କଟକ ଜିଲ୍ଲା ଟାଟା ମେଜିକ ଅଟୋ ଆସୋସିଏସନ୍‌ର ଲୋଗୋ ଓ ଆଇକାର୍ଡର ଉନ୍ମୋଚନ

କଟକ ଜିଲ୍ଲା ଟାଟା ମେଜିକ ଅଟୋ ଆସୋସିଏସନ୍‌ର ଲୋଗୋ ଓ ଆଇକାର୍ଡର ଉନ୍ମୋଚନ କଟକ(ଏନ୍‍.ଏମ୍‍.): କଟକ ସିଡିଏ ସେକ୍ଟର -୯ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପଡ଼ିଆ ଠାରେ କଟକ ଜିଲ୍ଲା ଟାଟା ମେଜିକ ଅଟୋ ଆସୋସିଏସନ୍‌ର ଲୋଗ ଏବଂ ଆଇକାର୍ଡ଼(ପରିଚୟପତ୍ର) ଉନ୍ମୋଚନ ହୋଇଯାଇଛି । ସମ୍ପ୍ରତି ଟାଟା ମେଜିକ ଗାଡ଼ି ବିଭିନ୍ନ ସ୍କୁଲରେ ଛାତ୍ରଛାତ୍ରୀମାନଙ୍କୁ ନେବା ଆଣିବାରେ ନିୟୋଜିତ ରହିଥିବାବେଳେ ଅଧିକ ବିଶ୍ୱସନୀୟତା ପାଇଁ ପରିଚୟପତ୍ରର ଆବଶ୍ୟକତା ରହିଛି । ତେଣୁ ସଂଘ ତରଫରୁ କଟକର ସମସ୍ତ…

Read More

ବେଆଇନ ବାଲି ଘାଟକୁ ନେଇ ବିବାଦ: ଦୁଇ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ, ଜଣେ ମୃତ ଜଣେ ଗୁରୁତର

ବେଆଇନ ବାଲି ଘାଟକୁ ନେଇ ବିବାଦ: ଦୁଇ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ, ଜଣେ ମୃତ ଜଣେ ଗୁରୁତର ଟାଙ୍ଗୀ-ଚୌଦ୍ୱାର( ଏନ୍‍.ଏମ୍‍.): ବେଆଇନ ବାଲିଘାଟକୁ ନେଇ ଉଠିଛି ବିବାଦ । ଗୋଟିଏ ପଟେ ବାଲିଘାଟ ନିଲାମ ପ୍ରକ୍ରିୟାରେ ସ୍ୱଚ୍ଛତା ନଥିବା ତଥା ଜୋରଦାର ମୂଲକତାର ଚାଲୁଥିବା ଭଳି ଦେଖିବାକୁ ମିଳିଛି । ବେଆଇନଭାବେ ବାଲି ଚାଲଣ କରି ଲକ୍ଷାଧିକ ଟଙ୍କା ରୋଜଗାରର କରୁଥିବା ଦଲାଲମାନେ ସେମାନଙ୍କ ସ୍ୱାର୍ଥରେ ଆଞ୍ଚ ଆସିଲେ ଜୀବନରୁ ମାରିଦେବା ଭଳି ଘଟଣା ଦେଖାଦେଇଛି ।…

Read More

ବାତ୍ୟା ‘ସିତ୍ରଙ୍ଗ୍‌’ରେ ପରିଣତ ହେଲା ଡିପ୍ ଡିପ୍ରେସନ

ବାତ୍ୟା ‘ସିତ୍ରଙ୍ଗ୍‌’ରେ ପରିଣତ ହେଲା ଡିପ୍ ଡିପ୍ରେସନ ଭୁବନେଶ୍ୱର(ଏନ୍‍.ଏମ୍‍.): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୁର୍ଣ୍ଣିଝଡ଼ ସିତ୍ରାଙ୍ଗ ଡିପ୍ ଡିପ୍ରେସନ ସାମୁଦ୍ରିକ ବାତ୍ୟାରେ ପରିଣତ ହୋଇଛି । ରବିବାର ସଂଧ୍ୟାବେଳେ ଏହା ବାତ୍ୟା ରୂପ ନେଇଥିବା ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଏହି ବାତ୍ୟା ସାଢେ ୫ଟା ସୁଦ୍ଧା ଏହା ପଶ୍ଚିମବଙ୍ଗର ସାଗର ଦ୍ୱୀପର ଦକ୍ଷିଣକୁ ୫୮୦କିଲୋମିଟର ଦୂରରେ ଓ ବାଙ୍ଗଲାଦେଶର ବାରିସାଲ ଠାରୁ ୭୪୦ କିଲୋମିଟର ଦକ୍ଷିଣ…

Read More

ରେଭେନ୍ସାରେ ଛାତ୍ର ସଂସଦ ନିର୍ବାଚନ କରିବା ପାଇଁ ରେଭେନ୍ସା ବିକାଶ ଅଭିଯାନର ଦାବି

ରେଭେନ୍ସାରେ ଛାତ୍ର ସଂସଦ ନିର୍ବାଚନ କରିବା ପାଇଁ ରେଭେନ୍ସା ବିକାଶ ଅଭିଯାନର ଦାବି କଟକ(ଏନ୍‌.ଏମ୍‌.): ରେଭେନ୍ସା, ଓଡିଶାର ଜ୍ଞାନ କେନ୍ଦ୍ର ଓ ମାତୃକଳ୍ପ ଶିକ୍ଷାନୁଷ୍ଠାନ ସ୍ୱୀକୃତି ମିଳିଥିଲେ ମଧ୍ୟ ଧାରାବାହିକ ଭାବେ ଅବହେଳା ଅବିଚାରର ଶିକାର ହୋଇ ଚାଲିଛି । ବିଶେଷ କରି ୨୦୦୬ ମସିହାରେ ମହାବିଦ୍ୟାଳୟରୁ ବିଶ୍ୱବିଦ୍ୟାଳୟକୁ ରୁପାନ୍ତରିତ ପରଠାରୁ ରେଭେନ୍ସା ସ୍ଥିତି ଆହୁରି ଦୟନୀୟ ହୋଇଛି । ରେଭେନ୍ସା ଯେଉଁ ସ୍ୱତନ୍ତ୍ର ଆଇନ ବଳରେ ବିଶ୍ୱବିଦ୍ୟାଳୟ ହୋଇଥିଲା ରାଜ୍ୟ ସରକାର ତାକୁ ପ୍ରତ୍ୟାହାର କରି…

Read More

କଳିଙ୍ଗ ଇଂଲିଶ ମିଡିୟମ ସ୍କୁଲରେ ସ୍ୱତନ୍ତ୍ର ଦୀପାବଳି ଉତ୍ସବ

କଳିଙ୍ଗ ଇଂଲିଶ ମିଡିୟମ ସ୍କୁଲରେ ସ୍ୱତନ୍ତ୍ର ଦୀପାବଳି ଉତ୍ସବ କଟକ(ଏନ୍‌.ଏମ୍‌.): ପବିତ୍ର ଦୀପାବଳି ଅବସରରେ ସ୍ମାର୍ଟ ଭିଲେଜ କଲରାବାଙ୍କ ଠାରେ ଅବସ୍ଥିତ କଳିଙ୍ଗ ଇଂଲିଶ ମିଡ଼ିୟମ ସ୍କୁଲଠାରେ ଏକ ବିଶେଷ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସ୍କୁଲ ପରିସରରେ ଅଭିଭାବକ ମାନଙ୍କ ମଧ୍ୟରେ ଏକ ରଙ୍ଗୋଲି ପ୍ରତିଯୋଗିତା ହେବା ସହ ଦୀପୋତ୍ସବ ପାଳନ କରାଯାଇଥିଲା । ପରିଶେଷରେ ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ ଉଦବୋଧନ ଦେଇ ବିଦ୍ୟାଳୟର ଚେୟାରପର୍ସନ୍ ଡକ୍ଟର ଇତି ସାମନ୍ତ ଉପସ୍ଥିତ…

Read More

ଅସ୍ଥାୟୀ ଲଞ୍ଚ ଡ୍ରାଇଭର ଓ ଖଲାସୀ ମହାସଂଘର ଅଭିଯୋଗ: ରାଜ୍ୟ ସରକାରଙ୍କ ଠିକା ନିଯୁକ୍ତିର ଯୁଗ ଶେଷ ଘୋଷଣା ଏକ ଧୂଆଁବାଣ

ଅସ୍ଥାୟୀ ଲଞ୍ଚ ଡ୍ରାଇଭର ଓ ଖଲାସୀ ମହାସଂଘର ଅଭିଯୋଗ ରାଜ୍ୟ ସରକାରଙ୍କ ଠିକା ନିଯୁକ୍ତିର ଯୁଗ ଶେଷ ଘୋଷଣା ଏକ ଧୂଆଁବାଣ #ଭୁବନେଶ୍ୱର(ଏନ୍‌.ଏମ୍‌.): ରାଜ୍ୟ ସରକାର ଠିକା ନିଯୁକ୍ତିର ଯୁଗ ଶେଷ ବୋଲି ଯେଉଁ ଘୋଷଣା କରିଥିଲେ ତାହା ସମ୍ପୂର୍ଣ୍ଣ ଧୁଆଁବାଣ ବୋଲି ଅସ୍ଥାୟୀ ଲଞ୍ଚ ଡ୍ରାଇଭର ଓ ଖଲାସି ମହାସଂଘ ପକ୍ଷରୁ ଅଭିଯୋଗ ହୋଇଛି । ଗତ ୧୫ ତାରିଖରେ ଠିକା ନିଯୁକ୍ତିର ଯୁଗ ଶେଷ ହେଲା ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କଲେ । ପ୍ରକୃତରେ…

Read More

ବିନା ପ୍ରତିଦ୍ୱନ୍ଦ୍ୱିତାରେ ହେବ ଓସିଏ ନିର୍ବାଚନ : ପ୍ରଣବ ପ୍ରକାଶ ସଭାପତି, ସଞ୍ଜୟ ସମ୍ପାଦକ

ବିନା ପ୍ରତିଦ୍ୱନ୍ଦ୍ୱିତାରେ ହେବ ଓସିଏ ନିର୍ବାଚନ : ପ୍ରଣବ ପ୍ରକାଶ ସଭାପତି, ସଞ୍ଜୟ ସମ୍ପାଦକ ପ୍ରାର୍ଥୀପତ୍ର ଦାଖଲ ଓ ଯାଞ୍ଚ ଶେଷ, ବିପକ୍ଷ କଲେ ନାହିଁ ପ୍ରତିଦ୍ୱନ୍ଦ୍ୱିତା #କଟକ(ଏନ୍‌.ଏମ୍‌.): ଓଡ଼ିଶା କ୍ରିକେଟ ଆସୋସିଏସନ(ଓସିଏ) ନିର୍ବାଚନ ବିନା ଲଢେଇରେ ଶେଷ ହେବ ବୋଲି ଜଣାପଡ଼ିଛି । କାରଣ ସମସ୍ତ ପଦବୀ ପାଇଁ ଜଣେ ଲେଖାଏଁ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଛନ୍ତି । ଆଶୀର୍ବାଦ ବେହେରା ଗୋଷ୍ଠୀଙ୍କ ବିପକ୍ଷରେ ବିରୋଧୀ କୌଣସି ପଦ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିନାହାନ୍ତି ।…

Read More

ଜଗତପୁର ଅଞ୍ଚଳରେ କଟକ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ସଚେତନା କାର୍ଯ୍ୟକ୍ରମ

ଜଗତପୁର ଅଞ୍ଚଳରେ କଟକ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ସଚେତନା କାର୍ଯ୍ୟକ୍ରମ ଜଗତପୁର(ଏନ୍‌.ଏମ୍‌.): କଟକ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଦେଶରେ ଜନସାଧାରଣଙ୍କୁ ମାଗଣାରେ ଆଇନ ସେବା ଯୋଗାଇଦେବା ପାଇଁ ୧୯୮୭ ମସିହାରେ ଏକ ନିୟମ ପ୍ରଣୟନ ହେବା ସହ ତାଲୁକସ୍ତରରୁ ଆରମ୍ଭ କରି ଜାତୀୟସ୍ତର ପର୍ଯ୍ୟନ୍ତ ଆଇନସେବା ପ୍ରାଧିକରଣ କାର୍ଯ୍ୟ କରୁଛି । ତେବେ ଲୋକଙ୍କ ଅଜ୍ଞତା ଯୋଗୁଁ ସେମାନେ ଏହାର ସୁଫଳ ପାଇ ପାରୁନାହାନ୍ତି ।…

Read More

ଦେବଗଡ଼ରେ ୬୩ ତମ ଓଡିଶା ପୁଲିସ ସହିଦ ଦିବସ

ଦେବଗଡ଼ରେ ୬୩ ତମ ଓଡିଶା ପୁଲିସ ସହିଦ ଦିବସ #ଦେବଗଡ଼(ଏନ୍‌.ଏମ୍‌.): ଦେବଗଡ଼ ଜିଲ୍ଲା ପୁଲିସ ପକ୍ଷରୁ ୬୩ତମ ଓଡ଼ିଶା ପୁଲିସ ସହିଦ ଦିବସ ପାଳିତ ହୋଇଯାଇଛି । ସ୍ଥାନୀୟ ପୁଲିସ ରିଜର୍ଭ ପଡିଆ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଏସପି ପ୍ରମୋଦ କୁମାର ରଥ ମୁଖ୍ୟଅତିଥି ଭାବେ ଯୋଗଦେଇ ସହିଦ ସ୍ମୃତି ପ୍ୟାରେଡର ଅଭିବାଦନ ଗ୍ରହଣ କରିବା ସହ ସହିଦ ହୋଇଥିବା ଦେଶର ୨୬୪ ଓ ରାଜ୍ୟର ୩ ଜଣ ସହିଦ ଯବାନଙ୍କ ଅମ୍ଲାନ ଆତ୍ମାର ସ୍ମୃତିଚାରଣ…

Read More

ସାଲେପୁର ଅଞ୍ଚଳରେ ଟର୍କୀ ପ୍ରଜାତିର କୁକୁଡା ପାଳନ କରି ଯୁଗ ବର୍ଗଙ୍କ ପାଇଁ ପ୍ରେରଣା ପାଲଟିଲେ ସୁଧାଂଶୁ

ସାଲେପୁର ଅଞ୍ଚଳରେ ଟର୍କୀ ପ୍ରଜାତିର କୁକୁଡା ପାଳନ କରି ଯୁଗ ବର୍ଗଙ୍କ ପାଇଁ ପ୍ରେରଣା ପାଲଟିଲେ ସୁଧାଂଶୁ #ସାଲେପୁର(ଏନ୍‌.ଏମ୍‌.): କିଛି କରି ଦେଖାଇବା ତଥା ଆତ୍ମନିର୍ଭରଶୀଳ ହୋଇ ଅନ୍ୟପାଇଁ ପ୍ରେରଣା ସାଜିବାକୁ ଉଦ୍ୟମ କରିଛନ୍ତି ସାଲେପୁର ବ୍ଲକ ଅନ୍ତର୍ଗତ ବାରଗୋଡ଼ିଆ ଗ୍ରାମର ସୁଧାଂଶୁ ଶେଖର ଭୂୟାଁ । ସମ୍ପ୍ରତି ସମାଜରେ କର୍ମନିଯୁକ୍ତିର ଯେଉଁ ସମସ୍ୟା ଦେଖା ଦେଉଛି ସେଥିରେ ଛନ୍ଦି ହୋଇ ଜର୍ଜରିତ ହେବା ଅପେକ୍ଷା ନିଜେ କିଛି କରି ଦେଖାଇବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି…

Read More

ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ପ୍ରଥମ ମହିଳା ଅଧ୍ୟକ୍ଷା ଭାବେ ଦାୟିତ୍ୱ ଗ୍ରହଣ କଲେ ଶ୍ରୀମୟୀ ମିଶ୍ର

ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ପ୍ରଥମ ମହିଳା ଅଧ୍ୟକ୍ଷା ଭାବେ ଦାୟିତ୍ୱ ଗ୍ରହଣ କଲେ ଶ୍ରୀମୟୀ ମିଶ୍ର #ଭୁବନେଶ୍ୱର(ଏନ୍‌.ଏମ୍‌.): ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ପ୍ରଥମ ମହିଳା ଅଧ୍ୟକ୍ଷ ଭାବେ ଶ୍ରୀମୟୀ ମିଶ୍ର ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱରର ଶ୍ରୀୟାଛକ ନିକଟସ୍ଥ ବୋର୍ଡ କାର୍ଯ୍ୟାଳୟରେ ରାଜ୍ୟ ଶ୍ରମ ଆୟୁକ୍ତ ତଥା ବୋର୍ଡ ସଦସ୍ୟ ସଚିବ ଡକ୍ଟର ଏନ୍‌. ଥିରୁମାଳା…

Read More

ଓଡ଼ିଶାରୁ ଟଳିଲା ସିତ୍ରାଙ୍ଗ ଭୟ, ମୁହାଇଁବ ପଶ୍ଚିମବଙ୍ଗ ଓ ବାଙ୍ଗଲାଦେଶ !

ଓଡ଼ିଶାରୁ ଟଳିଲା ସିତ୍ରାଙ୍ଗ ଭୟ, ମୁହାଇଁବ ପଶ୍ଚିମବଙ୍ଗ ଓ ବାଙ୍ଗଲାଦେଶ ! #ଭୁବନେଶ୍ୱର(ଏନ୍‌.ଏମ୍‌.): ଅକ୍ଟୋବରରେ ବାତ୍ୟାକୁ ନେଇ ଓଡ଼ିଶାବାସୀ ଭୟଭୀତ ହୋଇପଡ଼ିଥିବା ଏବେ ଆଶ୍ୱସ୍ତିମୂଳକ ଖବର ମିଳିଛି । ଉତ୍ତର ଆଣ୍ଡାମାନ ସାଗର ଓ ନିକଟବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ପ୍ରଭାବରେ ବାତ୍ୟା ସୃଷ୍ଟି ହେବା ସ୍ପଷ୍ଟ ହୋଇଛି । ଥାଇଲ୍ୟାଣ୍ଡର ନାମକରଣ ଅନୁଯାୟୀ ଏହି ବାତ୍ୟାର ନାମ ସିତ୍ରାଙ୍ଗ ରହିଛି । ହେଲେ ଏହା ଓଡ଼ିଶା ଉପରେ ସେଭଳି କିଛି ପ୍ରଭାବ ପକାଇବ…

Read More