କଟକ, ବଡମ୍ବା ଓ ଢେଙ୍କାନାଳରେ ୧୯୭୧ ଯୁଦ୍ଧବୀରମାନଙ୍କ ବାସଭବନରେ ସ୍ୱର୍ଣ୍ଣିମ ବିଜୟ ମଶାଲକୁ ଭବ୍ୟ ସ୍ୱାଗତ
କଟକ, ବଡମ୍ବା ଓ ଢେଙ୍କାନାଳରେ ୧୯୭୧ ଯୁଦ୍ଧବୀରମାନଙ୍କ ବାସଭବନରେ ସ୍ୱର୍ଣ୍ଣିମ ବିଜୟ ମଶାଲକୁ ଭବ୍ୟ ସ୍ୱାଗତ ଭୁବନେଶ୍ୱର/କଟକ (ଏନ୍.ଏମ୍.): ସ୍ୱର୍ଣ୍ଣିମ ବିଜୟ ବର୍ଷ ପାଳନ ପରିପ୍ରେକ୍ଷୀରେ ଭୁବନେଶ୍ୱରରେ ପବିତ୍ର ବିଜୟ ମଶାଲର ଦୀର୍ଘ ୬ ଦିନ ଧରି ବିଭିନ୍ନ କାର୍ଯ୍ୟକ୍ରମରେ ଗରିମାମୟ ଉପସ୍ଥିତି ରହିଥିବାବେଳେ ଏବେ କଟକରେ ପହଞ୍ଚିଛି । ଏହି ଅବସରରେ ୧୯୭୧ମସିହାର ଯୁଦ୍ଧବୀର ଯବାନଙ୍କ ବାସଗୃହକୁ ଯାତ୍ରା କରିବା ଅବସରରେ ସବୁଠାରେ ଏହାକୁ ଉଚ୍ଛ୍ୱସିତ ସମ୍ମାନ ଓ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଏହି…
