News by B. Mishra (BBSR)

ଅଲ୍ ଓଡ଼ିଶା ବିପିୟୁଟି ଓ ଡ଼ିପ୍ଲୋମା ଛାତ୍ର ସଘଂର ନୂତନ କର୍ମକର୍ତ୍ତା ଚୟନ

News by B. Mishra (BBSR)

#ଭୁବନେଶ୍ୱର(ଏନ୍‌.ଏମ୍‌.): ଅଲ୍ ଓଡ଼ିଶା ବିପିୟୁଟି ଷ୍ଟୁଡେଣ୍ଟ ଅର୍ଗାନାଇଜେସନ୍ (ଏଓବିଏସ୍‌ଓ) ଓ ଅଲ୍ ଓଡ଼ିଶା ଡ଼ିପ୍ଲୋମା ଷ୍ଟୁଡେଣ୍ଟ ଅର୍ଗାନାଇଜେସନ୍ (ଏଓଡିଏସ୍‌ଓ)ର ୭ମ ବାର୍ଷିକ କର୍ମକର୍ତ୍ତା ଚୟନ ସ୍ଥାନୀୟ ଭୁବନେଶ୍ୱରସ୍ଥିତ ନାଇନ୍ ଷ୍ଟିଟ୍ ବାଙ୍କୁଏଟ୍ ହଲ, ୟୁନିଟ-୯ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବିଧାୟକ ଡକ୍ଟର ବ୍ୟୋମକେଶ ରାୟ, ବିଧାୟକ ରୁଦ୍ର ପ୍ରତାପ ମହାରଥୀ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ମୁଖ୍ୟ ଉପଦେଷ୍ଟା ଧୃତି ରଞ୍ଜନ ମାର୍ଥା, ସଂଘର ପ୍ରତିଷ୍ଠାତା ତାରିଣୀ ପ୍ରସାଦ ନାୟକ, ଉପଦେଷ୍ଟା ଦୁଷ୍ମନ୍ତ ପଟ୍ଟନାୟକ, ସୁଭ୍ରଜିତ ପାଢୀ, ଆଲୋକ ବେହେରା, ରାଜେଶ ଭୁୟାଁ, ରୁଦ୍ରନାଥ ଦତ୍ତ, ଉପ ପ୍ରତିଷ୍ଠାତା ଅନନ୍ତ ନାରାୟଣ ଜେନା, ପବନ କୁମାର ସ୍ୱାଇଁଙ୍କ ଉପସ୍ଥିତିରେ ନୂତନ କର୍ମକର୍ତ୍ତା ଚୟନ କରାଯାଇଛି । ଏଓବିଏସ୍‌ଓ (ବିପିୟୁଟି)ର ସଭାପତି ସ୍ମୃତିରାଜ ମହାନ୍ତି, କାର୍ଯ୍ୟକାରୀ ସଭାପତି ବିକାଶ ପଣ୍ଡା, ସୁଶାନ୍ତ କୁମାର ସେଠୀ ଓ ବିଶ୍ୱରଞ୍ଜନ ସାମନ୍ତରାୟ, ଉପ ସଭାପତି ଜ୍ଞାନରଞ୍ଜନ ପ୍ରଧାନ, ଜ୍ୟୋତି ପ୍ରକାଶ ରାଉତ, ସୌରଭ ଗୌଡ ଓ ସୂର୍ଯ୍ୟକାନ୍ତ ସେଠୀ, ସାଧାରଣ ସମ୍ପାଦକ ଭବେଶ କୁମାର ସାହୁ, ସ୍ୱାଗତ ରଞ୍ଜନ ମହାପାତ୍ର, ସୌଭାଗ୍ୟ ସୁମନ ମହାନ୍ତି, ବିଶ୍ୱସ୍ୱରୁପ ନାୟକ, ସୁରଜ ସାମଲ ଓ ପ୍ରଜ୍ଞାଦିପ୍ତ ସ୍ୱାଇଁ, ସମ୍ପାଦକ ସୁଭ୍ରାଶୁଂ ପିୟଦର୍ଶନ, ଅଭିଷେକ ସତପଥୀ, ମହିମା କିଶୋର ସେନାପତି, ରାହୁଲ ପରିଡା, ଜୟନ୍ତ କୁମାର ସାହୁ, ସୁଜିତ୍ ସାହୁ, ସ୍ୱୟଂ ସ୍ୱାଗତ ସ୍ୱାଇଁ, ଜ୍ଞାନ ରଞ୍ଜନ ମେହେର, ସରୋଜ କୁମାର ବିଶ୍ୱାଳ ଓ ସ୍ୱରାଜ କୁମାର ଦାସ, ଯୁଗ୍ମ ସମ୍ପାଦକ ରାଜିବ ଲୋଚନ, ପ୍ରତ୍ୟୁଷ ଖଟୁଆ, ଗୋବିନ୍ଦ ସେଠୀ, ସ୍ଥିତି ରଞ୍ଜନ ରାଉତ, ନରେନ୍ଦ୍ର ସ୍ୱାଇଁ ଓ ଅଙ୍କିତ୍ ମାଝୀ ଚୟନ ହୋଇଛନ୍ତି । ସେହିଭଳି ଏଓଡିଏସ୍‌ଓ (ଡ଼ିପ୍ଲୋମା)ର ସଭାପତି ଶିବାସିସ୍ ପଟ୍ଟନାୟକ, କାର୍ଯ୍ୟକାରୀ ସଭାପତି ଅମିତ କୁମାର ସେନାପତି, ଉପ ସଭାପତି ଗିତାସାଇ ମହାନ୍ତି, ସତ୍ୟ ସ୍ୱରୁପ ରାଉତରାୟ, ପ୍ରତ୍ୟୁଷ ସାମନ୍ତରାୟ, ଶଶାଙ୍କ ସେଖର ବେହେରା ଓ ଆଶିଷ କୁମାର ରାଣା, ସାଧାରଣ ସମ୍ପାଦକ ସ୍ୱସ୍ତିକ ସ୍ୱରୂପ ସିଂ, ସମ୍ପାଦକ ପ୍ରିୟବ୍ରତ ମହାନ୍ତି, ସତ୍ୟ ରଞ୍ଜନ ସେଠୀ, ସୁର୍ଯ୍ୟକାନ୍ତ ଦାସ୍‌, ସୁଭଜିତ୍ ସୁନ୍ଦରରାୟ, ଉମାକାନ୍ତ ମହନ୍ତ ଓ କମଲ୍ ଲୋଚନ ପାତ୍ର, ଯୁଗ୍ମ ସମ୍ପାଦକ ପ୍ରଣବ ଜେନା ଆଦିତ୍ୟ ପାତ୍ର, ପ୍ରତୀକ, ସେକ କବିର୍‌, ଗଣପତି ଚୌଧୁରି ଓ ପ୍ରଦିପ ଭଞ୍ଜ ନିର୍ବାଚିତ ହୋଇଛନ୍ତି । ଉପଦେଷ୍ଟା କମିଟିରେ ପ୍ରମୋଦ ପଣ୍ଡା, ରାଜେଶ ରାଜ ସ୍ୱାଇଁ, ଅ‘ତାବ୍ ଆଲମ୍ ଖାନ୍ , ସ୍ୱାଗତିକା ମହାନ୍ତି, ଅବିନାସ ପ୍ରଧାନ, ସଙ୍କେତ୍ ରାୟ, ସୋନାଲି ପ୍ରିୟଦର୍ଶିନି, ସତ୍ୟଜିତ୍ ପଟ୍ଟନାୟକ, ଆଶିଷ ସାହୁ, ଦିପ୍ତିମୟି ପତି, ଲଗ୍ନାଦିପା ମିଶ୍ର, ସୌମ୍ୟ ରଞ୍ଜନ ତ୍ରିପାଠୀ, ସେକ ଅର୍ଶଦ୍ ଅଲି, ଦୀପକ ମହାପାତ୍ର, କିଶୋର ବେହେରା, ଅମିୟ ଦାସ, ପ୍ରଳୟ ପଟ୍ଟନାୟକ ଓ ସ୍ୱୟମ୍ଭୁ ସ୍ୱାଇଁଙ୍କୁ ସମ୍ମାନିତ କରାଯାଇଥିବା ବେଳେ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ସ୍ୱାବଲମ୍ବନ୍ ମହନ୍ତ, ରାଜେଶ ବେହେରା, ଅନିମେସ ମିଶ୍ର, ଫରାନ୍ କବିର୍‌, ସ୍ୱଦେଶ ନାୟକ, ବିଶ୍ୱଜିତ୍ ସାହୁ ଓ ଇଲାବନ୍ତ ମେକପଙ୍କୁ ସମ୍ମାନିତ କରାଯାଇଛି । ଏହି ଅବସରରେ ପ୍ରଶାନ୍ତ କୁମାର ଦେଓ, ଡ଼ କୈଳାଶ ମହାପାତ୍ର, ଅଂଶୁମାନ ଜେନା, ସୁବାସିଷ ଖୁଣ୍ଟିଆ, ପାର୍ଥ ସାରଥୀ ମୁଦୁଲି, ଚିତ୍ତରଞ୍ଜନ ଦାସ୍‌, ସୌମ୍ୟଜିତ୍ ମହାପାତ୍ର, ପୁଷ୍ପାଞ୍ଜଳି ରାଣା, ମିକୁ ପ୍ରଧାନ, ଅତିଷ୍ କୁମାର ସାହୁ, ରଞ୍ଜନ ମହାପାତ୍ର, ତାପସ ମଲ୍ଲିକ, ପ୍ରୁଥୀରାଜ ପଣ୍ଡା ଓ ରଜତ ବାରିକଙ୍କୁ ସମ୍ମାନିତ କରାଯାଇଥିଲା ବୋଲି ସଂଘର ପ୍ରତିଷ୍ଠାତା ତାରିଣୀ ପ୍ରସାଦ ନାୟକ ସୂଚନା ଦେଇଛନ୍ତି ।

By admin

Leave a Reply

Your email address will not be published. Required fields are marked *