ରାଜରାସ୍ତାକୁ ଓହ୍ଲାଇଲା ଓଡ଼ିଶା ଡ୍ରାଇଭର ମହାସଂଘ: କରୋନା ଯୋଦ୍ଧା ସହ ସାମାଜିକ ସୁରକ୍ଷା ପାଇଁ ଦାବି, ନବୀନ ନିବାସ ସମ୍ମୁଖରେ ବିକ୍ଷୋଭ
ରାଜରାସ୍ତାକୁ ଓହ୍ଲାଇଲା ଓଡ଼ିଶା ଡ୍ରାଇଭର ମହାସଂଘ କରୋନା ଯୋଦ୍ଧା ସହ ସାମାଜିକ ସୁରକ୍ଷା ପାଇଁ ଦାବି, ନବୀନ ନିବାସ ସମ୍ମୁଖରେ ବିକ୍ଷୋଭ #କଟକ/ଭୁବନେଶ୍ୱର(ଏନ୍.ଏମ୍.): ଦୀର୍ଘ ୨ ମାସ ହେବ ୧୦ ଦଫା ଦାବି ପୂରଣ ପାଇଁ ଦାବିପତ୍ର ଦିଆଯାଇଥିବା ବେଳେ ଏହାକୁ ସରକାର କର୍ଣ୍ଣପାତ କରୁ ନଥିବା ପ୍ରତିବାଦରେ ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ଏକ ବିଶାଳ ଶୋଭାଯାତ୍ରାରେ ନବୀନ ନିବାସ ପର୍ଯ୍ୟନ୍ତ ଯାଇ ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । କରୋନା ସମୟରେ ନିଜ ଜୀବନକୁ…
