କଟକରେ ବିଜେପି ପକ୍ଷରୁ ବିଶାଳ ଯୁବ ଆକ୍ରୋଶ ସମାବେଶ
କଟକରେ ବିଜେପି ପକ୍ଷରୁ ବିଶାଳ ଯୁବ ଆକ୍ରୋଶ ସମାବେଶ #କଟକ (ଏନ୍.ଏମ୍.): କଟକରେ ଏବେ ବିଜେପି ନିଜର ସଂଗଠନକୁ ମଜଭୁତ କରିବାରେ ଲାଗି ପଡ଼ିଛି । ସାଧାରଣ ନିର୍ବାଚନ ଯେତିକି ଯେତିକି ପାଖେଇ ଆସୁଛି ବିଭିନ୍ନ ରାଜନୈତିକ ସଂଗଠନ ସେତିକି ସେତିକି ପ୍ରସ୍ତୁତ ହେଉଛନ୍ତି ପ୍ରତିଦ୍ୱନ୍ଦୀଙ୍କୁ ମୁକାବିଲା କରିବା ପାଇଁ । ଏହି ପରିପ୍ରେକ୍ଷୀରେ କଟକରେ ବିଜେପି ମଧ୍ୟ ତା’ର ପ୍ରସ୍ତୁତି ଜାରି ରଖିଛି । ବିଜେପି ଯୁବମୋର୍ଚ୍ଚାର ପୂର୍ବତନ ସଭାପତି ଜ୍ୟୋତିରଞ୍ଜନ ପଲାଇଙ୍କ ନେତୃତ୍ୱରେ ବାରବାଟୀ-କଟକ…
