାନଗର ନିଗମରେ ନିର୍ବାଚନୀ ଉଷ୍ମତା ଶେଷ ସୀମାରେ ପହଞ୍ôଚ ଯାଇଛି । ଆସନ୍ତା ୨୪ତାରିଖ ପ୍ରାର୍ଥୀମାନଙ୍କ ଭାଗ୍ୟ ଇଭିଏମ ମେସିନରେ ପରୀକ୍ଷା ହେବ । ତେଣୁ ବିଭିନ୍ନ ୱାର୍ଡ଼ରେ ଆଜି ପ୍ରାର୍ଥୀମାନଙ୍କ ଶକ୍ତିପ୍ରଦର୍ଶନ ଆରମ୍ଭ ହୋଇଯାଇଛି । ବିଶେଷ କରି ଶାସକ ଦଳର ହେଭିୱେଟ ନେତା ପ୍ରଚାର କରୁଥିବାବେଳେ ସ୍ୱାଧୀନ ପ୍ରାର୍ଥୀମଧ୍ୟ ପଛରେ ରହିନାହାନ୍ତି । ସେମାନେ ମଧ୍ୟ ଅତୀତର ଲୋକସେବାକୁ ପୁଞ୍ଜିକରି ନିର୍ବାଚନ ରଣାଙ୍ଗନରେ…

Read More

ଓଲସା ପକ୍ଷରୁ ହୋଲି ଉତ୍ସବ ଓ ବସନ୍ତମିଳନ

ଓଲସା ପକ୍ଷରୁ ହୋଲି ଉତ୍ସବ ଓ ବସନ୍ତମିଳନ କଟକ(ଏନ୍‌.ଏମ୍‌.): ସ୍ୱେଚ୍ଛାସେବୀ ସଂଗଠନ ଓଡ଼ିଶା ଲିଗାଲ ଆଣ୍ଡ ସୋସିଆଲ ଆସୋସିଏସନ(ଓଲସା) ପକ୍ଷରୁ ନିଆରା ହୋଲି ଓ ବସନ୍ତ ମିଳନ ଉତ୍ସବ ପାଳନ କରାଯାଇଛି । କୌଣସି ରାସାୟନିକ ରଙ୍ଗ ବ୍ୟବହାର ନକରି କେବଳ ପ୍ରାକୃତିକ ରଙ୍ଗ ଅବିରରେ ହୋଲି ଖେଳିବା ପାଇଁ ଜନସାଧାରଣଙ୍କୁ ପରାମର୍ଶ ଦିଆଯିବା ସହ ଆନନ୍ଦ ଉଲ୍ଲାସର ପର୍ବ ହୋଲିରେ କେହି ଯେଭଳି ଉପାସରେ ନରହିବେ ସେ ନେଇ ପଦକ୍ଷେପ ନିଆଯାଇଥିଲା । ବିଶେଷ କରି…

Read More

ଥମିନି ରାଜନୈତିକ ହିଂସା!: ସରପଞ୍ଚଙ୍କ ଘର ଉପରକୁ ବୋମା ମାଡ଼

ଥମିନି ରାଜନୈତିକ ହିଂସା!: ସରପଞ୍ଚଙ୍କ ଘର ଉପରକୁ ବୋମା ମାଡ଼ କଣ୍ଟାପଡ଼ା(ଏନ୍‌.ଏମ୍‌.): ତ୍ରିସ୍ତରୀୟ ନିର୍ବାଚନ ଶେଷ ପରେ ମଧ୍ୟ ହିଂସାକାଣ୍ଡ ଥମିନି । ବିଭିନ୍ନ ସ୍ଥାନରେ ପଞ୍ଚାୟତ ନିର୍ବାଚନକୁ ନେଇ ଗଣ୍ଡଗୋଳ, ମାଡ଼ପିଟ, ହଣାକଟା ସହିତ ବୋମା ମାଡ଼ ଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଆଜିବି ଗାଁ ରାଜନୀତିର ଉଷ୍ମତା ରହିଛି । କେଉଁଠି ହାରିଯାଇଥିବା ପ୍ରାର୍ଥୀଙ୍କ ସମର୍ଥକ ଗଣ୍ଡଗୋଳ କରୁଛନ୍ତି ତ ଆଉ କେଉଁଠି ଜିତିଥିବା ପ୍ରାର୍ଥୀଙ୍କ ସମର୍ଥକ ଟାହି ଟାପରା କରି…

Read More

ସିଏମସି ନିର୍ବାଚନ ପାଇଁ କଟକ ନଗର କଂଗ୍ରେସ ପକ୍ଷରୁ ପ୍ରକାଶ ପାଇଲା ଇସ୍ତାହାର

ସିଏମସି ନିର୍ବାଚନ ପାଇଁ କଟକ ନଗର କଂଗ୍ରେସ ପକ୍ଷରୁ ପ୍ରକାଶ ପାଇଲା ଇସ୍ତାହାର କଟକ (ଏନ୍‍.ଏମ୍‍.): କଟକ ନଗର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସ୍ଥାନୀୟ ସେଲଟର ଛକ ସ୍ଥିତ କଂଗ୍ରେସ କାର‌୍ୟ୍ୟାଳୟରେ ଚଳିତ ୨୦୨୨ ସିଏମସି ନିର୍ବାଚନ ନିମନ୍ତେ ଇସ୍ତାହାର ଉନ୍ମୋଚିତ ହୋଇଯାଇଛି । ବାରବାଟୀ-କଟକ ବିଧାୟକ ଇଂମହମ୍ମଦ ମୋକିମ ଇସ୍ତାହାରର ଶୁଭ ଉନ୍ମୋଚନ କରି କଂଗ୍ରେସ ଦଳ ସିଏମସି ପରିଷଦ ଗଠନ କାଲେ କଂଗ୍ରେସ ପକ୍ଷରୁ ନିଆଯାଇଥିବା ୧୪ ଗୋଟି ସଂକଳ୍ପକୁ ବାସ୍ତବାୟିତ କରି…

Read More

କେୱାଇସି ଅପଡେଟ କରିବା ଆଳରେ୪ ଲକ୍ଷ ଠକେଇ: ନେଟୱର୍କ କମ୍ପାନୀ ୨କର୍ମଚାରୀ ଗିରଫ

କେୱାଇସି ଅପଡେଟ କରିବା ଆଳରେ୪ ଲକ୍ଷ ଠକେଇ: ନେଟୱର୍କ କମ୍ପାନୀ ୨କର୍ମଚାରୀ ଗିରଫ କଟକ(ଏନ୍‌.ଏମ୍‌.): ସମ୍ପ୍ରତି ରାଜ୍ୟରେ ସାଇବର ଠକଙ୍କ ଦୌରାତ୍ମ ବଢ଼ିବାରେ ଲାଗିଛି । ଜନସାଧାରଣଙ୍କ ସରଳତାର ସୁଯୋଗ ନେଇ ଅନଲାଇନ ମାଧ୍ୟମରେ ଲକ୍ଷାଧିକ ଟଙ୍କା ଠକି ନେଉନଥିବା ଜଣାପଡ଼ିଛି । ତେବେ ଏହାକୁ ଅଙ୍କୁଶ ଲଗାଇବା ପାଇଁ କମିଶନରେଟ ପୁଲିସ ମଧ୍ୟ ତତ୍ପରତା ଦେଖାଇଛି । ଗୋଟିଏ ପରେ ସାଇବର ଠକ ମାତିଥିବାବେଳେ ପୁଲିସ ମଧ୍ୟ ସେମାନଙ୍କୁ ଜବତ କରିବା ପାଇଁ ବିଭିନ୍ନ ପଦକ୍ଷେପ…

Read More

ଜଗତପୁର ୪୮ନମ୍ବର ୱାର୍ଡରେ ବିଜେଡିର ନିଆରା ପ୍ରଚାର: ଖରାକୁ ସାହା ହେଲା ଶଙ୍ଖଚିହ୍ନ ଛତା

ଜଗତପୁର ୪୮ନମ୍ବର ୱାର୍ଡରେ ବିଜେଡିର ନିଆରା ପ୍ରଚାର: ଖରାକୁ ସାହା ହେଲା ଶଙ୍ଖଚିହ୍ନ ଛତା କଟକ(ଏନ୍‌.ଏମ୍‌.): ସିଏମସି ୪୮ ନମ୍ବର ୱାର୍ଡ଼ରେ ବିଜୁ ଜନତା ଦଳର ଏହି ଅସହ୍ୟ ଖରାରେ ହାତରେ ଛତା ଧରି ନିଆରା ଢଙ୍ଗରେ ପ୍ରଚାର ଦେଖିବାକୁ ମିଳିଥିଲା । ମାର୍ଚ୍ଚ ମାସ ଏହି ପ୍ରଚଣ୍ଡ ଖରାରେ ଶହେରୁ ଉର୍ଦ୍ଧ୍ୱ ବିଜେଡିର କର୍ମୀମାନେ ଏକ ପ୍ରକାର ନିଆରା ପ୍ରଚାର ବିଜେଡି ଦଳୀୟ ଛତା ନେଇ ଜଗତପୁର ଅଞ୍ଚଳରେ ବିଭିନ୍ନ ସାହି ବସ୍ତିରେ ପ୍ରଚାର କରିଥିଲେ…

Read More

କଟକରେ ଆଦିବାସୀଙ୍କ ପାଇଁ ‘ଦାମୋଦର’ଘାଟ କରିବେ ବୃନ୍ଦାବନ ଦାସ ଆଜାଦ

କଟକରେ ଆଦିବାସୀଙ୍କ ପାଇଁ ‘ଦାମୋଦର’ଘାଟ କରିବେ ବୃନ୍ଦାବନ ଦାସ ଆଜାଦ କଟକ(ଏନ୍‌.ଏମ୍‌.): ଅଖିଳ ଓଡିଶା ଆଦିବାସୀ ସଂସ୍କୃତି ସୁରକ୍ଷା ପରିଷଦର ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପରିଷଦ ପକ୍ଷରୁ କଟକ ମହାନଗର ନିଗମରେ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ୁଥିବା ବିଶିଷ୍ଟ ବସ୍ତି ନେତା ତଥା ସମାଜସେବୀ ବୃନ୍ଦାବନ ଦାସ ଆଜାଦଙ୍କୁ ସମର୍ଥନ ଜ୍ଞାପନ କରାଯାଇଛି । ତେବେ ପରିଷଦ ପକ୍ଷରୁ କୁହାଯାଇଛି ଯେ, ଶ୍ରୀ ଆଜାଦ ହିଁ ଏକମାତ୍ର ବ୍ୟକ୍ତି…

Read More

ଏସ୍ ୟୁ ସି ଆଇ (ସି)ର ମେୟର ପ୍ରାର୍ଥୀ ବବି ବଳବନ୍ତରାୟଙ୍କ ସମର୍ଥନରେ ସହରରେ ଶୋଭାଯାତ୍ରା

ଏସ୍ ୟୁ ସି ଆଇ (ସି)ର ମେୟର ପ୍ରାର୍ଥୀ ବବି ବଳବନ୍ତରାୟଙ୍କ ସମର୍ଥନରେ ସହରରେ ଶୋଭାଯାତ୍ରା କଟକ(ଏନ୍‌.ଏମ୍‌.): ମହାନଗର ନିଗମ ନିର୍ବାଚନ ପରିପ୍ରେକ୍ଷୀରେ ଏସ୍‌ୟୁସିଆଇ (ସି)ର ମେୟର ପ୍ରାର୍ଥୀ ବବି ବଳବନ୍ତରାୟଙ୍କ ସମର୍ଥନରେ ସହରରେ ଶୋଭାଯାତ୍ରା ହୋଇଥିଲା । କଟକ କଲେଜ ଛକ ନେତାଜୀ ପ୍ରତିମୁର୍ତ୍ତି ସମ୍ମୁଖରୁ ବାଇକ ଶୋଭାଯାତ୍ରା ବାହାରି ଥିଲା । ସହରର ସମସ୍ତ ସ୍ଥାନ, ସିଡିଏ, ଖପୁରିଆ, ନୂଆବଜାର, ମହାନଦୀ ବିହାର ସହରର ପ୍ରମୁଖ ଅଞ୍ଚଳ ଶୋଭାଯାତ୍ରା ପରିକ୍ରମା କରିଥିଲା । ଏହି…

Read More

ସିଏମସି ୪୦ ନମ୍ବର ୱାର୍ଡ଼ରେ ବିଜେଡିର ପ୍ରଚାର

ସିଏମସି ୪୦ ନମ୍ବର ୱାର୍ଡ଼ରେ ବିଜେଡିର ପ୍ରଚାର କଟକ (ଏନ୍‌.ଏମ୍‌.): କଟକ ମହାନଗର ନିଗମରେ ପୌର ନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ରଣହୁଙ୍କାର ଦିଆଯାଇଛି । ଏହି ପରିପ୍ରେକ୍ଷୀରେ ବିଭିନ୍ନ ପ୍ରାର୍ଥୀଙ୍କ ପକ୍ଷରୁ ଶକ୍ତି ପ୍ରଦର୍ଶନ ମଧ୍ୟ କରାଯାଉଛି । ବିଶାଳ ରାଲି ମାଧ୍ୟମରେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଏକ ପ୍ରକାର ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି । ସିଏମସି ୪୦ନମ୍ବର ୱାର୍ଡ଼ରେ ବିଜେଡି ପ୍ରାର୍ଥୀ ନିଜ ସମର୍ଥକଙ୍କୁ ଧରି ଘରଘର ବୁଲି ଭୋଟ…

Read More

ଜଗତପୁର ୪୮ନମ୍ବର ୱାର୍ଡରେ ଦଳୀୟ ପ୍ରାର୍ଥିନୀଙ୍କୁ ଘାଇଲା କରିବ ସ୍ୱାଧୀନ

ଜଗତପୁର ୪୮ନମ୍ବର ୱାର୍ଡରେ ଦଳୀୟ ପ୍ରାର୍ଥିନୀଙ୍କୁ ଘାଇଲା କରିବ ସ୍ୱାଧୀନ ଜଗତପୁର(ଏନ୍‌.ଏମ୍‌.): ସିଏମସି ନିର୍ବାଚନ ଯେତେ ପାଖେଇ ଆସୁଛି ରାଜନୀତି ଉଷ୍ମତା ସେତେ ସରଗରମ ହେଉଛି । ବିଶେଷ କରି ରାଜନୈତିକ ଦଳର ପ୍ରାର୍ଥୀମାନଙ୍କ ଅପେକ୍ଷା ସ୍ୱାଧୀନ ପ୍ରାର୍ଥୀଙ୍କ ଲୋକପ୍ରିୟତା ବଢ଼ିବାରେ ଲାଗିଛି । ଦୀର୍ଘ ବର୍ଷ ଧରି ବିଭିନ୍ନ ରାଜନୈତିକ ଦଳର ହାତରେ ଥିବା ଏହି ୱାର୍ଡ଼ ଏବେ ସ୍ୱାଧୀନ ପ୍ରାର୍ଥୀଙ୍କୁ ବିଶେଷ ଗୁରୁତ୍ୱ ଦେଉଛନ୍ତି । ବିଶେଷ କରି ଜଗତପୁର ଅଞ୍ଚଳର ୪୮ନମ୍ବର ୱାର୍ଡ଼ରେ…

Read More