ଘରୋଇ ହିଂସା ଓ ପତ୍ନୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଗିରଫ ହେଲେ ଅଭିନେତା କରଣ ମେହେରା

ଘରୋଇ ହିଂସା ଓ ପତ୍ନୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଗିରଫ ହେଲେ ଅଭିନେତା କରଣ ମେହେରା ମୁମ୍ବାଇ (ଏଜେନ୍ସି): ଘରୋଇ ହିଂସା ଓ ପତ୍ନୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଅଭିନେତା କରଣ ମେହେରା ଗିରଫ ହୋଇଛନ୍ତି । ପତ୍ନୀଙ୍କ ପ୍ରତି ହିଂସା ପ୍ରଦର୍ଶନ କରିବା ଅଭିଯୋଗରେ ମୁମ୍ବାଇ ପୁଲିସ ଆଜି ତାଙ୍କୁ ଗିରଫ କରିଛି । ଗୋରେଗାଓଁ ଥାନାରେ ପୁଲିସ ତାଙ୍କ ବୟାନ ରେକର୍ଡ କରିଛି । ଅନେକ ଦିନ ହେବ କରଣ ମେହେରା ଏବଂ ପତ୍ନୀ…

Read More

ଆନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ କବି ଜୟନ୍ତ ମହାପାତ୍ର ଏସସିବିରେ ଭର୍ତ୍ତି

ଆନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ କବି ଜୟନ୍ତ ମହାପାତ୍ର ଏସସିବିରେ ଭର୍ତ୍ତି କଟକ(ଏନ୍‌.ଏମ୍‌.): ବିଶିଷ୍ଟ ଆନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ କବି ପଦ୍ମଶ୍ରୀ ଜୟନ୍ତ ମହାପାତ୍ର ଗୁରୁତର ଅସୁସ୍ଥ ହୋଇ ପଡ଼ିଛନ୍ତି । ଆଜି ଅପରାହ୍ନରେ ସେ ଅଧିକ ଅସୁସ୍ଥ ହୋଇ ପଡ଼ିବାରୁ ତାଙ୍କୁ ଆଜି କଟକ ବଡ଼ମେଡ଼ିକାଲ (ଏସସିବି)ରେ ଭର୍ତ୍ତି କରାଯାଇଛି । ତେବେ ତାଙ୍କର ଚିକିତ୍ସା ନିମନ୍ତେ କଟକ ବଡ଼ମେଡ଼ିକାଲରେ ସ୍ୱତନ୍ତ୍ର ଡାକ୍ତରୀ ଟିମ ତାଙ୍କର ଚିକିତ୍ସା ଜାରି ରଖିଛନ୍ତି । ସେ ଦୀର୍ଘ ଦିନଧରି ଅସୁସ୍ଥ…

Read More

ହସ୍ପିଟାଲରେ ଭର୍ତ୍ତି ହେଲେ ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ

ନୂଆଦିଲ୍ଳୀ (ଏଜେନ୍ସି): କରୋନା ସଂକ୍ରମିତ ହେବା ପରେ ସ୍ୱାସ୍ଥାବସ୍ଥା ବିଗିଡି ଯିବାରୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କଙ୍କୁ ଆଜି ଦିଲ୍ଲୀର ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କରୋନା ସଂକ୍ରମଣ ପରେ ତାଙ୍କ ସ୍ୱାସ୍ଥଗତ ସମସ୍ୟା ଦେଖାଦେଇଥିବାରୁ ତାଙ୍କୁ ହସ୍ପିଟାଲକୁ ନିଆଯାଇଥିବା ଜଣାପଡ଼ିଛି । ଗତ ଏପ୍ରିଲ ୨୧ତାରିଖରେ ଶିକ୍ଷାମନ୍ତ୍ରୀ ଶ୍ରୀ ନିଶଙ୍କ କରୋନାରେ ସଂକ୍ରମିତ ହୋଇଥିଲେ । ଏନେଇ ସେ ନିଜେ ଟୁଇଟ୍ କରି ସୂଚନା ଦେଇଥିଲେ । ପରେ ସେ ସୁସ୍ଥ…

Read More

ସୁପ୍ରିମକୋର୍ଟରେ ଏନସିପିସିଆର ସତ୍ୟପାଠ : କରୋନାରେ ଅନାଥ ହୋଇଛନ୍ତି ୯୩୦୦ ଶିଶୁ

ସୁପ୍ରିମକୋର୍ଟରେ ଏନସିପିସିଆର ସତ୍ୟପାଠ : କରୋନାରେ ଅନାଥ ହୋଇଛନ୍ତି ୯୩୦୦ ଶିଶୁ ନୂଆଦିଲ୍ଲୀ (ଏଜେନ୍ସି): କରୋନା ମହାମାରୀ ସମୟରେ ଦେଶରେ ୯୩୦୦ ଶିଶୁ ସେମାନଙ୍କ ମା’ବାପାଙ୍କୁ ହରାଇଥିବା ଜଣାପଡ଼ିଛି । ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ (ଏନସିପିସିଆର) ପକ୍ଷରୁ ଏ ନେଇ ଆଜି ସୁପ୍ରିମକୋର୍ଟଙ୍କୁ ଅବଗତ କରାଯାଇଛି । ତେବେ ଏହି ଅନାଥ ପିଲାମାନଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବା ଲାଗି ୬-ସୂତ୍ରୀ ଯୋଜନା କରାଯାଇଛି ବୋଲି ଆୟୋଗଙ୍କ ପକ୍ଷରୁ ଦାଖଲ କରାଯାଇଥିବା ସତ୍ୟପାଠରେ ଦର୍ଶାଯାଇଛି ।…

Read More