ଗାଁ ଗାଁରେ କଂଗ୍ରେସର ମାତୃ ଆଶୀର୍ବାଦ ଯାତ୍ରା

ଗାଁ ଗାଁରେ କଂଗ୍ରେସର ମାତୃ ଆଶୀର୍ବାଦ ଯାତ୍ରା #ତିର୍ତ୍ତୋଲ (ଏନ୍‌.ଏମ୍‌.): ଆଗାମୀ ନିର୍ବାଚନ ଯେତେ ପାଖେଇ ଆସୁଛି ରାଜନୈତିକ ଦଳର ନେତା ମାନେ ଭୋଟର ମାନଙ୍କୁ ଆକର୍ଷଣ କରିବାର ପ୍ରୟାସ ଜାରି ରଖିଛନ୍ତି । ଏବେ କଂଗ୍ରେସ ଭଳି ଜାତୀୟ ଦଳ ନିଜର ଭୋଟ ବ୍ୟାଙ୍କକୁ ସୁଦୃଢ଼ କରିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଥିବା ଦେଖିବାକୁ ମିଳିଛି । ତେବେ କେବଳ କଂଗ୍ରେସ କାହିଁକି ରାଜ୍ୟରେ ବିଜେଡି, ବିଜେପି ମଧ୍ୟ ମହିଳା କାର୍ଡ଼ ଖେଳିବା ଆରମ୍ଭ…

Read More

ଫାଇପ-ଟି ଅଧ୍ୟକ୍ଷଙ୍କ ଉପରକୁ ବିଲାତି ଫିଙ୍ଗି ଯୁବକ ଅଟକ

ଫାଇପ-ଟି ଅଧ୍ୟକ୍ଷଙ୍କ ଉପରକୁ ବିଲାତି ଫିଙ୍ଗି ଯୁବକ ଅଟକ ‘ଔଷଧ ବିକଳରେ ତାଟିଆ କାମୁଡ଼ୁଛନ୍ତି ବିରୋଧୀ’ #ବ୍ରହ୍ମପୁର(ଏନ୍‌.ଏମ୍‌.): ଫାଇପ-ଟି ଏବଂ ଆମ ଓଡ଼ିଶା ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ ଗଞ୍ଜାମ ବେଲଗୁଣ୍ଠା ଗ୍ରସ୍ତରେ ଯାଇଥିବାବେଳେ ଏକ ଅଭାବନୀୟ ଘଟଣା ଘଟିଥିବା ଦେଖିବାକୁ ମିଳିଛି । ୫-ଟି ଅଧ୍ୟକ୍ଷ ଭି.କେ. ପାଣ୍ଡିଆନଙ୍କ ଉପରକୁ ଜଣେ ବ୍ୟକ୍ତି ବିଲାତି ଫିଙ୍ଗି ପ୍ରତିବାଦ କରିଛନ୍ତି । ତେବେ ବିଲାତି ମାଡ ପରେ ମଧ୍ୟ ଶ୍ରୀ ପାଣ୍ଡିଆନ ଅଟକି ନଯାଇ, ବେଲଗୁଣ୍ଠାରେ…

Read More

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ପାଇଁ ପ୍ରଶାସନର ଅସହଯୋଗ ସତ୍ତ୍ୱେ ଶକ୍ତି ପ୍ରଦର୍ଶନ କଲେ ରୂପାଲୀ ଲେଙ୍କା

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ପାଇଁ ପ୍ରଶାସନର ଅସହଯୋଗ ସତ୍ତ୍ୱେ ଶକ୍ତି ପ୍ରଦର୍ଶନ କଲେ ରୂପାଲୀ ଲେଙ୍କା ନବୀନ ପଟ୍ଟନାୟକ ଓ ଭି.କେ. ପାଣ୍ଡିଆନଙ୍କ ଜୟଗାନରେ ପ୍ରକମ୍ପିତ କଲେ ସମର୍ଥକ #କଟକ(ଏନ୍‌.ଏମ୍‌.): କଟକ ଜିଲ୍ଲା ଚୌଦ୍ୱାର ଅଞ୍ଚଳର ବହୁ ଚର୍ଚ୍ଚିତ ଓଟିଏମ ଜମିରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂତନ ଶିଳ୍ପ ପ୍ରତିଷ୍ଠା ନିମନ୍ତେ ଶିଳାନ୍ୟାସ କରିଛନ୍ତି । ୱେଲସ୍ପନ ଗ୍ରୁପ ପକ୍ଷରୁ ଏକ ଇଣ୍ଟିଗ୍ରେଟେଡ୍ ଟେକ୍ସଟାଇଲ ମାନୁଫାକ୍‌ଚରିଂ ଫାସିଲିଟି ଏବଂ ୱେୟାରହାଉସିଂ କମ୍ପେ୍ଲକ୍ସ ନିର୍ମାଣ ନିମନ୍ତେ ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ…

Read More

ଚୌଦ୍ୱାର-କଟକ ନିର୍ବାଚନ ମଣ୍ଡଳୀରେ ବିଜେପିର କାର୍ଯ୍ୟକର୍ତ୍ତା ବୈଠକ

ଚୌଦ୍ୱାର-କଟକ ନିର୍ବାଚନ ମଣ୍ଡଳୀରେ ବିଜେପିର କାର୍ଯ୍ୟକର୍ତ୍ତା ବୈଠକ #ଚୌଦ୍ୱାର(ଏନ୍‌.ଏମ୍‌.): ସାଧାରଣ ନିର୍ବାଚନ ପାଖେଇ ଆସୁଥିବାବେଳେ ବିଭିନ୍ନ ରାଜନୈତିକ ଦଳ ଏବେ ଠାରୁ ନିଜସ୍ୱ ରଣନୀତି ପ୍ରସ୍ତୁତ କଲେଣି । ବୁଥସ୍ତରରେ ସଂଗଠନକୁ ମଜଭୁତ କରି ଭୋଟକୁ କିଭଳି ନିଜ ସପକ୍ଷକୁ ଅଣାଯାଇ ପାରିବ ଦଳୀୟ ନେତା ଓ କର୍ମୀ ଏବେ ତତ୍ପର । ଏହି ପରିପ୍ରେକ୍ଷୀରେ ଭାରତୀୟ ଜନତା ପାର୍ଟି ପକ୍ଷରୁ କେନ୍ଦ୍ରସରକାରଙ୍କ ଜନହିତକର ଯୋଜନା ଏବଂ ପୂର୍ବ ଦିଗର ଭାରତର ନୂତନ ସୂର୍ଯ୍ୟୋଦୟ ସମ୍ପର୍କରେ ବିଭିନ୍ନ…

Read More

ଓଡିଶା ସଚିବାଳୟ ସେବା ବର୍ଗର କାର୍ଯ୍ୟବନ୍ଦ ଆନ୍ଦୋଳନ

ଓଡିଶା ସଚିବାଳୟ ସେବା ବର୍ଗର କାର୍ଯ୍ୟବନ୍ଦ ଆନ୍ଦୋଳନ #ଭୁବନେଶ୍ୱର(ଏନ୍‌.ଏମ୍‌.): ଓଡିଶା ସଚିବାଳୟ ସେବା ସଂଘ ଆହ୍ୱାନ କରିଥିବା ସମ୍ପୂର୍ଣ୍ଣ କାର୍ଯ୍ୟବନ୍ଦ ଆନ୍ଦୋଳନ କ୍ରମାଗତ ତୃତୀୟ ଦିନରେ ପହଞ୍ଚିଥିବା ସମୟରେ, ସଚିବାଳୟର ଦୈନନ୍ଦିନ କାର୍ଯ୍ୟବାଧାପ୍ରାପ୍ତ ହେବାଦ୍ୱାରା ରାଜ୍ୟର ସର୍ବୋଚ୍ଚ ଅନୁଷ୍ଠାନ ସମ୍ପୂର୍ଣ୍ଣ ପକ୍ଷାଘାତ ହୋଇପଡିଛି । ବହୁ ସଂଖ୍ୟାରେ ରାଜ୍ୟ ସଚିବାଳୟ ସେବା ଅଧିକାରୀମାନେ ସରକାରଙ୍କନିକଟରେ ବିଚାରାଧିନ ଥିବା ଆଇନଗତ ନ୍ୟାଜ୍ୟ ଦାବିର ପୂରଣ ନିମନ୍ତେ ଶାନ୍ତିପୂର୍ଣ୍ଣ ଭାବରେ ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗର ପଡିଆରେ ଏକତ୍ରିତ…

Read More

ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଘରେ ଇଡି ଚଢ଼ାଉ

ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଘରେ ଇଡି ଚଢ଼ାଉ #ଭଦ୍ରକ(ଏନ୍‌.ଏମ୍‌.): ଇଡିର ସ୍କାନରରେ ଏବେ ରାଜନେତା । ସାଧାରଣ ନିର୍ବାଚନ ପାଇଁ ରାଜନୈତିକ ସରଗରମ ଆରମ୍ଭ ହୋଇଥିବାବେଳେ ରାଜନେତାଙ୍କ ଘରେ ଏଭଳି ଚଢ଼ାଉକୁ ନେଇ ସମସ୍ତେ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି । ଏହାର ଫଳାଫଳକୁ ଜନତା ଚାହିଁ ରହିଛନ୍ତି । ଜମି କାରବାରରେ ଦୁର୍ନୀତି ହୋଇଥିବା ଅଭିଯୋଗରେ ଆଜି ଭଦ୍ରକ ଭଣ୍ଡାରିପୋଖରୀ ବିଧାୟକ ତଥା ବିଜେଡିର ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କ ଘରେ ଇଡି ବା…

Read More

କଟକ ନଗର ବିଜେପି ଅଧ୍ୟାପକ ସେଲ ସଂଯୋଜକ ହେଲେ ମାନସ ରଞ୍ଜନ ଓଝା

କଟକ ନଗର ବିଜେପି ଅଧ୍ୟାପକ ସେଲ ସଂଯୋଜକ ହେଲେ ମାନସ ରଞ୍ଜନ ଓଝା #କଟକ(ଏନ୍‌.ଏମ୍‌.): କଟକ ଜିଲ୍ଲାରେ ବିଜେପି ନିଜର ସ୍ଥିତି ସୁଦୃଢ଼ କରିବା ପାଇଁ ବିଭିନ୍ନ ରଣକୌଶଳ ଆପଣେଉଥିବା ଦେଖିବାକୁ ମିଳିଛି । ଏପରିକି ବିଭିନ୍ନ ଦଳରୁ ପ୍ରଭାବଶାଳୀ ନେତାମାନଙ୍କୁ ନିଜ ଦଳରେ ସାମିଲ କରି ସଂଗଠନକୁ ଅଧିକ ମଜଭୁତ କରିବାକୁ ବିଜେପି ଉଦ୍ୟମ କରୁଥିବାବେଳେ ପୁରୁଣା କାର୍ଯ୍ୟକର୍ତ୍ତାଙ୍କୁ ମଧ୍ୟ ବିଭିନ୍ନ ଦାୟିତ୍ୱ ଦେଉଥିବା ଦେଖିବାକୁ ମିଳିଛି । ଦଳରେ ବିଭିନ୍ନ ସଂଗଠନ ମଧ୍ୟରେ ମହିଳା…

Read More

ବିଜେପି ପକ୍ଷରୁ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ରାଜ୍ୟସଭା ପ୍ରାର୍ଥୀ ଭାବେ ବିଜେଡିର ସମର୍ଥନ

ବିଜେପି ପକ୍ଷରୁ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ରାଜ୍ୟସଭା ପ୍ରାର୍ଥୀ ଭାବେ ବିଜେଡିର ସମର୍ଥନ #ଭୁବନେଶ୍ୱର(ଏନ୍‌.ଏମ୍‌.): ବିଜେପି ପକ୍ଷରୁ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଆଜି ରାଜ୍ୟସଭା ପ୍ରାର୍ଥୀ ଭାବେ ଘୋଷଣା କରାଯାଇଥିବା ବେଳେ ତାହାକୁ ପୂର୍ବଭଳି ବିଜେଡି ସମର୍ଥନ ଜଣାଇଛି । ଫଳରେ ଏପର ବି ବିଜେଡି ସମର୍ଥନରେ ଅଶ୍ୱିନୀ ବୈଷ୍ଣବ ରାଜ୍ୟସଭା ଯିବାକୁ ରାସ୍ତା ପରିଷ୍କାର ହୋଇଛି । ଓଡ଼ିଶାରୁ ୩ଜଣ ରାଜ୍ୟସଭା ସାଂସଦଙ୍କ କାର୍ଯ୍ୟକାଳ ଶେଷ ହେଉଥିବାବେଳେ ନୂତନ ପ୍ରାର୍ଥୀପାଇଁ ନାମାଙ୍କନ ଦାଖଲ…

Read More

ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ପ୍ରାର୍ଥୀପତ୍ର ଦାଖଲ କଲେ ବିଜେଡିର ରାଜ୍ୟସଭା ପ୍ରାର୍ଥୀ ଦେବାଶିଷ ଓ ଶୁଭାଶିଷ, ଟିକେଟକୁ ନେଇ କଟକରେ ଆରମ୍ଭ ହୋଇଛି ରାଜନୈତିକ ଚର୍ଚ୍ଚା

ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ପ୍ରାର୍ଥୀପତ୍ର ଦାଖଲ କଲେ ବିଜେଡିର ରାଜ୍ୟସଭା ପ୍ରାର୍ଥୀ ଦେବାଶିଷ ଓ ଶୁଭାଶିଷ, ଟିକେଟକୁ ନେଇ କଟକରେ ଆରମ୍ଭ ହୋଇଛି ରାଜନୈତିକ ଚର୍ଚ୍ଚା #ଭୁବନେଶ୍ୱର(ଏନ୍‌.ଏମ୍‌.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜେଡିର ରାଜ୍ୟସଭା ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ ଓ ଶୁଭାଶିଷ ଖୁଣ୍ଟିଆ ଆଜି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଏହି ସମୟରେ ବିଧାନସଭା ପ୍ରକୋଷ୍ଠରେ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ବିକ୍ରମ ଆରୁଖ୍‌, ନିରଞ୍ଜନ ପୂଜାରୀ, ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି, ବିଧାୟକ ଅରୁଣ ସାହୁ,…

Read More

ରାଜ୍ୟସଭା ପାଇଁ ୨ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କଲା ବିଜେଡି

ରାଜ୍ୟସଭା ପାଇଁ ୨ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କଲା ବିଜେଡି #ଭୁବନେଶ୍ୱର (ଏନ୍‌.ଏମ୍‌.): ଶେଷରେ କଳ୍ପନାଜଳ୍ପନାର ଅନ୍ତ ଘଟାଇ ବିଜେଡି ପକ୍ଷରୁ ଆଜି ରାଜ୍ୟସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି । ତେବେ ରାଜ୍ୟରୁ ୩ଜଣ ସାଂସଦଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଥିବାବେଳେ ଆଜି ବିଜେଡି ୨ଜଣଙ୍କ ନାମ ଘୋଷଣା କରିଛି । କଟକ ଜିଲ୍ଲା ବିଜେଡି ସଭାପତି ତଥା ବାରବାଟୀ-କଟକର ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ଓ ଯୁବ ନେତା ତଥା ବିଜେଡି ରାଜ୍ୟ ଉପସଭାପତି…

Read More

କେନ୍ଦୁମୁଣ୍ଡିରେ ବିଜେଡି ପକ୍ଷରୁ ବିରାଟ ମହିଲା ଓ କର୍ମୀ ସମାବେଶ

କେନ୍ଦୁମୁଣ୍ଡିରେ ବିଜେଡି ପକ୍ଷରୁ ବିରାଟ ମହିଲା ଓ କର୍ମୀ ସମାବେଶ #ପାଟଣାଗଡ଼(ଏନ୍‌.ଏମ୍‌.): ବଲାଙ୍ଗିର ଜିଲ୍ଲା ପାଟଣାଗଡ ବ୍ଲକ୍ ଅନ୍ତର୍ଗତ କେନ୍ଦୁମୁଣ୍ଡି ପଞ୍ଚାୟତ ଠାରେ ବିଜେଡି ପକ୍ଷରୁ ବିରାଟ ମହିଲା କର୍ମୀ ସମାବେଶ ଅନୁଷ୍ଠିତ ହୋଇଯାଛି । ୧୬ ନମ୍ବର ଜୋନ ବିଜେଡି ସଭାପତି ପ୍ରେମାନନ୍ଦ ବଢେଇଙ୍କ ନେତୃତ୍ୱରେ ଆୟୋଜିତ ଏହି ଜୋନସ୍ତରୀୟ ମହିଳା ଓ କର୍ମୀ ସମାବେଶରେ ବିଧାୟକ ସରୋଜ ମେହେର ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ । ହଜାର ହଜାର ମହିଲା ଓ ପୁରୁଷ କର୍ମୀମାନେ…

Read More

କଟକ ଜିଲ୍ଲା ଟାଙ୍ଗୀ-ଚୌଦ୍ୱାର ଅଞ୍ଚଳରେ ବିଜେପିର ମିଶ୍ରଣ ପର୍ବ

କଟକ ଜିଲ୍ଲା ଟାଙ୍ଗୀ-ଚୌଦ୍ୱାର ଅଞ୍ଚଳରେ ବିଜେପିର ମିଶ୍ରଣ ପର୍ବ #ଚୌଦ୍ୱାର(ଏନ୍‌.ଏମ୍‌.): କଟକ ଜିଲ୍ଲା ଟାଙ୍ଗୀ-ଚୌଦ୍ୱାର ବ୍ଲକ ଅଞ୍ଚଳରେ ବିଜେପିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ନଖରା ଓ ଶାଳଗାଁ ଗ୍ରାମପଞ୍ଚାୟତର ମଧ୍ୟବର୍ତ୍ତୀ ଅଞ୍ଚଳରେ ଆୟୋଜିତ ଏହି ପର୍ବରେ ବିଜେପିର ରାଜ୍ୟସ୍ତରୀୟ ନେତୃଙ୍କ ଉପସ୍ଥିତିରେ ବହୁ ନେତା ଓ କର୍ମୀ ବିଜେପିରେ ସାମିଲ ହୋଇଥିଲେ । ଶାଳଗାଁ ପଞ୍ଚାୟତର ପ୍ରଭାବଶାଳୀ ସରପଞ୍ଚ ପବିତ୍ର ଉପାଧ୍ୟାୟ ଏବଂ ତାଙ୍କ ପତ୍ନୀ ତଥା ନଖରା ପଞ୍ଚାୟତର ସରପଞ୍ଚ ମଧୁଛନ୍ଦା…

Read More