ମାଟ୍ରିକ ପରୀକ୍ଷା ଉତୀର୍ଣ୍ଣ ଛାତ୍ରଛାତ୍ରୀଙ୍କୁ ଆଶ୍ୱସ୍ତ କଲେ ସରକାର : +୨ରେ ୧୩୪୬୮ଟି ସିଟ ବୃଦ୍ଧି, ୧୦୬ଟି ହାଇସ୍କୁଲ ହେଲା ଅପଗ୍ରେଡ

ମାଟ୍ରିକ ପରୀକ୍ଷା ଉତୀର୍ଣ୍ଣ ଛାତ୍ରଛାତ୍ରୀଙ୍କୁ ଆଶ୍ୱସ୍ତ କଲେ ସରକାର +୨ରେ ୧୩୪୬୮ଟି ସିଟ ବୃଦ୍ଧି, ୧୦୬ଟି ହାଇସ୍କୁଲ ହେଲା ଅପଗ୍ରେଡ #ଭୁବନେଶ୍ୱର(ଏନ୍‌.ଏମ୍‌.): ଚଳିତ ଶିକ୍ଷାବର୍ଷରେ ରାଜ୍ୟରେ ମାଟ୍ରିକ ପରୀକ୍ଷାରେ ରେକର୍ଡ ସଂଖ୍ୟକ ଛାତ୍ରଛାତ୍ରୀ +୨ ଅଧ୍ୟୟନ ନେଇ ଅନିଶ୍ଚିତତାରେ ଥିଲେ । ଏତେ ସଂଖ୍ୟକ ଛାତ୍ରଛାତ୍ରୀଙ୍କ ପାଇଁ ରାଜ୍ୟରେ +୨ କଲେଜର ଅଭାବ ଦୃଷ୍ଟିରୁ ଏଥର ପଢ଼ିବା ପାଇଁ ସିଟ ମିଳିବ କି ନାହିଁ ଆଶଙ୍କାରେ ଥିବାବେଳେ ରାଜ୍ୟସରକାର ଛାତ୍ରଛାତ୍ରୀଙ୍କୁ ଆଶ୍ୱସ୍ତ କରିଛନ୍ତି । ରାଜ୍ୟ ସରକାର…

Read More

ମାଟ୍ରିକ ପରୀକ୍ଷାରେ ଏ-୧ ଗ୍ରେଡ଼ ପାଇଥିବା ଆଠଗଡ଼ ଛାତ୍ରଛାତ୍ରୀଙ୍କୁ ଫୋରମ୍ ଅଫ୍ ଏକାଡେମିକ ଏବଂ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ସମ୍ବର୍ଦ୍ଧନା

ମାଟ୍ରିକ ପରୀକ୍ଷାରେ ଏ-୧ ଗ୍ରେଡ଼ ପାଇଥିବା ଆଠଗଡ଼ ଛାତ୍ରଛାତ୍ରୀଙ୍କୁ ଫୋରମ୍ ଅଫ୍ ଏକାଡେମିକ ଏବଂ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ସମ୍ବର୍ଦ୍ଧନା #ଆଠଗଡ଼(ଏନ୍‌.ଏମ୍‌.): ଆଠଗଡ଼ ଅଞ୍ଚଳରେ ଛାତ୍ରଛାତ୍ରୀମାନଙ୍କୁ ଅଧ୍ୟୟନରେ ମନୋନିବେଶ କରିବା ନିମନ୍ତେ ଫୋରମ ଅଫ ଏକାଡେମିକ ଏବଂ ବିଜୁ ଛାତ୍ରଜନତା ଦଳ ପକ୍ଷରୁ ପ୍ରେରଣା ଯୋଗାଇ ଦିଆଯାଇଛି । ପ୍ରତ୍ୟେକ ଛାତ୍ରଛାତ୍ରୀମାନେ ଅଧ୍ୟୟନରେ ନିଜର ପାରଦର୍ଶିତା ପ୍ରତିପାଦନ କରିବା ସହ ସମ୍ପୂର୍ଣ୍ଣ ଆଠଗଡ଼ର ଗର୍ବ ଗୌରବ ବୃଦ୍ଧି କରିବାର ଦାୟିତ୍ୱ ଛାତ୍ରଛାତ୍ରୀଙ୍କ ହାତରେ ରହିଛି…

Read More

ଯୁବା ସଂଗମ ସମାଜରେ ସ୍ନେହ ଓ ଶ୍ରଦ୍ଧା ସହ ଏକତାର ଭାବକୁ ଉଜାଗର କରୁଛି – ଧର୍ମେନ୍ଦ୍ର ପ୍ରଧାନ

ଯୁବା ସଂଗମ ସମାଜରେ ସ୍ନେହ ଓ ଶ୍ରଦ୍ଧା ସହ ଏକତାର ଭାବକୁ ଉଜାଗର କରୁଛି – ଧର୍ମେନ୍ଦ୍ର ପ୍ରଧାନ #ଭୁବନେଶ୍ୱର(ଏନ୍‌.ଏମ୍‌.): ଭାରତ ସରକାରଙ୍କ ଏକ ଭାରତ ଶ୍ରେଷ୍ଠ ଭାରତ -ଯୁବା ସଂଗମ କାର୍ଯ୍ୟକ୍ରମ ଅଧୀନରେ ଯୋଡି ହୋଇଥିବା ଯୁବବର୍ଗଙ୍କ ଅନୁଭବରୁ ଯେଉଁ ଦୃଢ଼ ଇଚ୍ଛାଶକ୍ତି ଏବଂ ଆତ୍ମବିଶ୍ୱାସ ରହିଛି ତାହା ପ୍ରେରଣାଦାୟୀ ଓ ଉତ୍ସାହପୂର୍ଣ୍ଣ । ଯୁବା ସଂଗମ ସମାଜରେ ସ୍ନେହ ଓ ଶ୍ରଦ୍ଧା ସହ ଏକତାର ଭାବକୁ ଉଜାଗର କରୁଛି । ଏହା ଯୁବଶକ୍ତିଙ୍କୁ ଆମ…

Read More

ଏଏସଓ ମେରିଟ୍ ଲିଷ୍ଟ ଖାରଜ ହେବା ପରେ ଓପିଏସସି ଅଫିସ ସମ୍ମୁଖରେ ମନୋନୀତ ପ୍ରାର୍ଥୀଙ୍କ ବିକ୍ଷୋଭ

ଏଏସଓ ମେରିଟ୍ ଲିଷ୍ଟ ଖାରଜ ହେବା ପରେ ଓପିଏସସି ଅଫିସ ସମ୍ମୁଖରେ ମନୋନୀତ ପ୍ରାର୍ଥୀଙ୍କ ବିକ୍ଷୋଭ #କଟକ(ଏନ୍‌.ଏମ୍‌.): ଏଏସଓ ପରୀକ୍ଷା ମେରିଟ ଷ୍ଟକୁ ହାଇକୋର୍ଟ ଖାରଜ କରି ଦେବା ପରେ ଏଥିପାଇଁ ମନୋନୀତ ହୋଇଥିବା ପ୍ରାର୍ଥୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ସେମାନେ ଆଜି କଟକ ସ୍ଥିତ ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସେମାନଙ୍କ ପ୍ରତି ଅବିଚାର କରାଯାଇଥିବା ସେମାନେ କହିଛନ୍ତି । ପୂରା ଜଜମେଣ୍ଟ କପି ଆସିବା…

Read More

ବେସରକାରୀ ବିଦ୍ୟାଳୟ ଏବଂ ଶିଶୁ କଲ୍ୟାଣ ସଂଘର ଜାତୀୟ ପରିଷଦ ମିଟ ପୁରୀରେ ଜୁନ୍ ୨ ରୁ ୫ ପର୍ଯ୍ୟନ୍ତ

ବେସରକାରୀ ବିଦ୍ୟାଳୟ ଏବଂ ଶିଶୁ କଲ୍ୟାଣ ସଂଘର ଜାତୀୟ ପରିଷଦ ମିଟ ପୁରୀରେ ଜୁନ୍ ୨ ରୁ ୫ ପର୍ଯ୍ୟନ୍ତ #ଭୁବନେଶ୍ୱର(ଏନ୍‌.ଏମ୍‌.) : ବେସରକାରୀ ବିଦ୍ୟାଳୟ ଏବଂ ଶିଶୁ କଲ୍ୟାଣ ସଂଘର ଆହ୍ୱାନ କ୍ରମେ ଭୁବନେଶ୍ୱର ହୋଟେଲ ନ୍ୟୁ ମ୍ୟାରିଅନରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଯାଇଛି । ଆସୋସିଏସନର ରାଷ୍ଟ୍ରୀୟ ସଭାପତି ସୟଦ ଶାମେଲ ଅହମ୍ମଦ ସୂଚନା ଦେଇଛନ୍ତି କହିଛନ୍ତି ଯେ, ବେସରକାରୀ ବିଦ୍ୟାଳୟ ଏବଂ ଶିଶୁ କଲ୍ୟାଣ ସଂଘର ଦଶମ ଜାତୀୟ ପରିଷଦ ମିଟ୍…

Read More

ଏଏସ୍‌ଓ ନିଯୁକ୍ତି ପରୀକ୍ଷା ମାମଲା: ହାଇକୋର୍ଟଙ୍କ ବିନା ଅନୁମତିରେ ପ୍ରକାଶ ପାଇବନାହିଁ ମେରିଟ୍ ଲିଷ୍ଟ୍

ଏଏସ୍‌ଓ ନିଯୁକ୍ତି ପରୀକ୍ଷା ମାମଲା: ହାଇକୋର୍ଟଙ୍କ ବିନା ଅନୁମତିରେ ପ୍ରକାଶ ପାଇବନାହିଁ ମେରିଟ୍ ଲିଷ୍ଟ #କଟକ(ଏନ୍‌.ଏମ୍‌.): ଆସିଷ୍ଟାଣ୍ଟ ସେକ୍ସନ ଅଫିସର (ଏଏସଓ) ନିଯୁକ୍ତି ପରୀକ୍ଷାରେ ହୋଇଥିବା ବ୍ୟାପକ ଅନିୟମିତତା ମାମଲାର ଆଜି ହାଇକୋର୍ଟରେ ଶୁଣାଣି ହୋଇଯାଇଛି । ଅଦାଲତ ଏହି ମାମଲାରେ ମେରିଟ୍ ଲିଷ୍ଟ୍ ପ୍ରକାଶନ ଉପରେ ରୋକ୍ ଲଗାଇଛନ୍ତି । ଅଦାଲତଙ୍କ ବିନା ଅନୁମତିରେ ଏହି ଲିଷ୍ଟ୍ ପ୍ରକାଶ କରାଯାଇପାରିବ ନାହିଁ ବୋଲି ହାଇକୋର୍ଟ ତାଙ୍କ ଆଦେଶରେ ସ୍ପଷ୍ଟ କରିଛନ୍ତି । ଅନ୍ୟପକ୍ଷରେ ଆସନ୍ତା ଦୁଇ…

Read More

ଚଳିତ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପରେ ନିଜର ଗାରିମାକୁ ଜାହିର କଲା ସାଧୁସୁନ୍ଦର ବିଦ୍ୟାପୀଠ

ଚଳିତ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପରେ ନିଜର ଗାରିମାକୁ ଜାହିର କଲା ସାଧୁସୁନ୍ଦର ବିଦ୍ୟାପୀଠ #ଟାଙ୍ଗୀ-ଚୌଦ୍ୱାର(ଏନ୍‌.ଏମ୍‌.): ଚଳିତ ମାଟ୍ରିକ ପରୀକ୍ଷାରେ ଛାତ୍ରଛାତ୍ରୀଙ୍କ ସଫଳତାକୁ ନେଇ ନିଜର ଅସ୍ମିତା ଜାହିର କରିଛି କଟକ ଜିଲ୍ଲା ଟାଙ୍ଗୀ-ଚୌଦ୍ୱାର ବ୍ଲକ ସାଧୁସୁନ୍ଦର ବିଦ୍ୟାପୀଠ । ମହାତ୍ମା ସାଧୁସୁନ୍ଦରଙ୍କ ନାମରେ ସ୍ଥାପିତ ଏହି ବିଦ୍ୟାଳୟ ଅଞ୍ଚଳର ଶିକ୍ଷାୟତନ କ୍ଷେତ୍ରରେ ପୁଷ୍କରିଣୀ ମଧ୍ୟରେ ଦିପିଦାଣ୍ଡି ସଦୃଶ । ଏହି ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଦେଶ ବିଦେଶରେ ସୁନାମ ଅର୍ଜନ କରିଥିବାବେଳେ ଏବେ ଶତପ୍ରତିଶତ ମାଟ୍ରିକ…

Read More

ସର୍ବସାଧାରଣଙ୍କ ପରିଦର୍ଶନ ପାଇଁ ଖୋଲିଲା ଏସସିବି ଆନାଟୋମୀ ସଂଗ୍ରହାଳୟ

ସର୍ବସାଧାରଣଙ୍କ ପରିଦର୍ଶନ ପାଇଁ ଖୋଲିଲା ଏସସିବି ଆନାଟୋମୀ ସଂଗ୍ରହାଳୟ #କଟକ(ଏନ୍‌.ଏମ୍‌.): ବିଶ୍ୱ ସଂଗ୍ରହାଳୟ ଦିବସ ଅବସରରେ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ (ଏସସିବି)ର ଆନାଟୋମୀ (ଶରୀର ବିଭାଗ) ସଂଗ୍ରହାଳୟରେ ଛାତ୍ର ଛାତ୍ରୀଙ୍କ ପାଠ ପଢା ନିମନ୍ତେ ରଖାଯାଇଥିବା ମଣିଷ ଶରୀରର ବିଭିନ୍ନ ଅଙ୍ଗକୁ ଆଜି (ଗୁରୁବାର) ସର୍ବସାଧାରଣ ପରିଦର୍ଶନ କରିଛନ୍ତି । ଉକ୍ତ କାର୍ଯ୍ୟକ୍ରମକୁ ଆନାଟୋମୀ ବିଭାଗର ଏଚଓଡି ପ୍ରଫେସର ଡାକ୍ତର ସତ୍ୟଶ୍ରୀ ରାୟଙ୍କ ନେତୃତ୍ୱରେ ମହାବିଦ୍ୟାଳୟର ଡିନ ଏବଂ ପ୍ରିନ୍ସିପାଲ ପ୍ରଫେସର ଡାକ୍ତର ପ୍ରସନଜିତ୍ ମହାନ୍ତିଙ୍କ…

Read More

ପ୍ରକାଶ ପାଇଲା ମାଟ୍ରିକ୍ ପରୀକ୍ଷାଫଳ: ଛାତ୍ରଙ୍କୁ ପଛରେ ପକାଇଲେ ଛାତ୍ରୀ, ୩୨୨୨ ବିଦ୍ୟାଳୟରେ ପାସ୍ ହାର ଶତ ପ୍ରତିଶତ

ପ୍ରକାଶ ପାଇଲା ମାଟ୍ରିକ୍ ପରୀକ୍ଷାଫଳ: ଛାତ୍ରଙ୍କୁ ପଛରେ ପକାଇଲେ ଛାତ୍ରୀ, ୩୨୨୨ ବିଦ୍ୟାଳୟରେ ପାସ୍ ହାର ଶତ ପ୍ରତିଶତ #କଟକ(ଏନ.ଏମ୍‌.): ଆଜି ପ୍ରକାଶ ପାଇଛି ମାଟ୍ରିକ ପରୀକ୍ଷା ଫଳ । ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ୨୦୨୩ ମାଟ୍ରିକ୍ (ଦଶମ), ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷାଫଳ ଆଜି(ମେ ୧୮) ଦିନ ୧୦ଟାରେ ପ୍ରକାଶ ପାଇଛି । କଟକ ସ୍ଥିତ ବୋର୍ଡ କାର୍ଯ୍ୟାଳୟରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ପ୍ରମିଳା ମଲ୍ଲିକ…

Read More

ମଇ ମାସ ୧୮ ତାରିଖରେ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶନ ପାଇଁ ବୋର୍ଡ଼ ପକ୍ଷରୁ ଘୋଷଣା

ମଇ ମାସ ୧୮ ତାରିଖରେ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶନ ପାଇଁ ବୋର୍ଡ଼ ପକ୍ଷରୁ ଘୋଷଣା #କଟକ(ଏନ୍‌.ଏମ୍‌.): ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ନିମନ୍ତେ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ଼) ପକ୍ଷରୁ ଦିନ ଧାର୍ଯ୍ୟ ହୋଇଛି । ଆଜି ଏନେଇ ବୋର୍ଡ଼ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ସୂଚନା ଅନୁଯାୟୀ ଚଳିତ ମାସ ଆସନ୍ତା ୧୮ ତାରିଖରେ ମାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି କୁହାଯାଇଛି । କଟକ…

Read More

୫ଟି ଜିଲ୍ଲାରେ ଆଞ୍ଚଳିକ ଜୁଡ଼ିସିଆଲ ଏକାଡେମୀ ଉଦ୍‌ଘାଟିତ

୫ଟି ଜିଲ୍ଲାରେ ଆଞ୍ଚଳିକ ଜୁଡ଼ିସିଆଲ ଏକାଡେମୀ ଉଦ୍‌ଘାଟିତ #କଟକ(ଏନ୍‌.ଏମ୍‌.): ସିଡିଏ ସ୍ଥିତ ଓଡ଼ିଶା ଜୁଡିସିଆଲ୍ ଏକାଡେମୀର ଗତିକୃଷ୍ଣ ମିଶ୍ର ପ୍ରେକ୍ଷାଳୟରେ ରାଜ୍ୟର ୫ଟି ଜିଲ୍ଲାରେ ଆଜି ଆଞ୍ଚଳିକ ଜୁଡ଼ିସିଆଲ ଏକାଡେମୀ ଉଦ୍‌ଘାଟିତ ହୋଇଯାଇଛି । ଜୁଡ଼ିସିଆଲ ଏକାଡେମୀ ପରିସରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସୁପ୍ରିମକୋର୍ଟର ବିଚାରପତି ସୂର୍ଯ୍ୟକାନ୍ତ ଯୋଗଦେଇ ଅନୁଗୁଳ, ବାଲେଶ୍ୱର, କୋରାପୁଟ, ଗଞ୍ଜାମ ଏବଂ ସମ୍ବଲପୁରରେ ଆଭାସି ମାଧ୍ୟମରେ ଆଞ୍ଚଳିକ ଜୁଡିସିଆଲ ଏକାଡେମୀକୁ ଲୋକାର୍ପଣ କରିଛନ୍ତି । ଏହି ଅବସରରେ ସେ କହିଛନ୍ତି ଯେ ବିଚାର…

Read More

ଓଡ଼ିଶା ରାଜନୀତି: ବାଚସ୍ପତି ଓ ୨ ରାଷ୍ଟ୍ରମନ୍ତ୍ରୀଙ୍କ ଇସ୍ତଫା

ଓଡ଼ିଶା ରାଜନୀତି: ବାଚସ୍ପତି ଓ ୨ ରାଷ୍ଟ୍ରମନ୍ତ୍ରୀଙ୍କ ଇସ୍ତଫା #ଭୁବନେଶ୍ୱର(ଏନ୍‌.ଏମ୍‌.): ବାଚସ୍ପତିଙ୍କ ସମେତ ୨ଜଣ ରାଷ୍ଟ୍ର ମନ୍ତ୍ରୀ ନିଜ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ବାଚସ୍ପତି ବିକ୍ରମ କେଶରୀ ଆରୁଖ । ଆଜି ସେ ତାଙ୍କ ଇସ୍ତଫାପତ୍ର ଉପବାଚସ୍ପତିଙ୍କ ନିକଟକୁ ପଠାଇ ଦେଇଛନ୍ତି । ବ୍ୟକ୍ତିଗତ କାରଣରୁ ସେ ଇସ୍ତଫା ଦେଇଥିବା କହିଛନ୍ତି । ସେହିଭଳି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଓ ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁ ମଧ୍ୟ ଆଜି ଇସ୍ତଫା ଦେଇଛନ୍ତି ।…

Read More