ସିଏମସିର ପୂଜା ପ୍ରସ୍ତୁତି ଧର୍ମକୁ ଆଖିଠାର: ୪୮ନମ୍ବର ୱାର୍ଡରେ ରାସ୍ତା ଉପରେ ଲହଡି ଖେଳୁଛି ନର୍ଦ୍ଦମା ପାଣି

ସିଏମସିର ପୂଜା ପ୍ରସ୍ତୁତି ଧର୍ମକୁ ଆଖିଠାର: ୪୮ନମ୍ବର ୱାର୍ଡରେ ରାସ୍ତା ଉପରେ ଲହଡି ଖେଳୁଛି ନର୍ଦ୍ଦମା ପାଣି କଟକ(ଏନ୍‌.ଏମ୍‌.): କଟକ ସହରରେ ଶାରଦୀୟ ଦୁର୍ଗାପୂଜା ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି । ପ୍ରଶାସନିକସ୍ତରରୁ ଆରମ୍ଭ କରି ସାହି ମୁରବୀଙ୍କ ପର୍ଯ୍ୟନ୍ତ ସମସ୍ତେ ବ୍ୟସ୍ତ । କିଭଳି ସୁରୁଖୁରୁରେ ପାଳନ ହେବ ପାର୍ବଣ । ହେଲେ ସିଏମସି କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ସହରର ବିଭିନ୍ନ ୱାର୍ଡ଼ରେ ଜନଅସନ୍ତୋଷ ତେଜିବାରେ ଲାଗିଛି । ଗୋଟିଏ ପଟେ ପାର୍ବଣ ନିମନ୍ତେ…

Read More

ସାହାରା ଜମାକାରୀଙ୍କ ପକ୍ଷରୁ ଥାନାରେ ଏତଲା

ସାହାରା ଜମାକାରୀଙ୍କ ପକ୍ଷରୁ ଥାନାରେ ଏତଲା ଆଠଗଡ଼(ଏନ୍‌.ଏମ୍‌.): ଖୁଣ୍ଟୁଣୀ ଅଞ୍ଚଳର ସାହାରା ଜମାକାରୀମାନେ ସେମାନଙ୍କ ଜମା ଅର୍ଥ ନପାଇବାରୁ ସାହାରା ଇଣ୍ଡିଆ ବିରୋଧରେ ଖୁଣ୍ଟୁଣୀ ଥାନାରେ ଏତଲା ଦେଇଛନ୍ତି । କ୍ଷତିଗ୍ରସ୍ତ ଜମାକାରୀମାନେ ସେମାନଙ୍କ ଏତଲାରେ ସାହାରା ଇଣ୍ଡିଆର ଖୁଣ୍ଟୁଣୀ ଶାଖାରେ ଏଜେଣ୍ଟମାନଙ୍କ ଜରିଆରେ କୋଟି କୋଟି ଟଙ୍କା ଜମା କରିଛନ୍ତି । ସେମାନଙ୍କ ଜମା ଅର୍ଥର ମିଆଦ ପୁରିଯାଇଥିଲେ ମଧ୍ୟ ବିଗତ ଦୁଇ ତିନି ବର୍ଷ ହେଲା ସଂସ୍ଥାର କର୍ମକର୍ତ୍ତା ଆଜିକାଲି କହି ସମୟ ଗଡାଇ…

Read More

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଚରମ ଜନବିରୋଧି ନୀତି ପ୍ରତିବାଦରେ ୨୯ ସେପ୍ଟେମ୍ବର ରାଜ୍ୟସ୍ତରୀୟ ଗଣବିକ୍ଷୋଭ କଟକ (ଏନ୍‌.ଏମ୍‌.): କେନ୍ଦ୍ର ଓ ରାଜ୍ୟସରକାର ନିଜର ସ୍ୱାର୍ଥ ପାଇଁ ଜନସାଧାରଣଙ୍କ ଉପରେ ଟିକସ ବୋଝ ଲଦି ଦେଉଛନ୍ତି । ଗୋଟିଏ ପରେ ଗୋଟିଏ ସଂସ୍କାର ନାମରେ ଯାହା ପ୍ରଚଳନ କରୁଛନ୍ତି ସେଥିରେ ପ୍ରଭାବିତ ହେଉଛନ୍ତି ଦେଶର ଲକ୍ଷ ଲକ୍ଷ ଗରିବ ଜନସାଧାରଣ । ତେଣୁ ଉଭୟ ସରକାରଙ୍କ ଜନବିରୋଧି ନୀତି ପ୍ରତିବାଦରେ ଆସନ୍ତା ସେପ୍ଟେମ୍ବର ୨୯ତାରିଖରେ ରାଜ୍ୟସ୍ତରୀୟ ଗଣ…

Read More

ଚୌଦ୍ୱାର-କଟକ ନିର୍ବାଚନ ମଣ୍ଡଳୀର ୨ଟି ବିଶ୍ୱବିଦ୍ୟାଳୟ ଓ ୪ଟି ମହାବିଦ୍ୟାଳୟରେ ଗଠନ ହେଲା କ୍ୟାମ୍ପସ କମିଟି

ଚୌଦ୍ୱାର-କଟକ ନିର୍ବାଚନ ମଣ୍ଡଳୀର ୨ଟି ବିଶ୍ୱବିଦ୍ୟାଳୟ ଓ ୪ଟି ମହାବିଦ୍ୟାଳୟରେ ଗଠନ ହେଲା କ୍ୟାମ୍ପସ କମିଟି ଛାତ୍ରଛାତ୍ରୀମାନେ କଲେଜ ନିର୍ବାଚନକୁ ନେଇ ଭବିଷ୍ୟତକୁ ଅନ୍ଧାରକୁ ଠେଲିବା ଅପେକ୍ଷା ଅଧ୍ୟୟନ ଉପରେ ଗୁରୁତ୍ୱ ଦିଅ- ଦେବୀ କଟକ(ଏନ୍‌.ଏମ୍‌.): ଚଳିତ ବର୍ଷ ହେବ ନାହିଁ ମହାବିଦ୍ୟାଳୟ ମାନଙ୍କରେ ଛାତ୍ର ସଂସଦ ନିର୍ବାଚନ । ନିବାର୍ଚନ ହେବା ଦ୍ୱାରା ବିଭିନ୍ନ କଲେଜର ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ହିଂସାକାଣ୍ଡ ଭଳି ଘଟଣା ଦେଖିବାକୁ ମିଳୁଥିବା ବେଳେ ଶୈଖିକ ବାତାବରଣ ନଷ୍ଟ ହେଉଛି…

Read More

ପାର୍ବଣ ପ୍ରସ୍ତୁତି ଲୋକଦେଖାଣିଆ: ରାସ୍ତା କଡରେ ପଡିରହିଛି କୁଢକୁଢ ଅଳିଆ ଆର୍ବଜନା

ପାର୍ବଣ ପ୍ରସ୍ତୁତି ଲୋକଦେଖାଣିଆ: ରାସ୍ତା କଡରେ ପଡିରହିଛି କୁଢକୁଢ ଅଳିଆ ଆର୍ବଜନା କଟକ(ଏନ୍‌.ଏମ୍‌.): ଶାରଦୀୟ ଦୁର୍ଗାପୂଜା ପାଇଁ କଟକ ସହର ବେଶ ଚଳ ଚଞ୍ଚଳ ହୋଇପଡିଛି । ଏହି ପରିପ୍ରେକ୍ଷୀରେ ସିଏମସି ପକ୍ଷରୁ ପ୍ରସ୍ତୁତି ମଧ୍ୟ ଜୋରଦାର ଚାଲିଛି । ହେଲେ ଏହା ଲୋକ ଦେଖାଣିଆ ବୋଲି ସାଧାରଣରେ ଅଭିଯୋଗ ଉଠିଛି । ସମ୍ପ୍ରତି ପାର୍ବଣ ପାଇଁ ରାସ୍ତାଘାଟ ସଫେଇ ଚାଲିଥିବାବେଳେ ରାସ୍ତାକଡ଼ରେ କୁଢ଼କୁଢ଼ ଆବର୍ଜନା ପଡ଼ି ରହିଛି । ଗୋଟିଏ ପଟେ ଜାଇକା ସହରବାସୀଙ୍କ ପାଇଁ…

Read More

ସରକାରଙ୍କ ସ୍ୱଚ୍ଛତାକୁ ଫୁ… ମନରେଗା କାଯ୍ୟରେ ଦୁର୍ନୀତି ଅଭିଯୋଗ

ସରକାରଙ୍କ ସ୍ୱଚ୍ଛତାକୁ ଫୁ… ମନରେଗା କାଯ୍ୟରେ ଦୁର୍ନୀତି ଅଭିଯୋଗ ନିଶ୍ଚିନ୍ତକୋଇଲି (ଏନ୍‌.ଏମ୍‌.): ରାଜ୍ୟ ସରକାର ପ୍ରତ୍ୟେକ କାର୍ଯ୍ୟରେ ସ୍ୱଚ୍ଛତା ବଜାୟ ରଖିବା ପାଇଁ ପଦକ୍ଷେପ ନେଇଛନ୍ତି । ରାଜ୍ୟକୁ ଦୁର୍ନୀତିମୁକ୍ତ କରିବା ପାଇଁ ଫାଇପ-ଟି ବିଭାଗ ମଧ୍ୟ ଖୋଲାଯାଇଛି । ହେଲେ କିଛି ଦୁର୍ନୀତିଖୋର ଅଧିକାରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା ଯୋଗୁଁ ସରକାରଙ୍କ ଏଭଳି ବ୍ୟବସ୍ଥା ଧର୍ମକୁ ଆଖିଠାର ସାବ୍ୟସ୍ତ ହୋଇଛି । ଫଳରେ ରାଜ୍ୟସରକାର ମଧ୍ୟ ନିନ୍ଦିତ ହେଉଥିବା ଅଭିଯୋଗ ଉଠିଛି । ଏ ନେଇ…

Read More

ପୁଲିସ ହାତରୁ ଅପରାଧୀକୁ ଛଡ଼ାଇ ନେବାକୁ ଉଦ୍ୟମ: ପ୍ରତିକୂଳ ପରିସ୍ଥିତିରେ ଗିରଫ ହେଲା ଦୟା

ପୁଲିସ ହାତରୁ ଅପରାଧୀକୁ ଛଡ଼ାଇ ନେବାକୁ ଉଦ୍ୟମ: ପ୍ରତିକୂଳ ପରିସ୍ଥିତିରେ ଗିରଫ ହେଲା ଦୟା ମାହାଙ୍ଗା(ଏନ୍‌.ଏମ୍‌.): ଜଣେ ଆନ୍ତଜିଲ୍ଲା ଅପରାଧୀକୁ ଧରିବାକୁ ଯାଇ ପୁଲିସ ହଟ୍ଟହଟ୍ଟାର ସମ୍ମୁଖୀନ ହୋଇଛି । ତେବେ ବହୁ ବାଧାବିଘ୍ନକୁ ମୁକାବିଲା କରି ପୁଲିସ ପ୍ରତିକୂଳ ପରିସ୍ଥିତିରେ ଅପରାଧୀକୁ ଧରିବାକୁ ସଫଳ ହୋଇଥିବା ଦେଖିବାକୁ ମିଳିଛି । କଟକ ଜିଲ୍ଲା ମାହାଙ୍ଗା ଥାନା ଅନ୍ତର୍ଗତ ଭଦ୍ରେଶ୍ୱର ଫାଣ୍ଡି ପୁଲିସକୁ ଏ ନେଇ ବଡ଼ ସଫଳତା ମିଳିଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ, ଦୈତାରୀ…

Read More

ଚୌଦ୍ୱାର ମହାବିଦ୍ୟାଳୟରେ ଏକାଡେମିକ ବ୍ଲକ ବିଲ୍‌ଡିଂର ଶିଳାନ୍ୟାସ

ଚୌଦ୍ୱାର ମହାବିଦ୍ୟାଳୟରେ ଏକାଡେମିକ ବ୍ଲକ ବିଲ୍‌ଡିଂର ଶିଳାନ୍ୟାସ ଚୌଦ୍ୱାର(ଏନ୍‌.ଏମ୍‌.): ଚୌଦ୍ୱାର ମହାବିଦ୍ୟାଳୟର ଉନ୍ନତିକରଣ ନିମନ୍ତେ ରାଜ୍ୟସରକାର ପଦକ୍ଷେପ ନେଇଛନ୍ତି । ଏହି ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀଙ୍କ ଉନ୍ନତ ଶିକ୍ଷାଦାନ ନିମନ୍ତେ ଏହାର ଭିତ୍ତିଭୂମିର ବିକାଶ ନିମନ୍ତେ ରାଜ୍ୟସରକାରଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ଏହି ପରିପ୍ରେକ୍ଷୀରେ ଆଜି ଏକାଡେମିକ ବିଲ୍ଡିଂର ଶିଳାନ୍ୟାସ କରାଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଉଚ୍ଚଶିକ୍ଷାମନ୍ତ୍ରୀ ରୋହିତ ପୂଜାରୀ ଯୋଗଦେଇ ଏହି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ । ରାଜ୍ୟ ସରକାରଙ୍କ ଓଡ଼ିଶା ହାଇୟର…

Read More

ଚଳିତ ଦୁର୍ଗାପୂଜା ନେଇ ଆଠଗଡ଼ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ

ଚଳିତ ଦୁର୍ଗାପୂଜା ନେଇ ଆଠଗଡ଼ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ ଆଠଗଡ଼(ଏନ୍‌.ଏମ୍‌.): ଚଳିତ ବର୍ଷ ଶାରଦୀୟ ଦୁର୍ଗାପୂଜା ଆସନ୍ତା ୩ ତାରିଖରେ ଅନୁଷ୍ଠିତ ହେବ । ଏହି ଅବସରରେ ଆଠଗଡ଼ ପ୍ରଶାସନ ତରଫରୁ ସ୍ଥାନୀୟ ବ୍ଲକ ସଭାଗୃହରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଠଗଡ଼ ଉପଜିଲ୍ଲାପାଳ ହେମନ୍ତକୁମାର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଆସନ୍ତା ୩୧ ତାରିଖ ମହା ସପ୍ତମୀ ଠାରୁ ୩ ତାରିଖ ଦଶହରା ପର୍ଯ୍ୟନ୍ତ ସହରରେ କିଭଳି ଶାନ୍ତିଶୃଙ୍ଖଳା ସହ…

Read More

ଶିଖରପୁର ଟ୍ରାଫିକ ଛକ ପାଲଟିଛି ଦୁର୍ଘଟଣାସ୍ଥଳ: ଅଳ୍ପକେ ବର୍ତ୍ତିଗଲେ ବ୍ଲକ ଶିକ୍ଷାଅଧିକାରୀ

ଶିଖରପୁର ଟ୍ରାଫିକ ଛକ ପାଲଟିଛି ଦୁର୍ଘଟଣାସ୍ଥଳ: ଅଳ୍ପକେ ବର୍ତ୍ତିଗଲେ ବ୍ଲକ ଶିକ୍ଷାଅଧିକାରୀ କଟକ(ଏନ୍‌.ଏମ୍‌.): ଆଜି ପୂର୍ବାହ୍ନରେ କଟକ ଖାନନଗର ହାଇସ୍କୁଲର ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସୁଥିବାବେଳେ ସଡକ ଦୁର୍ଘଟଣାର ଶିକାର ହୋଇଛନ୍ତି । ସ୍ଥାନୀୟ ଖାନନଗର ସ୍ଥିତ ସରକାରୀ ଉଚ୍ଚବିଦ୍ୟାଳୟରେ ରାଜ୍ୟସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ଚାଲିଛି । ତେବେ ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ନିଶ୍ଚିନ୍ତକୋଇଲି ମଣ୍ଡଳ ଶିକ୍ଷାଧିକାରୀ ଲକ୍ଷେହୀରା ଲାବଣ୍ୟବତୀ ବେହେରା ଓଡି୦୨ବିଏ୩୧୦୪ନମ୍ବର ବିଶିଷ୍ଟ ହୋଣ୍ଡା ସିଟି କାରରେ ଆସୁଥିଲେ । ୧୬ନମ୍ବର ଜାତୀୟ ରାଜପଥ…

Read More

କଟକରୁ ପୁଣି ଜବତ ହେଲା ନକଲି ଟେଲମା ୪୦ ଔଷଧ

କଟକରୁ ପୁଣି ଜବତ ହେଲା ନକଲି ଟେଲମା ୪୦ ଔଷଧ କଟକ(ଏନ୍‌.ଏମ୍‌.): କଟକ ବିଭିନ୍ନ ସମୟରେ ନକଲି ସାମଗ୍ରୀ ପ୍ରସ୍ତୁତ କରିବାରେ ସ୍ୱତନ୍ତ୍ରସ୍ଥାନରେ ଥିବାବେଳେ ନକଲି ମେଡ଼ିସିନ କାରବାରର ପେଣ୍ଠସ୍ଥଳ ପାଲଟି ଯାଇଥିବା ଜଣାପଡ଼ିଛି । ପ୍ରଶାସନ ପକ୍ଷରୁ ଚଢ଼ାଉ କରାଯାଇ ଜଗତପୁର, ମାଲଗୋଦାମ, ଚୌଦ୍ୱାର, ବୟାଳିଶମୌଜା, ବମ୍ଫକୁଦ ଆଦି ଅଞ୍ଚଳରେ ବ୍ୟାପକ ନକଲି ସାମଗ୍ରୀ ପ୍ରସ୍ତୁତ ହେଉଥିବା ବେଳେ ଏବେ ରକ୍ତଚାପ ନିମନ୍ତେ ବ୍ୟବହୃତ ଔଷଧ ନକଲି ଧରାପଡ଼ିବା ପରେ ଜନସାଧାରଣ ଆତଙ୍କିତ ହୋଇ ପଡ଼ିଛନ୍ତି…

Read More

ଏସସିବି ସମ୍ପ୍ରସାରଣ ସହ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କଲେ ଫାଇପ-ଟି ସଚିବ ଭି.କେ. ପାଣ୍ଡିଆନ

ଏସସିବି ସମ୍ପ୍ରସାରଣ ସହ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କଲେ ଫାଇପ-ଟି ସଚିବ ଭି.କେ. ପାଣ୍ଡିଆନ କଟକ(ଏନ୍‌.ଏମ୍‌.): କଟକରେ ୫ଟି ସଚିବ ଭିକେ ପାଣ୍ଡିଆନ । ସୋମବାର ଭୋରୁ କଟକ ଗସ୍ତ କରି ଏସସିବି ମେଡିକାଲ ସମ୍ପ୍ରସାରଣ ଓ ତାଳଦଣ୍ଡା କେନାଲ କାର୍ଯ୍ୟ ସମେତ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ପ୍ରଥମେ ଏସସିବି ବଡ଼ ମେଡିକାଲ ସମ୍ପ୍ରସାରଣ କାର୍ଯ୍ୟକୁ ବୁଲି ଦେଖିବା ସହ କାମର ମାନ ଯେପରି ଠିକ ହେବ, ସେନେଇ ପ୍ରତି…

Read More