ଭାରତୀୟ ରେଳବାଇ ମାଲଗୋଦାମ ଶ୍ରମିକ ସଂଘ ପକ୍ଷରୁ ବିଭିନ୍ନ ଦାବି

ଭାରତୀୟ ରେଳବାଇ ମାଲଗୋଦାମ ଶ୍ରମିକ ସଂଘ ପକ୍ଷରୁ ବିଭିନ୍ନ ଦାବି ଜଗତପୁର(ଏନ୍‌.ଏମ୍‌.): ଭାରତୀୟ ରେଳବାଇ ମାଲଗୋଦାମ ଶ୍ରମିକ ସଂଘ ପକ୍ଷରୁ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଦାବି କରାଯାଇଛି । ସଂଘ ପକ୍ଷରୁ ଏହି ଦାବିଗୁଡ଼ିକୁ ଆଜି ସ୍ଥାନୀୟ ଜଗତପୁରସ୍ଥିତ ସତ୍ୟମ ହୋଟେଲ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥାପନ କରାଯାଇଥିଲା । ଏହି ସମ୍ମିଳନୀରେ ରାଜ୍ୟ ପ୍ରଭାରୀ ମନମୋହନ ସେଠୀ, ରାଜ୍ୟ ଉପ ପ୍ରଭାରୀ ଅବଦୁଲ ଅରଫିନ, ଡିଭିଜନ କମିଟି ସଦସ୍ୟ ଅମୀୟ କୁମାର…

Read More

ଭଦ୍ରକ ନାହାକାଣୀଢିହି ଥାନାରେ ବଢ଼ୁଛି ଅସାମାଜିକଙ୍କ ରାଜ

ଭଦ୍ରକ ନାହାକାଣୀଢିହି ଥାନାରେ ବଢ଼ୁଛି ଅସାମାଜିକଙ୍କ ରାଜ ଭଦ୍ରକ(ଏନ୍‌.ଏମ୍‌.): ଭଦ୍ରକ ଜିଲ୍ଲା ବାସୁଦେବପୁରରେ ଏବେ ଅସାମାଜିକ ବ୍ୟକ୍ତିଙ୍କ ରାଜୁତି ବଢ଼ିବାରେ ଲାଗିଛି । ଯାହାକୁ ନେଇ ଅଞ୍ଚଳରେ ଅସନ୍ତୋଷ ବଢ଼ିବା ସହ ଜନସାଧାରଣ ଅସୁରକ୍ଷିତ ମଣୁଛନ୍ତି । ଏପରିକି ନାୟକାଣୀଢିହି ଥାନା ମଧ୍ୟ ଦଲାଲଙ୍କ କବ୍‌ଜାରେ ରହିଥିବା ଚର୍ଚ୍ଚାର ବିଷୟ ହୋଇଛି । ଥାନା ଭିତରେ ଚାଲୁଛି ଦଲାଲଙ୍କ ରାଜୁତି । ଏପରିକି ଥାନାରେ ରାତି ପାହିଲେ ଲାଗୁଛି ଦଲାଲଙ୍କ ଭିଡ, କିଛି ଦିନ ଭିତରେ ମଦ…

Read More

ଓଡ଼ିଶା ବିଧାନସଭାର ବାଚସ୍ପତି ହେଲେ ବିକ୍ରମ କେଶରୀ ଆରୁଖ

ଓଡ଼ିଶା ବିଧାନସଭାର ବାଚସ୍ପତି ହେଲେ ବିକ୍ରମ କେଶରୀ ଆରୁଖ ଭୁବନେଶ୍ୱର(ଏନ୍‌.ଏମ୍‌.): ଓଡ଼ିଶା ବିଧାନସଭାର ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି ବିକ୍ରମ କେଶରୀ ଆରୁଖ । ଆଜି ବାଚନିକ ଭୋଟ ପରେ ଶ୍ରର ଆରୁଖଙ୍କୁ ବାଚସ୍ପତି ଭାବେ ଉପବାଚସ୍ପତି ରଜନୀକାନ୍ତ ସିଂ ଘୋଷଣା କରିଛନ୍ତି । ବାଚସ୍ପତି ନିର୍ବାଚନ ପାଇଁ ଆଜି ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ବସିଥିଲା । ଏଥିରେ ଆରୁଖଙ୍କୁ ବାଚସ୍ପତି କରିବା ପାଇଁ ମୋସନ ଆଣିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଉପ-ବାଚସ୍ପତିଙ୍କ ନିର୍ଦ୍ଦେଶ ଅନୁୟାୟୀ…

Read More

କଟକରେ ବାଲିଯାତ୍ରା ହେବା ନେଇ ସୂଚନା ଦେଲେ ଜିଲ୍ଲାପାଳ କରୋନା ପାଇଁ ୨ବର୍ଷ ବନ୍ଦ ଥିଲା ଏହି ଐତିହାସିକ ମେଳା କଟକ (ଏନ୍‌.ଏମ୍‌.): ଚଳିତ ବର୍ଷ କଟକରେ ପୁଣି ଐତିହାସିକ ବାଲିଯାତ୍ରା ଅନୁଷ୍ଠିତ ହେବ । ଏ ନେଇ ଆଜି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ଗଣମାଧ୍ୟମ ସମ୍ମୁଖରେ ସୂଚନା ଦେଇଛନ୍ତି । ରାଜ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସମସ୍ତ ଉତ୍ସବ ତଥା ଧାର୍ମିକ, ସାମାଜିକ ଆଦି ଜନସମାଗମ କାର୍ଯ୍ୟକ୍ରମ ଉପରେ ଅଙ୍କୁଶ ଲଗାଯାଇଥିଲା…

Read More

ବିଭିନ୍ନ ଦାବି ନେଇ ଆଶା କର୍ମୀଙ୍କ ରାସ୍ତା ଅବରୋଧ

ବିଭିନ୍ନ ଦାବି ନେଇ ଆଶା କର୍ମୀଙ୍କ ରାସ୍ତା ଅବରୋଧ ନରସିଂହପୁର(ଏନ୍‌.ଏମ୍‌.): ବିଭିନ୍ନ ଦାବି ନେଇ ଆଜି କଟକ ଜିଲ୍ଲା ନରସିଂହପୁର ପଞ୍ଚମୁହିଁ ଛକ ଠାରେ ଆଶା କର୍ମୀମାନେ ରାସ୍ତା ଅବରୋଧ କରିଛନ୍ତି । ନରସିଂହପୁରରେ କାର୍ଯ୍ୟରତ ଆଶା କର୍ମୀମାନେ ଦୀର୍ଘ ଦିନ ଧରି ଦାବି କରିଆସୁଥିଲେ ମଧ୍ୟ କୌଣସି ସୁଫଳ ନମିଳିବାରୁ ଆଜି ବାଧ୍ୟ ହୋଇ କର୍ମୀମାନେ ରାଜ ରାସ୍ତାକୁ ଓହ୍ଲାଇଛନ୍ତି । ବିପିଏମ (ବ୍ଲକ ପ୍ରୋଗ୍ରାମ ମ୍ୟାନେଜର)ଙ୍କ ବଦଳି ବାତିଲ ଦାବିକରି ରାସ୍ତା ଅବରୋଧ କରିଛନ୍ତି…

Read More

ଫକିରପୁର ମା’ ବାଟ ମଙ୍ଗଳାଙ୍କ ସପ୍ତମ ବାର୍ଷିକ ଉତ୍ସବ

ଫକିରପୁର ମା’ ବାଟ ମଙ୍ଗଳାଙ୍କ ସପ୍ତମ ବାର୍ଷିକ ଉତ୍ସବ ଜଗତପୁର(ଏନ୍‌.ଏମ୍‌.): ଜଗତପୁର ଆଇ.ବି. ରୋଡସ୍ଥିତ ଫକିରପୁର ବଉଳେଇ ସାହିରେ ମା’ ବାଟ ମଙ୍ଗଳାଙ୍କ ସପ୍ତମ ବାର୍ଷିକ ଉତ୍ସବ ଅନୁଷ୍ଟିତ ହୋଇଯାଇଛି । ଏହି ଅବସରରେ ବୈଦିକ ରୀତିରେ ମା’ଙ୍କ ସ୍ୱତନ୍ତ୍ର ପୂଜା କରାଯାଇଥିଲା । ଗତକାଲି ଦିନ ଅଙ୍କୁରା ରୋପଣ କରାଯାଇଥିବାବେଳେ ଆଜି ସକାଳ ୭ ଘଟିକାରେ କଳସ ଶୋଭାଯାତ୍ରାରେ ଶତାଧିକ ଶ୍ରଦ୍ଧାଳୁମାନେ କଳସୀ ଶୋଭାଯାତ୍ରାରେ ଜଳପୁର୍ଣ୍ଣ କଳସୀରେ ମହାନଦୀରୁ ଜଳ ଆଣି ମନ୍ଦିରରେ ପହଁଞ୍ଚି ଥିଲେ…

Read More

କିଶୋର କ୍ଲବର ୬୧ ତମ ବାର୍ଷିକ ଉତ୍ସବ

କିଶୋର କ୍ଲବର ୬୧ ତମ ବାର୍ଷିକ ଉତ୍ସବ ଜଗତପୁର(ଏନ୍‌.ଏମ୍‌.): ନିମପୁର କିଶୋର କ୍ଲବର ୬୧ତମ ବାର୍ଷିକ ଉତ୍ସବ ମହା ସମାରୋହରେ ଉଦଯାପିତ ହୋଇଯାଇଛି । ଏହି ଉଦ୍‌ଯାପନ ଉତ୍ସବରେ ମୁଖ୍ୟଅତିଥିଭାବେ କଟକ ମେୟର ସୁବାଷ ସିଂହ, ମୂଖ୍ୟବକ୍ତା ଭାବେ ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ୱାଳ, ସମ୍ମାନିତ ଅତିଥିଭାବେ ଡେପୁଟି ମେୟର ଦମୟନ୍ତୀ ମାଝି ଏବଂ ୪୮ ନମ୍ବର ୱାର୍ଡ କର୍ପୋରେଟର ନଳିନୀ ବେହେରା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲା ବେଳେ ଗତକାଲି ଉଦଘାଟନୀ ଉତ୍ସବରେ ମୁଖ୍ୟଅତିଥି…

Read More

ପ୍ରଦୂଷଣ ହେଉଛି କେନ୍ଦ୍ରାପଡା କେନାଲ : ଫିଙ୍ଗା ଯାଉଛି ଗଦା ଗଦା ଅଳିଆ ଆବର୍ଜନା ଓ ଅଇଁଠା ପତ୍ର

ପ୍ରଦୂଷଣ ହେଉଛି କେନ୍ଦ୍ରାପଡା କେନାଲ ଫିଙ୍ଗା ଯାଉଛି ଗଦା ଗଦା ଅଳିଆ ଆବର୍ଜନା ଓ ଅଇଁଠା ପତ୍ର ଜଗତପୁର(ଏନ୍‌.ଏମ୍‌.): କଟକରେ ସ୍ୱଚ୍ଛତା ପାଇଁ ଡିଣ୍ଡିମ ପିଟାଯାଉଥିବାବେଳେ ସରକାରଙ୍କ ପକ୍ଷରୁ ପ୍ରଚଳିତ ସ୍ୱଚ୍ଛ ଭାରତ ଅଭିଯାନ ଏଠାରେ ବିଫଳ ହେଉଛି । ଯାହା ସହରରେ ସ୍ୱଚ୍ଛତା କେବଳ କାଗଜକଲମରେ ଚାଲିଛି ବୋଲି ସାଧାରଣରେ ଚର୍ଚ୍ଚା ଚାଲୁଛି । ନିୟମିତ ଘରକୁ ଘର ଆବର୍ଜନା ସଂଗ୍ରହ ହେବା, ଆବର୍ଜନାଗୁଡ଼ିକୁ ଏମସିସି କେନ୍ଦ୍ରରେ ପ୍ରୋସେସିଂ କରି କମ୍ପୋଷ୍ଟ ତିଆରି କରିବା ପାଇଁ…

Read More

ଚିତ୍ରକଳା ଓ ହସ୍ତଶିଳ୍ପ କର୍ମଶାଳା ଉଦ୍‌ଘାଟିତ

ଚିତ୍ରକଳା ଓ ହସ୍ତଶିଳ୍ପ କର୍ମଶାଳା ଉଦ୍‌ଘାଟିତ ଖଣ୍ଡପଡା(ଏନ୍‌.ଏମ୍‌.): ଖଣ୍ଡପଡା ମହିଳା ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ତପସ୍ୟା ଆର୍ଟ ଆଣ୍ଡ ମ୍ୟୁଜିକ ବିଦ୍ୟାଳୟ ପକ୍ଷରୁ ଗ୍ରୀଷ୍ମକାଳିନ ଚିତ୍ରକଳା ଓ ହସ୍ତଶିଳ୍ପ ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଓଡିଶାର ସୁନାମଧ୍ୟନ୍ୟ ବିଶିଷ୍ଟ ଚିତ୍ରଶିଳ୍ପୀ ଲଡୁକିଶୋର ସିଂହସାମନ୍ତ ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜଳନ କରି କର୍ମଶାଳାକୁ ଉଦ୍‌ଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ଖଣ୍ଡପଡା ବନାଞ୍ଚଳ ଅଧିକାରୀ ଶରତ ଚନ୍ଦ୍ର ଶତପଥୀ, ବ୍ଲକ ଶିକ୍ଷାଧିକାରୀ ପ୍ରତାପ କିଶୋର…

Read More

ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗର ସମୀକ୍ଷା ବୈଠକ

ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗର ସମୀକ୍ଷା ବୈଠକ ଭୁବନେଶ୍ୱର(ଏନ୍‌.ଏମ୍‌.): ପ୍ରାଣୀସମ୍ପଦ ଗ୍ରାମାଞ୍ଚଳର ଆର୍ଥିକ ବିକାଶ ଓ କୃଷକମାନଙ୍କର ଆୟବୃଦ୍ଧିର ଏକ ପ୍ରମୁଖ ବାହକ ହୋଇଥିବାରୁ ବିଭାଗୀୟ ଯୋଜନାଗୁଡ଼ିକର ସଫଳ ରୂପାୟନ କରି ଚାଷୀମାନଙ୍କୁ ଏହାର ସୁଫଳ ସିଧାସଳଖ ପହଞ୍ଚାଇବା ଉପରେ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଗୁରୁତ୍ୱାରୋପ କରିଛନ୍ତି । କୃଷି ଭବନଠାରେ ଆୟୋଜିତ ଏକ ବୈଠକରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ମତ୍ସ୍ୟ ଓ…

Read More

ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାରେ ବୀମାଭୁକ୍ତ ଚାଷୀଙ୍କୁ କ୍ଷତିପୂରଣ ପ୍ରଦାନ ନିମନ୍ତେ ନିର୍ଦ୍ଦେଶ

ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାରେ ବୀମାଭୁକ୍ତ ଚାଷୀଙ୍କୁ କ୍ଷତିପୂରଣ ପ୍ରଦାନ ନିମନ୍ତେ ନିର୍ଦ୍ଦେଶ ଭୁବନେଶ୍ୱର(ଏନ୍‌.ଏମ୍‌.): ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ବୀମାଭୁକ୍ତ ଚାଷୀମାନେ ଯେପରି ଶୀଘ୍ର କ୍ଷତିପୂରଣ ପାଇପାରିବେ ସେଥି ନିମନ୍ତେ ବୀମା କମ୍ପାନୀ, ବ୍ୟାଙ୍କ ଏବଂ ବିଭାଗୀୟ ଅଧିକାରୀ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ନିର୍ଦ୍ଦେଶ ଦେଇଛନ୍ତି । କୃଷି ଭବନଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ବୈଠକରେ ମନ୍ତ୍ରୀ…

Read More

ମହାନଦୀରେ ପୁଣି କୁମ୍ଭୀର ଆତଙ୍କ

ମହାନଦୀରେ ପୁଣି କୁମ୍ଭୀର ଆତଙ୍କ ଆଠଗଡ଼(ଏନ୍‌.ଏମ୍‌.): ମହାନଦୀରେ ପୁଣି କୁମ୍ଭୀର ଆତଙ୍କ ଦେଖିବାକୁ ମିଳିଛି । ଗତ କିଛି ମାସ ତଳେ ଗୋଟିଏ କୁମ୍ଭୀର ମହାନଦୀରେ ବୁଲୁଥିବାବେଳେ ଏହା ବିରୂପାନଦୀର ଜଗତପୁର ଠାରୁ ଉଦ୍ଧାର କରାଯାଇଥିଲା । ତେବେ ଏହି କୁମ୍ଭୀର ଦେହରେ କିଛି ବୈଦୂତିକ ଯନ୍ତ୍ରପାତି (ଡିଭାଇସ) ଲାଗିଥିବାରୁ ଏହି କୁମ୍ଭୀରକୁ ନେଇ ବନ ବିଭାଗ କିମ୍ବା କୁମ୍ଭୀର ଉପରେ ସ୍ୱତନ୍ତ୍ର ଗବେଷଣା କରୁଥିବା ବିଭାଗ ଏହାକୁ ନଦୀରେ ଛାଡ଼ିଥିବା କୁହାଗଲା । ତେବେ ଉକ୍ତ…

Read More