ଭାରତୀୟ ଜଳ ପ୍ରବନ୍ଧନ ସଂସ୍ଥାନ ଦ୍ୱାରା “ବିଶେଷସ୍ୱଚ୍ଛ ଭାରତ ଅଭିଯାନ’ କାର୍ଯ୍ୟକ୍ରମ
ଭାରତୀୟ ଜଳ ପ୍ରବନ୍ଧନ ସଂସ୍ଥାନ ଦ୍ୱାରା ‘ବିଶେଷସ୍ୱଚ୍ଛ ଭାରତ ଅଭିଯାନ’ କାର୍ଯ୍ୟକ୍ରମ ନିମାପଡ଼ା(ଏନ୍.ଏମ୍.): ଭାରତୀୟ ଜଳ ପ୍ରବନ୍ଧନ ସଂସ୍ଥାନ ଦ୍ୱାରା ନିମାପଡ଼ା ବ୍ଲକର ଶେଉଳସାହି ଗ୍ରାମରେ ‘ସ୍ୱଚ୍ଛ ଭାରତ ଅଭିଯାନ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସଂସ୍ଥାନ ତରଫରୁ ବୈଜ୍ଞାନିକ ଡ. ହେମନ୍ତ କୁମାର ଦାଶ, ଡ. ସନାତନ ପ୍ରଧାନ, ଡ. ଦେବବ୍ରତ ସେଠୀ ଏବଂ ଡ. ରୁମେଶ କୁମାର ଜେନା ପ୍ରମୁଖ ଉପସ୍ଥିତ ରହି କୃଷି ଏବଂ ଗୃହଯାତ ଜୈବ ବର୍ଜ୍ୟ ବସ୍ତୁରୁ ଜିଆଖତ ଏବଂ…
