ଜନସ୍ୱାସ୍ଥ୍ୟ ବିଭାଗର ଅପାରଗତା: ପୁରୀ ପୌରାଞ୍ଚଳରେ ବ୍ୟାପୁଛି ଝାଡ଼ାବାନ୍ତି
ଜନସ୍ୱାସ୍ଥ୍ୟ ବିଭାଗର ଅପାରଗତା: ପୁରୀ ପୌରାଞ୍ଚଳରେ ବ୍ୟାପୁଛି ଝାଡ଼ାବାନ୍ତି ପୁରୀ(ଏନ୍.ଏମ୍.): ଜନସ୍ୱାସ୍ଥ୍ୟ ବିଭାଗର ଅପାରଗତା ଯୋଗୁ ପୁରୀ ପୌରାଞ୍ଚଳରେ ଝାଡ଼ାବାନ୍ତି ବ୍ୟାପିବା ଦେଖିବାକୁ ମିଳିଛି । ଯାହା ଏବେ ଆତଙ୍କର ବାତାବରଣ ସୃଷ୍ଟି କରିଛି । ସ୍ଥାନୀୟ ବାସେଳିସାହିର ପଣାପ୍ରିୟା ଗଳି, ଗୋଚ୍ଛିକାର ସାହି ଆଦି ଅଞ୍ଚଳରେ ଝାଡ଼ାବାନ୍ତି ଅଧିକ ମାତ୍ରାରେ ବ୍ୟାପିବାରେ ଲାଗିଛି । ଘରେ ଘରେ ଆକ୍ରାନ୍ତ ପଡ଼ି ରହିଛନ୍ତି । ଦୁଇଦିନ ଧରି ସ୍ୱାସ୍ଥ୍ୟ ବିଭାଗ ଘରଘର ବୁଲି ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ୍ କରୁଛି…
