ପ୍ରକାଶ ପାଇଲା ଚଳିତ ବର୍ଷର ମ୍ୟାଟ୍ରିକ ପରୀକ୍ଷା ଫଳ
ପ୍ରକାଶ ପାଇଲା ଚଳିତ ବର୍ଷର ମ୍ୟାଟ୍ରିକ ପରୀକ୍ଷା ଫଳ କଟକ(ଏନ୍.ଏମ୍.): ପ୍ରକାଶ ପାଇଲା ଚଳିତ ବର୍ଷ(2021-2022) ମାଟ୍ରିକ ପରୀକ୍ଷା ଫଳ।ଚଳିତବର୍ଷ 5,17847, 90.55 ପ୍ରତିଶତ ରେଜଲ୍ଟ । ବାଳକ, 2,56 877 ,88,77 ପ୍ରତିଶତ । ବାଳିକା ,260970, 92.37 ପ୍ରତିଶତ।।A1 ରେ 8,119 ଜଣ ରହିଥିବା ବେଳେ A2 54,889 ରେ ,B1 ରେ 1,20 312 ଜଣ ,B2 1,42,599 । ତେବେ 8,699 ଜଣ ଛାତ୍ରଛାତ୍ରୀ ଫେଲ ହୋଇଛନ୍ତି।ଚଳିତବର୍ଷ 5 ,71909 ଜଣ…
