ଦେଶରେ ଉଦାହରଣ ସୃଷ୍ଟିକରିଛି ‘ମୋ ସ୍କୁଲ୍’: ଉଚ୍ଚଶିକ୍ଷା ମନ୍ତ୍ରୀ ଏଚ୍ଡିଏଫ୍ସି ସହ ‘ମୋ ସ୍କୁଲ୍’ର ଏମ୍ଓୟୁ ଭୁବନେଶ୍ୱର(ଏନ୍.ଏମ୍.): ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ୨୦୧୭ ମସିହାରେ ଆରମ୍ଭ ହୋଇଥିବା ମୋ ସ୍କୁଲ୍ ଅଭିଯାନ ଆଜି ସମଗ୍ର ଭାରତବର୍ଷରେ ପ୍ରଶଂସିତ ହେଉଛି । ଅତୀତକୁ ବର୍ତ୍ତମାନ ସହ ଯୋଡ଼ୂଥିବା ଏହି ଅଭିଯାନ ରାଜ୍ୟର ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ପାଇଁ ବରଦାନ ସଦୃଶ ହୋଇଛି । ଏହା କେବଳ ଏକ ପ୍ଲାଟ୍ଫର୍ମ ନୁହେଁ, ନିଜେ ପଢିଥିବା ଶିକ୍ଷାନୁଷ୍ଠାନ ସହ ଯୋଡ଼ି…
