ମହାନଦୀକୁ ଡେଇଁ ଯୁବକ ନିଖୋଜ
ମହାନଦୀକୁ ଡେଇଁ ଯୁବକ ନିଖୋଜ ସାଲେପୁର(ଏନ୍.ଏମ୍.): କଟକ ଜିଲ୍ଲା ସାଲେପୁର ବ୍ଲକ ତଥା ଜଗତପୁର ଥାନା ଅଞ୍ଚଳରେ ଜଣେ ଯୁବକ ମହାନଦୀକୁ ଡେଇଁ ନିଖୋଜ ହୋଇଯାଇଥିବା ଜଣାପଡ଼ିଛି । ଖବର ପାଇ ଅଗ୍ନିଶମ ବିଭାଗ ଏବଂ ଓଡ୍ରାଫ ଟିମ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ସଂଧ୍ୟା ସୁଦ୍ଧା ଯୁବକଙ୍କ କୌଣସି ପତ୍ତା ମିଳିନଥିଲା । ତେବେ ଯୁବକ ଜଣକ କାହିଁକି ମହାନଦୀକୁ ଡେଇଁଲେ ତାହାର କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ । ପ୍ରାପ୍ତ ଖବର ଅନୁଯାୟୀ,…
