ଜାତୀୟ ଧାନ ଗବେଷଣା କେନ୍ଦ୍ରରେ ଶ୍ରମିକ ଶୋଷଣ ବିରୁଦ୍ଧରେ ବିକ୍ଷୋଭ ଧାରଣା
ଜାତୀୟ ଧାନ ଗବେଷଣା କେନ୍ଦ୍ରରେ ଶ୍ରମିକ ଶୋଷଣ ବିରୁଦ୍ଧରେ ବିକ୍ଷୋଭ ଧାରଣା କଟକ(ଏନ୍.ଏମ୍.): ଜାତୀୟ ଧାନ ଗବେଷଣା କେନ୍ଦ୍ରରେ ଶ୍ରମିକ ଶୋଷଣ ବିରୋଧରେ ଆଜି ଭାରତୀୟ ମଜଦୁର ସଂଘ ଆନୁକୂଲ୍ୟରେ ଏନଆରଆରଆଇ କଣ୍ଟ୍ରାକ୍ଟ େଽର ୟୁନିୟନର ଶ୍ରମିକମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସ୍ଥାନୀୟ ବିଦ୍ୟାଧରପୁରସ୍ଥିତ ଜାତୀୟ ଧାନ ଗବେଷଣା କେନ୍ଦ୍ରରେ ଠିକା ଶ୍ରମିକ ଶୋଷଣ ଦିନକୁ ଦିନ ବଢ଼ି ଚାଲିଛି । ଏସିଆ ମହାଦେଶର ସର୍ବବୃହତ୍ତ ଜାତୀୟ ଧାନ ଗବେଷଣା କେନ୍ଦ୍ରଟି ୪୫୦ ଏକର ଜମିରେ…
