ରାଜ୍ୟରେ ଜୁଲାଇ୧୫ରୁ ଧାନ ସଂଗ୍ରହ ପାଇଁ ଆରମ୍ଭ ହେବ ପଞ୍ଜିକରଣ
ରାଜ୍ୟରେ ଜୁଲାଇ୧୫ରୁ ଧାନ ସଂଗ୍ରହ ପାଇଁ ଆରମ୍ଭ ହେବ ପଞ୍ଜିକରଣ ଭୁବନେଶ୍ୱର(ଏନ୍.ଏମ୍.): ରାଜ୍ୟରେ ଆସନ୍ତା ଜୁଲାଇ ୧୫ରୁ ଧାନ ସଂଗ୍ରହ ପାଇଁ ନାମ ପଞ୍ଜିକରଣ ଆରମ୍ଭ ହେବ । ଏ ନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି । ଏହି ପଞ୍ଜିକରଣ ପ୍ରକ୍ରିୟା ଆସନ୍ତା ଅଗଷ୍ଟ ୧୬ ପର୍ଯ୍ୟନ୍ତ ରହିବ । ଖରିଫ ଧାନ ବିକ୍ରି ନିମନ୍ତେ ସମସ୍ତ ଚାଷୀଙ୍କୁ ଆଉଥରେ ପଞ୍ଜିକରଣ କରିବାକୁ ପଡ଼ିବ । ତେବେ ପୂର୍ବ ପଞ୍ଜିକରଣ…
