ଜଗତପୁର ବିରୂପାନଦୀରେ ଶୁଦ୍ଧିଗୃହ ଓ ତୁଠ ନିର୍ମାଣକୁ ନେଇ କୁହୁଳୁଛି ଅସନ୍ତୋଷ

ଜଗତପୁର ବିରୂପାନଦୀରେ ଶୁଦ୍ଧିଗୃହ ଓ ତୁଠ ନିର୍ମାଣକୁ ନେଇ କୁହୁଳୁଛି ଅସନ୍ତୋଷ ଜଗତପୁର(ଏନ୍‌.ଏମ୍‌.): କଟକ ମହାନଗର ନିଗମ ୪୮ନମ୍ବର ୱାର୍ଡ଼ ଜଗତପୁର ଅଞ୍ଚଳରେ ନିର୍ମାଣ ଚାଲିଥିବା ଶୁଦ୍ଧିଗୃହ ଓ ତୁଠ ନିର୍ମାଣ କାର୍ଯ୍ୟକୁ ନେଇ ସାଧାରଣରେ ଅସନ୍ତୋଷ ତେଜିବାରେ ଲାଗିଛି । ଏହି ୱାର୍ଡର ଜନସାଧାରଣ ଶବ ସଂସ୍କାର ଓ ଶୁଦ୍ଧିକ୍ରିୟା ନିମନ୍ତେ ନିମପୁର ଗ୍ରାମ୍ୟ ଶ୍ମଶାନ ଉପରେ ନିର୍ଭର କରିଥାନ୍ତି । ମାତ୍ର ସିଏମସି ଅଧିନରେ ଏହି ଶ୍ମଶାନଟି ରହିଥିଲେ ମଧ୍ୟ ଅଦ୍ୟାବଧି ତାହା ପଞ୍ଜିକୃତ…

Read More

ବିଭାଗୀୟ ଅଧିକାରୀଙ୍କ ଖାମଖିଆଲି ନୀତି: ଶୋଚନୀୟ ଅବସ୍ଥାରେ କେନ୍ଦ୍ରାପଡ଼ା କେନାଲ

ବିଭାଗୀୟ ଅଧିକାରୀଙ୍କ ଖାମଖିଆଲି ନୀତି: ଶୋଚନୀୟ ଅବସ୍ଥାରେ କେନ୍ଦ୍ରାପଡ଼ା କେନାଲ କଟକ(ଏନ୍‌.ଏମ୍‌.): ଜନସାଧାରଣଙ୍କୁ ବିଭିନ୍ନ ସୁବିଧା ସୁଯୋଗ ଯୋଗାଇ ଦେବା ନିମନ୍ତେ ସରକାର ଅନେକ ଯୋଜନା କରୁଛନ୍ତି । ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ନିମନ୍ତେ କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି । ମାତ୍ର ବିଭାଗୀୟ ଅଧିକାରୀଙ୍କ ଖାମଖିଆଲି ନୀତି ଯୋଗୁଁ ସରକାରଙ୍କ ଦ୍ୱାରା ବ୍ୟୟ ହେଉଥିବା ଅର୍ଥ ପାଣିରେ ପଡ଼ିବା ସାର ହେଉଛି । ଫଳରେ ସରକାରଙ୍କ ଅର୍ଥ ବରବାଦ ହେବା ସହ ଜନସାଧାରଣ ଏଥିରୁ…

Read More

ସଚିବାଳୟ ସେବା ସଂଘର ନୂତନ କର୍ମକର୍ତ୍ତା ନିର୍ବାଚିତ

ସଚିବାଳୟ ସେବା ସଂଘର ନୂତନ କର୍ମକର୍ତ୍ତା ନିର୍ବାଚିତ ଭୁବନେଶ୍ୱର (ଏନ୍‌.ଏମ୍‌.): ଓଡିଶାର ଅଗ୍ରଣୀ କର୍ମଚାରୀ ସଂଗଠନ, ସଚିବାଳୟ ସେବା ସଂଘର କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ସଂଘର ଖାରବେଳ ନଗର ସ୍ଥିତ କାର୍ଯ୍ୟାଳୟ ଖାରବେଳନଗର କାର୍ଯ୍ୟାଳୟ ‘ଓସା ହାଉସ’ ରେ ଆୟୋଜିତ ଏହି ନିର୍ବାଚନରେ ସଭ୍ୟ ସଭ୍ୟାମାନେ ଅଂଶଗ୍ରହଣ କରିବା ନିମନ୍ତେ ରାଜ୍ୟ ସରକାରଙ୍କ ସ୍ୱରାଷ୍ଟ୍ର ବିଭାଗ ସେମାନଙ୍କ ପାଇଁ ଅଧାଦିନ ସ୍ୱତନ୍ତ୍ର ଛୁଟି ପ୍ରଦାନ କରିଥିଲେ । ଦୀର୍ଘ ୫ ବର୍ଷ ପରେ ସଂଘର…

Read More

ମାହାଙ୍ଗା ହତ୍ୟାକାଣ୍ଡ ମାମଲା: ଯମ ଦେଖାଇଲା ଡେମୋ

ମାହାଙ୍ଗା ହତ୍ୟାକାଣ୍ଡ ମାମଲା: ଯମ ଦେଖାଇଲା ଡେମୋ ମାହାଙ୍ଗା(ଏନ୍‌.ଏମ୍‌.): ମାହାଙ୍ଗା, ବହୁ ଚର୍ଚ୍ଚିତ କୁସୁପୁର ଗଣହତ୍ୟା ଘଟଣା ସାରା ଓଡିଶାକୁ ଦୋହଲାଇଦେଇଥିବା ବେଳେ, କୁସୁପୁର ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି କରିଛି । ସାମାନ୍ୟ ସମ୍ପତ୍ତି ପାଇଁ ହତ୍ୟାକାଣ୍ଡ । ଭାଇ, ଭାଉଜ, ପୁତୁରା, ଝିଆରୀ ସମେତ ୫ଜଣଙ୍କୁ ହତ୍ୟା କରି ଥାନରେ ଆତ୍ମ ସମର୍ପଣ କରିଛି ଅଭିଯୁକ୍ତ । ତେବେ ସମସ୍ତ କଥା ପୁଲିସ ଆଗରେ ମାନି ନେଇଥିବାବେଳେ ଅଭିଯୁକ୍ତ ଆଜି ଘଟଣା ସ୍ଥଳକୁ ଯାଇ…

Read More

ମା’ ଶାରଳା ମହିଳା ସଂଗଠନ ପକ୍ଷରୁ ଜଳଛତ୍ର

ମା’ ଶାରଳା ମହିଳା ସଂଗଠନ ପକ୍ଷରୁ ଜଳଛତ୍ର କଟକ(ଏନ୍‌.ଏମ୍‌.): ପବିତ୍ର ପଣା ସଂକ୍ରାନ୍ତି ଠାରୁ ବୃଷ ସଂକ୍ରାନ୍ତି ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହୋଇଥାଏ । ତେଣୁ ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ପଥିକମାନେ ତୃଷାର୍ତ୍ତ ରହିବା ସ୍ୱାଭାବିକ । ସେମାନଙ୍କୁ ଜଳମୁନ୍ଦାଏ ଯୋଗାଇ ତୃଷା ମେଣ୍ଟାଇ ପାରିଲେ ମାନବ ଧର୍ମ ସାର୍ଥକ ହେବ ବୋଲି ବିଶ୍ୱାସ ରହିଛି । ଏହି ପରିପ୍ରେକ୍ଷୀରେ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ଭଳି ମା’ ଶାରଳା ମହିଳା ସଂଗଠନ…

Read More

ମା’ ବାଉତି ଠାକୁରାଣୀଙ୍କ ବାର୍ଷିକୋତ୍ସବ

ମା’ ବାଉତି ଠାକୁରାଣୀଙ୍କ ବାର୍ଷିକୋତ୍ସବ ଜଗତପୁର(ଏନ୍‌.ଏମ୍‌.): ଜଗତପୁର ନିମପୁର ଶବର ସାହି ଅଞ୍ଚଳର ବହୁ ପୁରାତନ ଅଧିଷ୍ଠାତ୍ରୀ ଦେବୀ ମା’ ବାଉତି ଠାକୁରାଣୀଙ୍କ ବାର୍ଷିକୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଗତକାଲି ଏକ କଳସ ଶୋଭାଯାତ୍ରା ମା’ଙ୍କ ପୀଠରୁ ବାହାରି ମହାନଦୀ ଘାଟରୁ ଜଳ ପୂର୍ଣ୍ଣ କଳସୀ ଅଣାଯାଇ ଯଜ୍ଞ କାର୍ଯ୍ୟ ଆରମ୍ଭ କରାଯାଇଥିଲା । ପ୍ରଦୀପ ଦେହୁରୀ ଓ ପୁଷ୍ପା ଦେହୁରୀ କର୍ତ୍ତା ଓ କର୍ତ୍ତିଭାବେ ସଂକଳ୍ପ ନେଇଥିଲେ । କଟକଚଣ୍ଡୀ ମନ୍ଦିରର ପୂଜକ ପଣ୍ଡିତ…

Read More

ବିଦେଶୀ ମଦ ଲୁଟ ଘଟଣା: ମୁଖ୍ୟ ଅଭିଯୁକ୍ତ ଗିରଫ

ବିଦେଶୀ ମଦ ଲୁଟ ଘଟଣା: ମୁଖ୍ୟ ଅଭିଯୁକ୍ତ ଗିରଫ ଜଗତପୁର(ଏନ୍‌.ଏମ୍‌.): ଜଗତପୁର ଥାନା ଅନ୍ତର୍ଗତ ନୂଆସାହି-ପୋଡାବର ରାସ୍ତାରୁ ବିଦେଶୀ ମଦ ବୋଝେଇ ପିକଅପ ଗାଡିକୁ ଲୁଟ ଘଟଣାର ମୁଖ୍ୟ ଅଭିଯୁକ୍ତକୁ ପୁଲିସ ଗିରଫ କରିବାରେ ସକ୍ଷମ ହୋଇଛି । ଗିରଫ ଅଭିଯୁକ୍ତ ଜଣକ ସ୍ଥାନୀୟ ଚମ୍ପତି ଗ୍ରାମର ରାକା ଓରଫ ରାକେଶ ଭୋଇ(୩୦) ବୋଲି ଜଣାପଡ଼ିଛି । ପୁଲିସ ପୂର୍ବରୁ ଏହି ଲୁଟ ଘଟଣାରେ ପିକଅପ ଗାଡି ଡ୍ରାଇଭର ସମେତ ମୋଟ ୫ ଜଣଙ୍କୁ ଗିରଫ କରିଥିଲା…

Read More

ଆମ୍ବେଦକର ସ୍ମୃତିପରିଷଦ ପକ୍ଷରୁ ଜଳଛତ୍ର କେନ୍ଦ୍ର

ଆମ୍ବେଦକର ସ୍ମୃତିପରିଷଦ ପକ୍ଷରୁ ଜଳଛତ୍ର କେନ୍ଦ୍ର କଟକ(ଏନ୍‌.ଏମ୍‌.): ସ୍ୱେଚ୍ଛାସେବୀ ଅନୁଷ୍ଠାନ କଟକ ଆମ୍ବେଦକର ସ୍ମୃତି ପରିଷଦ ପକ୍ଷରୁ ସ୍ଥାନୀୟ ନୂଆପଡ଼ା ଭାରତ ରତ୍ନ ଡକ୍ଟର ବି.ଆର. ଆମ୍ବେଦକରଙ୍କ ୧୩୧ତମ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି । ଏଥି ସହିତ ପରିଷଦ ପକ୍ଷରୁ କଟକ-ଭୁବନେଶ୍ୱର ୧୬ନମ୍ବର ଜାତୀୟ ରାଜପଥ ବାଲିକୁଦାଛକ ନିକଟରେ ଉଦ୍‌ଘାଟିତ ଏହି ଜଳଛତ୍ର କେନ୍ଦ୍ର ଉଦ୍‌ଘାଟନ ହୋଇଥିଲା । ଜନସାଧାରଣଙ୍କୁ ଗ୍ରୀଷ୍ମ ପ୍ରଭାବରୁ ତୃଷ୍ଣା ମେଣ୍ଟାଇବା ଉଦ୍ଦେଶ୍ୟରେ ଏହି ଜଳଛତ୍ର ଖୋଲା ଯାଇଥିବା ପରିଷଦ ପକ୍ଷରୁ…

Read More

ଜଗତପୁରରେ ତାରାତାରିଣୀଙ୍କ ବାର୍ଷିକୋତ୍ସବ ଓ ଝାମୁଯାତ୍ରା

ଜଗତପୁରରେ ତାରାତାରିଣୀଙ୍କ ବାର୍ଷିକୋତ୍ସବ ଓ ଝାମୁଯାତ୍ରା ଜଗତପୁର(ଏନ୍‌.ଏମ୍‌.): ଜଗତପୁର ଆଇ.ବି ରୋଡ ସ୍ଥିତ ନିମପୁର ନୂତନ ବସ୍ତିରେ ମା ତାରାତାରିଣୀଙ୍କ ବାର୍ଷିକୋତ୍ସବ ଉପଲକ୍ଷେ ପବିତ୍ର ଝାମୁଯାତ୍ରା ବହୁ ନୀତିକାନ୍ତିରେ ପୂଜାର୍ଚ୍ଚନା ସମ୍ପନ୍ନ ହୋଇଯାଇଛି । ମା’ଙ୍କ ମୁଖ୍ୟ ଦେହୁରୀ କୃଷ୍ଣ ନାୟକଙ୍କ ଦ୍ୱାରା ଏହି ଯାତ୍ରା ପରିଚାଳନା କରାଯାଇଥିଲା । ଦୀର୍ଘ ୧୫ ବର୍ଷଧରି ମାଙ୍କ ପୀଠରେ ଝାମୁଯାତ୍ରା ଅନୁଷ୍ଠିତ ହୋଇଆସୁଛି । ଗତ ଦୁଇବର୍ଷ ଧରି କରୋନା ମହାମାରୀ କାରଣରୁ ମା’ଙ୍କ ପୀଠରେ ଝାମୁଯାତ୍ରାକୁ ସ୍ଥଗିତ…

Read More

ଲକ୍ଷ୍ମୀ ନାରାୟଣ ସାହୁ କଲେଜ ନୂତନ ଗୃହର ଶିଳାନ୍ୟାସ

ଲକ୍ଷ୍ମୀ ନାରାୟଣ ସାହୁ କଲେଜ ନୂତନ ଗୃହର ଶିଳାନ୍ୟାସ ଜଗତପୁର(ଏନ୍‍.ଏମ୍‍.): ଜଗତପୁରସ୍ଥିତ ଲକ୍ଷ୍ମୀନାରାୟଣ ସାହୁ ମହାବିଦ୍ୟାଳୟର ୨ଗୋଟି ଶ୍ରେଣୀ ଗୃହ ପାଇଁ ଶିଳାନ୍ୟାସ ହୋଇଯାଇଛି । କଲେଜ ଅଧ୍ୟକ୍ଷା ପ୍ରଫେସର ସସ୍ମିତା ପଟ୍ଟନାୟକଙ୍କ ପୌରହିତ୍ୟରେ ଆୟୋଜିତ ଶିଳାନ୍ୟାସ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ୱାଳ ଯୋଗଦେଇ ୫୫ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ପ୍ରସ୍ତାବିତ ଦୁଇଗୋଟି ଶ୍ରେଣୀଗୃହର ଶିଳାନ୍ୟାସ କରିଥିଲେ । ଏହି କାର୍ଯ୍ୟକ୍ରମରେ ସମ୍ନାନିତ ଅତିଥିଭାବେ ସିଏମସି ଡେପୁଟି-ମେୟର ଦମୟନ୍ତୀ ମାଝି ଯୋଗ ଦେଇଥିଲେ…

Read More

ମହାନଦୀ ଟ୍ରାଜେଡି: ମହାନଦୀରେ ୩ ଦିନରେ ୩ ମୃତ ଦେହ ଉଦ୍ଧାର

ମହାନଦୀ ଟ୍ରାଜେଡି: ମହାନଦୀରେ ୩ ଦିନରେ ୩ ମୃତ ଦେହ ଉଦ୍ଧାର କଟକ (ଏନ୍‍.ଏମ୍‍.): ମହାନଦୀରେ ଭାସି ଯାଇଥିବା ୩ଜଣ ପିଲାଙ୍କ ମଧ୍ୟରୁ ୨ଜଣଙ୍କ ମୃତଦେହ ପୂର୍ବରୁ ମିଳିଥିବାବେଳେ ଆଜି ଆଉ ଜଣେ ପିଲାର ମୃତଦେହକୁ ଓଡ୍ରାଫ ଟିମ ଉଦ୍ଧାର କରିଛି । ତେବେ ମହାନଦୀର ବ୍ୟାରେଜ ପାର୍କ ନିକଟରେ ଗାଧୋଉଥିବାବେଳେ ୩ଜଣ ଯାକ ସାଙ୍ଗ ଭାସି ଯାଇଥିଲେ । ମାତ୍ର ଆଜି ସ୍ଥାନୀୟ ଶିଖରପୁରସ୍ଥିତ ଗୁରୁଦ୍ୱାର ପଛପଟ ମହାନଦୀରୁ ରାଜ ଓରଫ ମହମ୍ମଦ ସିଦ୍ଦିକ(୧୭)ଙ୍କ ମୃତ…

Read More