ଆଇଏଏସ ସ୍ତରରେ ବଡ଼ଧରଣର ଅଦଳବଦଳ: ୧୧ ଜିଲ୍ଲାପାଳ ଓ ୩ ମହାନଗର ନିଗମ କମିଶନରଙ୍କ ବଦଳି
ଆଇଏଏସ ସ୍ତରରେ ବଡ଼ଧରଣର ଅଦଳବଦଳ: ୧୧ ଜିଲ୍ଲାପାଳ ଓ ୩ ମହାନଗର ନିଗମ କମିଶନରଙ୍କ ବଦଳି ଭୁବନେଶ୍ୱର(ଏନ୍.ଏମ୍.): ରାଜ୍ୟ ସରକାର ଆଜି ଜିଲ୍ଲାପାଳ ଓ ଆଇଏଏସ ସ୍ତରରେ ବଡ଼ଧରଣର ଅଦଳବଦଳ କରିଛନ୍ତି । ଏହି ବଦଳି ମଧ୍ୟରେ ୧୧ଟି ଜିଲ୍ଲାର ଜିଲ୍ଲାପାଳଙ୍କ ସମେତ ଭୁବନେଶ୍ୱର, କଟକ ଓ ବ୍ରହ୍ମପୁର ଆଦି ୩ଟି ମହାନଗର ନିଗମର କମିଶନରଙ୍କୁ ବଦଳି କରାଯାଇଛି । ଏହାସହିତ ଖୋର୍ଦ୍ଧା, ଭଦ୍ରକ, ରାୟଗଡ଼ା ଆଦି ଜିଲ୍ଲାରେ ଜିଲ୍ଲାପାଳ ଭାବେ ଓଏଏସ ଅଫିସର ଥିବାବେଳେ ସେଠାରେ…
