ସିଏମସି ପକ୍ଷରୁ ଜଗତପୁରରେ ବନ ମହୋତ୍ସବ-୨୦୨୨
ସିଏମସି ପକ୍ଷରୁ ଜଗତପୁରରେ ବନ ମହୋତ୍ସବ-୨୦୨୨ ଜଗତପୁର(ଏନ୍.ଏମ୍.): ସିଏମସି ପକ୍ଷରୁ ବନ ମହୋତ୍ସବ-୨୦୨୨ ପାଳିତ ହୋଇଯାଇଛି । ଏହି ଅବସରରେ ସିଏମସି ଅନ୍ତର୍ଗତ ଜଗତପୁରସ୍ଥିତ ଗୋପବନ୍ଧୁ ଶିଶୁ ଉଦ୍ୟାନ ପରିସରରେ ବୃକ୍ଷ ରୋପଣ ଓ ପରିବେଶ ସଚେତନତା ଶିବିର କାର୍ଯ୍ୟକ୍ରମ ହୋଇଥିଲା । ଉତ୍ସବରେ ମୁଖ୍ୟଅତିଥି ଭାବେ ସିଏମସି ମେୟର ସୁବାସ ସିଂହ, ଡେପୁଟି ମେୟର ଦମୟନ୍ତୀ ମାଝୀ ଓ ପାର୍କ ଆଣ୍ଡ ପ୍ଲାଟିସନ ଅଧ୍ୟକ୍ଷା ମୋନାଲିସା ଦାସ ପ୍ରମୁଖ ଉପସ୍ଥିତ ରହି ବୃକ୍ଷ ହିଁ ଜୀବନର…
