ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟା ଘଟଣାରେ ପୀଡ଼ିତାଙ୍କ ପରିବାରକୁ ନ୍ୟାୟ ଦାବିରେ ଆଠଗଡ଼ କଂଗ୍ରେସର ବିକ୍ଷୋଭ

ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟା ଘଟଣାରେ ପୀଡ଼ିତାଙ୍କ ପରିବାରକୁ ନ୍ୟାୟ ଦାବିରେ ଆଠଗଡ଼ କଂଗ୍ରେସର ବିକ୍ଷୋଭ ଆଠଗଡ଼ (ଏନ୍‍.ଏମ୍‍.): ବହୁ ଚର୍ଚ୍ଚିତ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟାର ଉପଯୁକ୍ତ ତଦନ୍ତ ଓ ନ୍ୟାୟ ଦାବିରେ ଆଠଗଡ଼ କଂଗ୍ରେସ ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହି ଅବସରରେ ବିକ୍ଷୋଭକାରୀମାନେ ସ୍ଥାନୀୟ କଖଡି ଠାରୁ ଆଠଗଡ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ମୋଟରସାଇକେଲ ଶୋଭାଯାତ୍ରା ପରିକ୍ରମା କରିବା ସହ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି ।…

Read More

ପୁରୀରେ ବିଦ୍ୟୁତ ମହୋତ୍ସବ

ପୁରୀରେ ବିଦ୍ୟୁତ ମହୋତ୍ସବ କୋଣାର୍କ (ଏନ୍‍.ଏମ୍‍.): ବିଦ୍ୟୁତର ସଦବ୍ୟବହାର ଓ ବିଦ୍ୟୁତ ସଞ୍ଚୟ ନେଇ ପ୍ରତ୍ୟେକ ଜନସାଧାରଣ ସଚେତନ ହେଲେ, ଭବିଷ୍ୟତ ପାଇଁ ଶକ୍ତି ସଞ୍ଚୟ କରାଯାଇ ପାରିବ ବୋଲି ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ କହିଛନ୍ତି । ପୁରୀ ଟାଉନ ହଲ ଠାରେ ଜିଲ୍ଲା ପ୍ରଶାସନ ଏବଂ ପିଜିସିଆଇଏଲ, ଓପିଟିସିଏଲ, ଟିପିସିଓଡିଏଲର ମିଳିତ ସହଯୋଗରେ ଆଜାଦୀକା ଅମୃତ ମହୋତ୍ସବ ପାଳନ ଅବସରରେ ଉଜ୍ଜ୍ୱଳ ଭାରତ, ଉଜ୍ଜ୍ୱଳ ଭବିଷ୍ୟ ପାୱାର ଆଟଦରେଟ୨୦୪୭ ବିଦ୍ୟୁତ ମହୋତ୍ସବ କାର୍ଯ୍ୟକ୍ରମ…

Read More

ପୁଅକୁ ଫେରାଇ ଆଣିବାକୁ ମା’ର ଆକୁଳ ନିବେଦନ

ପୁଅକୁ ଫେରାଇ ଆଣିବାକୁ ମା’ର ଆକୁଳ ନିବେଦନ ସାଲେପୁର(ଏନ୍‍.ଏମ୍‍.): କଟକ ଜିଲ୍ଲା ସାଲେପୁର ଥାନା ଧର୍ମାଗତପୁର ଗ୍ରାମର ଜଣେ ଯୁବକ ଚାକିରୀ କରିବାକୁ ଯାଇ ୪ବର୍ଷ ଧରି ଘରକୁ ନଫେରିବା ନେଇ ପରିବାର ଲୋକେ ଭାଙ୍ଗି ପଡ଼ିଛନ୍ତି । ଏ ନେଇ ପରିବାର ଲୋକେ ପୁଅକୁ ଫେରାଇ ଆଣିବାକୁ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କୁ ନେହୁରା ହୋଇଥିଲେ ମଧ୍ୟ ତାହା ନିରୂକ୍ତ ବେଦନାରେ ପରିଣତ ହୋଇଛି । ତେବେ ପୁଅକୁ ଫେରାଇ ଆଣିବା ପାଇଁ ମା’ ଆକୁଳ ନିବେଦନ…

Read More

ଜେ.କେ. ଲକ୍ଷ୍ମୀ ସିମେଣ୍ଟ ପକ୍ଷରୁ ଠିକାଦାର ସମ୍ମିଳନୀ

ଜେ.କେ. ଲକ୍ଷ୍ମୀ ସିମେଣ୍ଟ ପକ୍ଷରୁ ଠିକାଦାର ସମ୍ମିଳନୀ ଜଗତପୁର(ଏନ୍‍.ଏମ୍‍.): ଜଗତପୁର ଆଇ.ବି.ରୋଡସ୍ଥିତ ଶତପଥି ଏଜେନ୍ସି କାର୍ଯ୍ୟାଳୟରେ ଜେ.କେ. ଲକ୍ଷ୍ମୀ ସିମେଣ୍ଟ କମ୍ପାନୀ ପକ୍ଷରୁ ଏକ ଠିକାଦାର ସମ୍ମିଳନୀ ଅନୁଷ୍ଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କମ୍ପାନୀର ବୈଷୟିକ ଅଧିକାରୀ ଇଂ. ବ୍ରହ୍ମପ୍ରକାଶ ଜେନା ଏବଂ ମାର୍କେଟିଂ ଅଧିକାରୀ କମଲଜିତ ସାହୁ ପ୍ରମୁଖ ଯୋଗଦେଇ ନିର୍ମାଣ ସମ୍ବନ୍ଧିତ ଆଲୋଚନା କରିଥିଲେ । ଏହି ଅବସରରେ ନିର୍ମାଣ କ୍ଷେତ୍ରରେ ଉତ୍ତମ ଗୁଣବତ୍ତା ଓ ନିର୍ମାଣ ସମ୍ପର୍କୀତ ବିଭିନ୍ନ ଉପକରଣ ଏବଂ…

Read More

ଆରପାରିରେ ପୂର୍ବତନ ବିଧାୟକ ତଥା ଶ୍ରମିକ ନେତା ରାଜୁ ସିଂହ

ଆରପାରିରେ ପୂର୍ବତନ ବିଧାୟକ ତଥା ଶ୍ରମିକ ନେତା ରାଜୁ ସିଂହ କଟକ(ଏନ୍‌.ଏମ୍‌.): ବିଶିଷ୍ଟ ଶ୍ରମିକ ନେତା, ସମାଜବାଦୀ ଚିନ୍ତାଧାରାର ବ୍ୟକ୍ତିତ୍ୱ ତଥା ପୂର୍ବତନ ବିଧାୟକ ରାଜେନ୍ଦ୍ର ପ୍ରସାଦ ସିଂହଙ୍କ ହୃଦଘାତ ଯୋଗୁ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୫ବର୍ଷ ବୟସ ହୋଇଥିଲା । ସେ କିଛିଦିନ ହେବ ରକ୍ତଚାପ ତଥା ହୃଦରୋଗରେ ପୀଡିତ ଥିଲେ । ତେବେ ଆଜି ରାତି ପ୍ରାୟ ସାଢେ ଆଠଟା ବେଳେ ସିଡ଼ିଏସ୍ଥିତ ବାସ ଭବନରେ ତାଙ୍କର ହଠାତ୍ ହୃଦ୍‌ଘାତ…

Read More

ଆଠଗଡରେ କାରଗିଲ ବିଜୟ ଦିବସ

ଆଠଗଡରେ କାରଗିଲ ବିଜୟ ଦିବସ ଆଠଗଡ଼(ଏନ୍‌.ଏମ୍‌.): ଭାରତୀୟ ସେନାର ସୌର୍ଯ୍ୟ ଏବଂ ପରାକ୍ରମର ଦିବସ ବିଜୟ ଦିବସ । ଆଜିର ଦିନରେ ଭାରତୀୟ ସେନାର ବୀର ସନ୍ତାନମାନଙ୍କ ବଳିଦାନରେ ପାକିସ୍ତାନର ଆଘୋଷିତ ଯୁଦ୍ଧକୁ ଜୟ କରିଥିଲା ଭାରତୀୟ ସେନା । କାରଗିଲ ପାହାଡ ଉପରେ ତ୍ରିରଙ୍ଗା ଉଡାଇବାର ସ୍ୱର୍ଣିମ ମୂହୃର୍ତ୍ତକୁ ମନେ ପକେଇବା ପାଇଁ ପ୍ରତିବର୍ଷ ଜୁଲାଇ ୨୬ ତାରିଖକୁ ବିଜୟ ଦିବସ ଭାବରେ ସାରା ଦେଶରେ ପାଳିତ ହେଉଛି । ଓଡ଼ିଶାର ୧୩ ଜଣ ବୀର…

Read More

ସ୍ୱାଭିମାନ କଟକ ପକ୍ଷରୁ ବିଧାୟକ ମହମ୍ମଦ ମୋକିମଙ୍କୁ ନାଗରିକ ସମ୍ବର୍ଦ୍ଧନା

ସ୍ୱାଭିମାନ କଟକ ପକ୍ଷରୁ ବିଧାୟକ ମହମ୍ମଦ ମୋକିମଙ୍କୁ ନାଗରିକ ସମ୍ବର୍ଦ୍ଧନା କଟକ(ଏନ୍‌.ଏମ୍‌.): ଓଡ଼ିଶାର ମାଟି ପ୍ରତି ମୋହ ଏବଂ ଓଡ଼ିଆ ଝିଅକୁ ଭାରତର ସାମ୍ବିଧାନିକ ମୁଖ୍ୟ ରାଷ୍ଟ୍ରପତି ପଦରେ ଅଧିଷ୍ଠିତ କରିବା ପାଇଁ ନିଜର ମୂଲ୍ୟବାନ ଭୋଟ ପ୍ରଦାନ କରି ଓଡ଼ିଆ ଜାତିର ଟେକ ରଖିଥିବା କଟକ ବାରବାଟୀ ମାନ୍ୟବର ବିଧାୟକ ମହମ୍ମଦ ମୋକିମଙ୍କୁ ସ୍ୱାଭିମାନ କଟକ ପକ୍ଷରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଅଛି । ଏହି ପରିପେକ୍ଷୀରେ ବିଧାୟକ ମହୋଦୟଙ୍କୁ ଶିଖରପୁର କାଳୀମନ୍ଦିର ନିକଟରୁ ସ୍ୱାଗତ କରି…

Read More

ନିଆରା ପ୍ରୟାସ: ଅଟୋ ଡ୍ରାଇଭରଙ୍କ ଅଙ୍ଗୁର ଚାଷ

ନିଆରା ପ୍ରୟାସ: ଅଟୋ ଡ୍ରାଇଭରଙ୍କ ଅଙ୍ଗୁର ଚାଷ ସାଲେପୁର(ଏନ୍‌.ଏମ୍‌.): ସାଲେପୁର ମାଟିରେ ଫଳୁଛି ପେନ୍ଥା ପେନ୍ଥା ଅଙ୍ଗୁର । ଆଉ ଏହି ମାଟିରେ ଅଙ୍ଗୁର ଫଳାଇ ଏବେ ଚର୍ଚ୍ଚାରେ ଅଛନ୍ତି ଜଣେ ଅଟୋ ଡ୍ରାଇଭର । ପେଶା ତାଙ୍କର ଅଟୋ ଚଳାଇବା ହେଲେ; ନିଶା ହେଉଛି ବାଡ଼ି ବଗିଚାରେ ବିଭିନ୍ନ ରକମର ଫୁଲ ଫଳ ଗଛ ଲଗାଇବା । ସେହି ନିଷ୍ଠାପର ପରିଶ୍ରମ ଆଉ ନିଶା ଏବେ ତାଙ୍କୁ ଦେଇଛି ଏଭଳି ସଫଳତା । ତାଙ୍କ ଗଛରେ…

Read More

କିମ୍ବଦନ୍ତୀ ସ୍ୱର ସାଧକ ସିକନ୍ଦର ଆଲାମଙ୍କ ୮୩ ତମ ଜୟନ୍ତୀ ଉତ୍ସବ

କିମ୍ବଦନ୍ତୀ ସ୍ୱର ସାଧକ ସିକନ୍ଦର ଆଲାମଙ୍କ ୮୩ ତମ ଜୟନ୍ତୀ ଉତ୍ସବ ସିକନ୍ଦର ଆଲାମଙ୍କ ସ୍ମୃତିରେ ସମ୍ମାନ ଲକ୍ଷ ଲକ୍ଷ ସଂଗୀତ ସାଧକଙ୍କୁ ଅନୁପ୍ରାଣିତ କରିବ-ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର(ଏନ୍‌.ଏମ୍‌.): ରାଜ୍ୟ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଗୁରୁ କେଳୁଚରଣ ମହାପାତ୍ର ଓଡିଶୀ ଗବେଷଣା କେନ୍ଦ୍ର ଏବଂ ସିକନ୍ଦର ଆଲାମ ଫାଉଣ୍ଡେସନର ମିଳିତ ସହଯୋଗରେ ଓଡିଆ ସଂଗୀତ ଜଗତର ସାଲବେଗ ଭାବେ କଥିତ ମହମ୍ମଦ ସିକନ୍ଦର ଆଲାମଙ୍କର ୮୩ତମ ଜୟନ୍ତୀ ଉତ୍ସବ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ ଅନୁଷ୍ଠିତ…

Read More

ଆଡ଼ମିସନକୁ ମନା କରୁଥିବା ସ୍କୁଲକୁ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କ ସ୍ୱୀକୃତି ପ୍ରତ୍ୟାହାର ଚିଠି

ଆନ୍ଦୋଳନ ସ୍ଥଗିତ ରଖିଲା ଓଡିଶା ଅଭିଭାବକ ମହାସଂଘ ଆଡ଼ମିସନକୁ ମନା କରୁଥିବା ସ୍କୁଲକୁ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କ ସ୍ୱୀକୃତି ପ୍ରତ୍ୟାହାର ଚିଠି ଭୁବନେଶ୍ୱର(ଏନ୍‌.ଏମ୍‌.): ୨୦୦୯ଶିକ୍ଷା ଅଧିକାର ଆଇନ ଅନୁଯାଇ ଅବହେଳିତ ଶ୍ରେଣୀର ପିଲାଙ୍କ ପାଇଁ ସବୁ ସ୍କୁଲରେ ୨୫ପ୍ରତିଶତ ସିଟ ସଂରକ୍ଷଣ ବ୍ୟବସ୍ଥା ରହିଛି । ହେଲେ ଓଡିଶା ଅଭିଭାବକ ମହାସଂଘର ବହୁ ବାର ଧାରଣା, ଧର୍ମଘଟ, ଅନଶନ ପରେ ଗତବର୍ଷ ଏହି ଆଇନ କାର୍ଯ୍ୟକାରୀ ହୋଇ ମାତ୍ର ୫ ହଜାର ପିଲା ଆଡ଼ମିସନ କରିଥିଲେ ।…

Read More

ଚୌଦ୍ୱାର ଶିଶୁ ମନ୍ଦିରରେ କୃତୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା ଓ ପାନୀୟ ଜଳ ପ୍ରକଳ୍ପ ଉଦ୍‌ଘାଟନ

ଚୌଦ୍ୱାର ଶିଶୁ ମନ୍ଦିରରେ କୃତୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା ଓ ପାନୀୟ ଜଳ ପ୍ରକଳ୍ପ ଉଦ୍‌ଘାଟନ ଚୌଦ୍ୱାର(ଏନ୍‌.ଏମ୍‌.): ଚୌଦ୍ୱାର ଶିଶୁ ମନ୍ଦିରରେ ସ୍ୱଚ୍ଛ ପାନୀୟ ଜଳ ପ୍ରକଳ୍ପ ଉଦ୍‌ଘାଟନ ସହିତ କୃତୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଶିଶୁମନ୍ଦିର ସଭାପତି ସ୍ୱପ୍ନା ନାୟକଙ୍କ ପୌରହିତ୍ୟରେ ଇମ୍ଫା ଶିଳ୍ପ ସଂସ୍ଥା ଦ୍ୱାରା ନୂତନ ଭାବେ ନିର୍ମାଣ କରାଯାଇଥିବା ସ୍ୱଚ୍ଛ ପାନୀୟ ଜଳ ପ୍ରକଳ୍ପର ଉଦ୍‌ଘାଟନ କରାଯିବା ସହ ଚଳିତ ଶିକ୍ଷାବର୍ଷରେ ଏ ୱାନରେ ମାଟ୍ରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ୮ଜଣ…

Read More

ନକଲି ଜର୍ଦା ଓ ଖେସାରି ଡାଲିକୁ ମାଟିରେ ପୋତିଦେଲା ସିଏମସି

ନକଲି ଜର୍ଦା ଓ ଖେସାରି ଡାଲିକୁ ମାଟିରେ ପୋତିଦେଲା ସିଏମସି କଟକ/ ସାଲେପୁର (ଏନ୍‌.ଏମ୍‌.): ବିଭିନ୍ନ ସମୟରେ କଟକ ସହର ତଥା ଏହାର ଉପକଣ୍ଠ ଅଞ୍ଚଳରେ ବ୍ୟାପକ ନକଲି ସାମଗ୍ରୀ ଜବତ କରାଯାଇଥିଲା । ତେବେ ସେଗୁଡ଼ିକ ଦୀର୍ଘ ଦିନ ଧରି ଥାନା ପରିସରରେ ଗଦାହୋଇ ରହିବା ଦ୍ୱାରା ପରିବେଶ ମଧ୍ୟ ପ୍ରଦୂଷତ ହେଉଥିଲା । ତେଣୁ ଏ ନେଇ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଆଜି ସିଏମସି ପକ୍ଷରୁ ଜବତ ହୋଇଥିବା ନକଲି ଜର୍ଦା ଏବଂ ଖେଶାରୀ…

Read More