ସ୍କୁଲ ରୂପାନ୍ତରଣର ଦ୍ୱିତୀୟ ପର୍ଯ୍ୟାୟର ତୃତୀୟ ଦିନରେ : ୫ଟି ଜିଲ୍ଲାର ୪୪୦ଟି ରୂପାନ୍ତରିତ ସ୍କୁଲ ଲୋକାର୍ପିତ

ସ୍କୁଲ ରୂପାନ୍ତରଣର ଦ୍ୱିତୀୟ ପର୍ଯ୍ୟାୟର ତୃତୀୟ ଦିନରେ : ୫ଟି ଜିଲ୍ଲାର ୪୪୦ଟି ରୂପାନ୍ତରିତ ସ୍କୁଲ ଲୋକାର୍ପିତ ଭୁବନେଶ୍ୱର(ଏନ୍‌.ଏମ୍‌.): ସ୍କୁଲ ରୂପାନ୍ତର କେବଳ ବିଦ୍ୟାଳୟର ଭୌତିକ ରୂପରେ ପରିବର୍ତ୍ତନ ଆଣିନି, ତାସହିତ ପିଲାମାନଙ୍କ ମାନସିକତା ଉପରେ ମଧ୍ୟ ସକାରାତ୍ମକ ପ୍ରଭାବ ପକାଇଛି । ପିଲାମାନେ କହୁଛନ୍ତି ଯେ ସ୍କୁଲ ଆସିବାକୁ ଏବେ ଆମକୁ ବେଶି ଭଲ ଲାଗୁଛି । ସ୍କୁଲର ଆଧୁନିକ ସୁବିଧା ସୁଯୋଗ ଯୋଗୁ ପାଠ ପଢିବାକୁ ଆଗ୍ରହ ମଧ୍ୟ ବଢିଛି ବୋଲି ପିଲାମାନେ ମତବ୍ୟକ୍ତ…

Read More

ପଞ୍ଜିକୃତ ତାଲିକାରେ ବରିଷ୍ଠ କଳାକାରଙ୍କ ନାମ ନଥିବାରୁ ଅସନ୍ତୋଷ

ପଞ୍ଜିକୃତ ତାଲିକାରେ ବରିଷ୍ଠ କଳାକାରଙ୍କ ନାମ ନଥିବାରୁ ଅସନ୍ତୋଷ ଖଣ୍ଡପଡା(ଏନ.ଏମ): କଳାକାରମାନଙ୍କ ପାଇଁ ସରକାର ପ୍ରତିମାସରେ ଭତା ପ୍ରଦାନ କରିବାର ବ୍ୟବସ୍ଥା କରିବା ସହ ସରକାରୀ କାର୍ଯ୍ୟକ୍ରମ ଗୁଡିକର ପ୍ରଚାର, ପ୍ରସାର ନିମନ୍ତେ ପ୍ରୋସାôହନ ରାଶିର ବ୍ୟବସ୍ଥା କରିଛନ୍ତି । ଏଥିନିମନ୍ତେ ବ୍ଳକସ୍ତରରେ କଳକାରମାନଙ୍କର ନାମ ପଞ୍ଜିକୃତ କରାଯାଇଛି । ମାତ୍ର ବର୍ଷବର୍ଷ ଧରି କଳା ପ୍ରଦର୍ଶନ କରି ଆସୁଥିବା ଅନେକ ବରିଷ୍ଠ କଳାକାରଙ୍କ ନାମ ଏବେବି ଖଣ୍ଡପଡା ବ୍ଳକ କଳାକର ସଂଘ ତାଲିକାରେ ସ୍ଥାନିତ ହୋଇନଥିବାରୁ…

Read More

୭୬ ବର୍ଷିୟ ବିଧବା ବୃଦ୍ଧା ମା’କୁ ବିବାହିତ ଝିଅର ନିର୍ଯ୍ୟାତନା ଅଭିଯୋଗ; ପ୍ରଶାସନ ଉପସ୍ଥିତିରେ ତାଲା ଭଙ୍ଗାଯାଇ ବୃଦ୍ଧାଙ୍କୁ ନିଜଘରେ କରାଗଲା ଥଇଥାନ

୭୬ ବର୍ଷିୟ ବିଧବା ବୃଦ୍ଧା ମା’କୁ ବିବାହିତ ଝିଅର ନିର୍ଯ୍ୟାତନା ଅଭିଯୋଗ ପ୍ରଶାସନ ଉପସ୍ଥିତିରେ ତାଲା ଭଙ୍ଗାଯାଇ ବୃଦ୍ଧାଙ୍କୁ ନିଜଘରେ କରାଗଲା ଥଇଥାନ ଜଗତସିଂହପୁର(ଏନ.ଏମ୍‌.): ବିବାହ ପରେ ମଧ୍ୟ ଝିଅ ବାପଘରେ ରହି ୭୬ ବର୍ଷିୟ ଅସହାୟ ବିଧବା ବୃଦ୍ଧା ମା’ ପ୍ରତି ଅତ୍ୟାଚାର କରୁଥିବା ଭଳି ଏକ ଅଭାବନୀୟ ଘଟଣା ଜଗତସିଂହପୁର ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ ହୋଇଥିଲା । ବୃଦ୍ଧାଙ୍କ ଦୟନୀୟ ଅବସ୍ଥାକୁ ବିଚାର କରି ଜିଲ୍ଲା ପ୍ରଶାସନ ପକ୍ଷରୁ ଉକ୍ତ ବୃଦ୍ଧାଙ୍କୁ ତାଙ୍କ…

Read More

ଉନ୍ନତମାନର ଶିକ୍ଷାଦନ ପାଇଁ ୪ଟି ବିଦ୍ୟାଳୟକୁ ୧ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ

ଉନ୍ନତମାନର ଶିକ୍ଷାଦନ ପାଇଁ ୪ଟି ବିଦ୍ୟାଳୟକୁ ୧ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ ଖଣ୍ଡପଡା (ଏନ୍‌.ଏମ୍‌): ସରକାରୀ ଶିକ୍ଷାନୁଷ୍ଠାନ ଗୁଡିକରେ ଗୁଣାତ୍ମକ ଶିକ୍ଷାର ବିକାଶ ନିମନ୍ତେ ରାଜ୍ୟ ସରକାର ଉଦ୍ୟମ ଜାରି ରଖିଛନ୍ତି । ୫-ଟି ରୁପାନ୍ତରୀକରଣ ଯୋଜନାରେ ଶିକ୍ଷାନୁଷ୍ଠାନ ଗୁଡିକର ସାମଗ୍ରିକ ବିକାଶ ସହ ଶୈକ୍ଷିକ ବାତାବରଣ ସୃଷ୍ଟି ହୋଇପାରିଛି । ବିଦ୍ୟାଳୟଗୁଡିକରେ ଉନ୍ନତମାନର ଶିକ୍ଷଦାନ ସହ ଶତପ୍ରତିଶତ ପରୀକ୍ଷା ଫଳ ପ୍ରଦର୍ଶନ କରିଥିବା ଖଣ୍ଡପଡା ବ୍ଳକ ଅଧିନ ୪ଟି ବିଦ୍ୟାଳୟକୁ ପୁରସ୍କୃତ କରାଯାଇଛି । ରାଜ୍ୟ…

Read More

ଅଭିରାମ ପରମହଂସ ଆଶ୍ରମରେ ସମୁହ ବ୍ରତୋପନୟନ

ଅଭିରାମ ପରମହଂସ ଆଶ୍ରମରେ ସମୁହ ବ୍ରତୋପନୟନ କଟକ(ଏନ୍‌.ଏମ୍‌.): କଟକ ସ୍ଥିତ ଅଭିରାମ ପରମହଂସ ଆଶ୍ରମରେ ସମୁହ ବ୍ରତୋପନୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ଶାକଦ୍ୱୀପୀ ଦୈବଜ୍ଞ ବ୍ରାହ୍ମଣ ମହାସଂଘ ଓ ରେକିମିଶନର ମିଳିତ ଆନୁକୁଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡିଶାର ବିଭିନ୍ନ ଜିଲ୍ଲାରୁ ୩୦ଜଣ ବ୍ରାହ୍ମଣ ପିଲା ମାନଙ୍କର ବ୍ରତୋପନୟନ କରାଯାଇଥିଲା । ସଂଘର ସଭାପତି ସନ୍ତୋଷ କୁମାର ମିଶ୍ର, ରମାକାନ୍ତ ମହାପାତ୍ର ପୁସ୍ତକ ଆଚାର୍ଯ୍ୟ ଭାବେ ବ୍ରତୋପନୟନ କରାଇଥିଲେ । ସନ୍ଥ ଶ୍ରୀଗୁରୁ ଅତିଥି…

Read More

ନବୀନ ସରକାରରେ ନୂତନ ଇତିହାସ ସବୁ ମନ୍ତ୍ରୀଦେଲେ ଇସ୍ତଫା: ଆସନ୍ତାକାଲି ନୂତନ ମନ୍ତ୍ରୀମଣ୍ଡଳର ଶପଥ ଗ୍ରହଣ

ନବୀନ ସରକାରରେ ନୂତନ ଇତିହାସ ସବୁ ମନ୍ତ୍ରୀଦେଲେ ଇସ୍ତଫା: ଆସନ୍ତାକାଲି ନୂତନ ମନ୍ତ୍ରୀମଣ୍ଡଳର ଶପଥ ଗ୍ରହଣ ଭୁବନେଶ୍ୱର(ଏନ.ଏମ୍‌.): ଓଡ଼ିଶାରେ ବିଜେଡି ସରକାରରେ ଆଜି ଏକ ନୂତନ ଇତିହାସ ସୃଷ୍ଟି କରିଛି । ବିଜେଡ଼ି ସରକାରରେ ପ୍ରଥମ ଥର ପାଇଁ ସମସ୍ତ ମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଇସ୍ତଫା ଦେଇଛନ୍ତି । ବିଜେଡ଼ିର ପଞ୍ଚମ ପାଳିର ତୃତୀୟ ବର୍ଷ ପୂର୍ତ୍ତିକୁ ସପ୍ତାହ ନପୁରୁଣୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ମନ୍ତ୍ରିମଣ୍ଡଳର ସବୁ ମନ୍ତ୍ରୀଙ୍କ ଠାରୁ ଇସ୍ତଫା ଗ୍ରହଣ କରିଛନ୍ତି ।…

Read More

ଜଗତପୁରରେ କୃଷ୍ଣେଶ୍ୱର ମହାଦେବଙ୍କ ବିବାହ ଉତ୍ସବ ଶୀତଳ ଷଷ୍ଠୀ ଓ ନଗର ପରିକ୍ରମା

ଜଗତପୁରରେ କୃଷ୍ଣେଶ୍ୱର ମହାଦେବଙ୍କ ବିବାହ ଉତ୍ସବ ଶୀତଳ ଷଷ୍ଠୀ ଓ ନଗର ପରିକ୍ରମା ଜଗତପୁର(ଏନ୍‌.ଏମ୍‌): ନିମପୁର କୃଷ୍ନେଶ୍ୱର ମହାଦେବଙ୍କ ବିବାହ ଉତ୍ସବ ବହୁ ଆଡମ୍ବରରେ ଶୀତଳ ଷଷ୍ଠୀରେ ପାଳିତ ହୋଇଯାଇଛିା ଏହି ଉତ୍ସବକୁ ଶ୍ରୀ ଶ୍ରୀ କୃଷ୍ଣେଶ୍ୱର ମନ୍ଦିର ଉନ୍ନୟନ କମିଟିର କର୍ମକର୍ତ୍ତା ମାନେ ପ୍ରଭୁଙ୍କର ମେ ୩ ତାରିଖ ଶୁକ୍ରବାର ସଂନ୍ଧ୍ୟା ସମୟରେ ରୀତିନୀତି ଅନୁସାରେ ବରଧରା ଉତ୍ସବରେ କନ୍ୟା ପକ୍ଷ ଯୁଗଳ ପଣ୍ଡା ସଂନ୍ଧ୍ୟା ସମୟରେ ବର ପକ୍ଷ ଘର ଜଗତପୁର ବ୍ରଜ କିଶୋର…

Read More

ଶୋଚନୀୟ ଅଣ୍ଡରପାସ ନେଇ ସିଏମସି କମିଶନରଙ୍କୁ ସ୍ମାରକପତ୍ର

ଶୋଚନୀୟ ଅଣ୍ଡରପାସ ନେଇ ସିଏମସି କମିଶନରଙ୍କୁ ସ୍ମାରକପତ୍ର କଟକ(ଏନ୍‌.ଏମ୍‌.): କଟକ ମହାନଗର ନିଗମର ୫୬,୫୭ ଓ ୫୮ ନମ୍ବର ୱାର୍ଡ଼ ଦେଇ ଯାଇଥିବା ୧୬ନମ୍ବର ଜାତୀୟ ରାଜପଥ ତଳେ କରାଯାଇଥିବା ଅଣ୍ଡର ପାସରେ ଅସରାଏ ବର୍ଷା ହେଲେ ଅବସ୍ଥା ଶୋଚନୀୟ ହୋଇ ପଡ଼ୁଥିବା ଅଭିଯୋଗ ହୋଇଛି । ଏ ନେଇ ଆଜି ଆମ୍ବେଦର ସ୍ମୃତିପରିଷଦ ପକ୍ଷରୁ ସିଏମସି କମିଶନରଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଅଭିଯୋଗ ଅନୁଯାୟୀ ଗ୍ରୀଷ୍ମ ଋତୁର ଅଦିନିଆ ବର୍ଷାରେ ବାଲିକୁଦାସ୍ଥିତ ଅଣ୍ଡରପାସ…

Read More

ଶିଶୁ ଶ୍ରମିକ ନିୟୋଜନ ଏକ ଦଣ୍ଡନୀୟ ଅପରାଧ: ଜିଲ୍ଲାପାଳ

ଶିଶୁ ଶ୍ରମିକ ନିୟୋଜନ ଏକ ଦଣ୍ଡନୀୟ ଅପରାଧ: ଜିଲ୍ଲାପାଳ କଟକ(ଏନ୍‌.ଏମ୍‌.): ଶିଶୁ ଶ୍ରମିକ ନିୟୋଜନ ଏକ ଦଣ୍ଡନୀୟ ଅପରାଧ ବୋଲି ଜିଲ୍ଲାପାଳ ଭବାନୀଶଙ୍କର ଚୟନୀ ପ୍ରକାଶ କରିଛନ୍ତି । ୧୪ ବର୍ଷରୁ କମ ବୟସର ପିଲାଙ୍କୁ କାର୍ଯ୍ୟରେ ନିୟୋଜିତ କରିବା କିମ୍ବା ୧୫ବର୍ଷରୁ ୧୮ବର୍ଷ ମଧ୍ୟରେ କିଶୋରଙ୍କୁ ବିପଦ ସଂଙ୍କୁଳ ବୃତ୍ତି ବା ପ୍ରକ୍ରିୟାରେ ନିୟୋଜନ ଏକ ଦଣ୍ଡନୀୟ ଅପରାଧ ଭାବେ ପରିଗଣିତ ବୋଲି ଜିଲ୍ଲା ଶ୍ରମ ଓ କର୍ମଚାରୀ ବୀମା କାର୍ଯ୍ୟାଳୟ ଆନୁକୁଲ୍ୟରେ ଏକ ସଚେତନତା…

Read More

ଜଗତପୁର ଅଞ୍ଚଳରେ ଘନଘନ ଗାଇ ଚୋରି ଅଭିଯୋଗ: ରାତିରେ ପାଟ୍ରୋଲିଙ୍ଗ କଡାକଡି କରିବା ପାଇଁ ଦାବି

ଜଗତପୁର ଅଞ୍ଚଳରେ ଘନଘନ ଗାଇ ଚୋରି ଅଭିଯୋଗ: ରାତିରେ ପାଟ୍ରୋଲିଙ୍ଗ କଡାକଡି କରିବା ପାଇଁ ଦାବି ଜଗତପୁର (ଏନ୍‌.ଏମ୍‌.): କଟକ କମିଶନରେଟ ପୁଲିସ ଅନ୍ତର୍ଗତ ଜଗତପୁର ଥାନା ଅଞ୍ଚଳରେ ବଢ଼ୁଛି ଘନଘନ ଗାଇଚୋରି ଅଭିଯୋଗ । ରାତିରେ ଗାଇ ଲୁଟେରାମାନେ ଗାଡ଼ି ଲଗାଇ ବାହାରେ ବୁଲୁଥିବା ଗାଇଗୋରୁମାନଙ୍କୁ ଉଠାଇ ନେଉଥିବାର ଦୃଶ୍ୟ ମଧ୍ୟ ସିସିଟିଭି ଫୁଟେଜରେ କଏଦ ହୋଇଛି । ଗତ ମେ ମାସରେ ପ୍ରାୟ ୨୫ରୁ ଉର୍ଦ୍ଧ୍ୱ ଗାଇଗୋରୁମାନଙ୍କୁ ଲୁଟେରାମାନେ ରାତି ଏକ ଟାଟା ଏସିରେ…

Read More

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଅନୁମୋଦିତ ହେଲା ମା’ ଶାରଳା ମନ୍ଦିର ଉନ୍ନତିକରଣ ମାଷ୍ଟରପ୍ଲାନ

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଅନୁମୋଦିତ ହେଲା ମା’ ଶାରଳା ମନ୍ଦିର ଉନ୍ନତିକରଣ ମାଷ୍ଟରପ୍ଲାନ ପ୍ରଥମ ପର୍ଯ୍ୟାୟରେ ଖର୍ଚ୍ଚ ହେବ ୪୨ କୋଟି, ନଣ୍ଡାଦେଉଳ ପାଖରେ ହେବ ସାରଳା ଦାସଙ୍କ ବ୍ରୋଞ୍ଜ ପ୍ରତିମୂର୍ତ୍ତୀ ଜଗତସିଂହପୁରରୁ ରମେଶ ମହାନ୍ତିଙ୍କ ରିପୋର୍ଟ ଜଗତସିଂହପୁର(ଏନ୍‌.ଏମ୍‌): ଓଡିଶାର ପ୍ରାଚୀନ ଶକ୍ତି ପୀଠ ମଧ୍ୟରୁ ଜଗତସିଂହପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ଝଙ୍କଡ଼ ବାସିନୀ ମା’ଶାରଳାଙ୍କ ପୀଠ ଅନ୍ୟତମ ପ୍ରସିଦ୍ଧ ମାତୃ ଉପାସନା ପୀଠ । ଝଙ୍କଡବାସିନୀ ମା’ ଶାରଳାଙ୍କ ଆଶୀର୍ବାଦରୁ ସାରଳା ଦାସ ସିଦ୍ଧି ଲାଭ କରି…

Read More

ଶାଳକାଠ ସହ ପିକ୍‌ଅପ ଭ୍ୟାନ ଜବତ

ଶାଳକାଠ ସହ ପିକ୍‌ଅପ ଭ୍ୟାନ ଜବତ ଖଣ୍ଡପଡା(ଏନ୍‌.ଏମ୍‌.): ଖଣ୍ଡପଡା ଓ ଗଣିଆ ବନାଚଂଳ ଇଲାକାରୁ ନିୟମିତ ଭାବେ ମୂଲ୍ୟବାନ ସାଇଜ କାଠ ଓ ଲଗ୍ ବୋଝେଇ କରି ଏକ ଧଳା ରଙ୍ଗର ପିକ୍‌ଅପ ଭ୍ୟାନ କଟକ ଜିଲ୍ଲା ଅଧିନ ନରସିଂହପୁର ଅଂଚଳକୁ ଚୋରାରେ ଚାଲାଣ କରୁଥିବା ନେଇ କୌଣସି ବିଶେଷ ସୁତ୍ରରୁ ବନ ବିଭାଗକୁ ସୂଚନା ମିଳିଥିଲା । ନୟାଗଡ ବନଖଣ୍ଡ ଅଧିକାରିଣୀ କ୍ଷମା ଷଡଙ୍ଗୀ ଏଥିପ୍ରତି ଦୃଷ୍ଟି ଦେବାକୁ ବିଭାଗୀୟ କର୍ମଚାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।…

Read More