ସ୍ବାମୀର କିଡନୀ ଅପରେସନ ପାଇଁ ସାହାଯ୍ୟ ଲୋଡିଲେ ପତ୍ନୀ
ସ୍ବାମୀର କିଡନୀ ଅପରେସନ ପାଇଁ ସାହାଯ୍ୟ ଲୋଡିଲେ ପତ୍ନୀ ସାଲେପୁର (ଏନ୍.ଏମ୍.): ସତରେ ଏହି ଦୁନିଆ ବହୁତ୍ ବିଚିତ୍ର,କିଏ ସୁନା ଥାଳିରେ ଭାତ ଖାଉଛି ତ କିଏ ଖପରା ଖଣ୍ଡେ ବି ପାଉନି, ଚାଳ ଛପର ଘର ସାଙ୍ଗକୁ ଭୋକିଲା ପେଟକୁ ଦାନା ଯୋଗାଡ଼ କରିବା କଷ୍ଟ,ସେଥିରେ ପୁଣି କିଡନୀ ରୋଗରେ ଶଯ୍ୟାଶାୟୀ ସ୍ବାମୀ,ଦୁଇ ଦୁଇଟି ଛୋଟ ଛୁଆ ଙ୍କ ମୁହଁ କୁ ଅନେଇଦେଲେ ଆଖିରେ ଲୁହ ଆସିଯାଉଛି।ଏମିତି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି…
