ନେମାଳ ଅଞ୍ଚଳରେ ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ
ନେମାଳ ଅଞ୍ଚଳରେ ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ ନେମାଳ(ଏନ୍.ଏମ୍.): କଟକ ଜିଲ୍ଲା ନେମାଳ ଥାନା ଅଞ୍ଚଳରେ ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିବା ଜଣାପଡ଼ିଛି । ସମ୍ପ୍ରତି ରାଜ୍ୟରେ ଆସାମାଜିକ ତଥା ମାଫିଆମାନେ ନିଜର ଅନୈତିକ କାର୍ଯ୍ୟର ସାମ୍ରାଜ୍ୟକୁ ସୁରକ୍ଷିତ ରଖିବା ନିମନ୍ତେ ସାମ୍ବାଦିକଙ୍କୁ ଆକ୍ରମଣ କରିବା ଭଳି ଘଟଣା ବହୁଳ ଭାବେ ଦେଖିବାକୁ ମିଳିଛି । ତେବେ ଏଠାରେ ବାଲି ମାଫିଆଙ୍କ ଆକ୍ରମଣରେ ବରିଷ୍ଠ ସାମ୍ବାଦିକ ରତ୍ନାକର ବାରିକ ଗୁରୁତର ଆହତ ହୋଇଥିଲେ । ତାଙ୍କୁ…
