ସନ୍ଦେହ ଜନକ ଅବସ୍ଥାରେ ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅଙ୍କ ମୃତହେହ ଉଦ୍ଧାର
ସନ୍ଦେହ ଜନକ ଅବସ୍ଥାରେ ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅଙ୍କ ମୃତହେହ ଉଦ୍ଧାର #ଭୁବନେଶ୍ୱର (ଏନ୍.ଏମ୍.): ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ବଡ଼ ପୁଅ ମନୀଷ ଅନୁରାଗ(ଗୁଡ଼ୁ)ଙ୍କ ମୃତଦେହ ଉଦ୍ଧାର ହୋଇଛି । ଭୁବନେଶ୍ୱର ଉପକଣ୍ଠ ପାତ୍ରପଡ଼ା ଗାଁର ଏକ ପୋଖରୀରୁ ସନ୍ଦେହଜନକ ଅବସ୍ଥାରେ ମୃତଦେହ ମିଳିଛି । ଗତ କାଲି ରାତିରୁ ଅନୁରାଗ ନିଖୋଜ ଥିଲେ । କିନ୍ତୁ ଆଜି ତାଙ୍କର ମୃତଦେହ ଭାସୁଥିବା ଦେଖିବାକୁ ମିଳିଥିଲା । ସାମ୍ବାଦିକ ଶ୍ରୀ ଦାସଙ୍କ ପୁଅର ମୃତ୍ୟୁ…
