ବାଲ୍ୟ ବିବାହ ଓ ଶିଶୁ ସୁରକ୍ଷା ସଚେତନତା କର୍ମଶାଳା
ବାଲ୍ୟ ବିବାହ ଓ ଶିଶୁ ସୁରକ୍ଷା ସଚେତନତା କର୍ମଶାଳା ଖଣ୍ଡପଡା(ଏନ୍.ଏମ୍.): ଖଣ୍ଡପଡା ବ୍ଳକ ଅଧିନ ଖଳିସାହି ପଂଚାୟତ କାର୍ଯ୍ୟାଳୟ ସଭାଗୃହରେ ବାଲ୍ୟ ବିବାହ ପ୍ରଥାର ବିଲୋପ ସହ ଶିଶୁମାନଙ୍କର ସୁରକ୍ଷା ନେଇ ଏକ ସଚେତନତା କର୍ମଶାଳା ବୁଧବାର ଅନୁଷ୍ଠିତ ହୋଇଯାଇଛି । ନୟାଗଡ ଚାଇଲଡ ଲାଇନ ପକ୍ଷରୁ ଆୟୋଜିତ କର୍ମଶାଳରେ ଖଳିସାହି ସରପଂଚ ‘କୀର ମୋହନ ଦାସଙ୍କ ସମେତ ସମସ୍ତ ୱାର୍ଡର ସଭ୍ୟ/ସଭ୍ୟାମାନେ ଯୋଗ ଦେଇଥିଲେ । ଚାଇଲଡ ଲାଇନ ପକ୍ଷରୁ ସୁଜାତା ବେହେରା ଓ ବିକ୍ରମ…
