ଦେବଗଡ଼ରେ ଗ୍ରାମାଭିମୁଖୀ ହେଉଛନ୍ତି ହାତୀ: ଆକ୍ରମଣରେ ଜଣେ ଯୁବକ ଗୁରୁତର
ଦେବଗଡ଼ରେ ଗ୍ରାମାଭିମୁଖୀ ହେଉଛନ୍ତି ହାତୀ: ଆକ୍ରମଣରେ ଜଣେ ଯୁବକ ଗୁରୁତର ଦେବଗଡ଼ (ଏନ୍.ଏମ୍.) : କଟକ ପରେ ଏବେ ଦେବଗଡ଼ ଜିଲ୍ଲାରେ ଦେଖିବାକୁ ମିଳିଛି ହାତୀ ଆତଙ୍କ । ଗତକାଲି ରାତ୍ରୀ ପ୍ରାୟ ୮ଟା ସମୟରେ ରିଆମାଳ ବନଖଣ୍ଡ ପଳସମା ଫରେଷ୍ଟ ସେକ୍ସନ ଅନ୍ତର୍ଗତ କଣ୍ଟାବାହାଳ ଗ୍ରାମରେ ହାତୀ ତାଣ୍ଡବ ସୃଷ୍ଟି କରିଛି । ଉକ୍ତ ଗ୍ରାମର ଜଣେ ଯୁବଙ୍କୁ ହାତୀ ଅତର୍କିତ ଆକ୍ରମଣ କରିବା ଫଳରେ ସେ ଗୁରୁତର ଆହତ ହୋଇଥିବା ଜଣାପଡିଛି । ପ୍ରାପ୍ତ…
