ରାଜ୍ୟରେ ମେଣ୍ଟକୁ ନେଇ ଲାଗି ରହିଛି ସସପେନ୍ସ
ରାଜ୍ୟରେ ମେଣ୍ଟକୁ ନେଇ ଲାଗି ରହିଛି ସସପେନ୍ସ ରାଜ୍ୟରେ ବିଜେପି ଏକା ଲଢ଼ିବାର ବହୁ ସମ୍ଭାବନା ରହିଛି – ପୃଥ୍ୱୀରାଜ ହରିଚନ୍ଦନ #ଭୁବନେଶ୍ୱର(ଏନ୍.ଏମ୍.): ସାଧାରଣ ନିର୍ବାଚନକୁ ନେଇ ଏବେ ଜୋରଦାର ଚର୍ଚ୍ଚା ଚାଲିଛି । ବିଭିନ୍ନ ରାଜନୈତିକ ଦଳରୁ ନେତାମାନଙ୍କ ଦଳବଦଳ ଘଟଣା ଯେତିକି ଚର୍ଚ୍ଚାକୁ ଆସୁଛି ତା’ ଠାରୁ ଅଧିକ ଚର୍ଚ୍ଚାର ବିଷୟବସ୍ତୁ ହୋଇଛି ବିଜେଡି-ବିଜେପି ମେଣ୍ଟ ଆଲୋଚନା । ତେବେ ଉଭୟ ଦଳ ପକ୍ଷରୁ ମେଣ୍ଟକୁ ନେଇ ସ୍ପଷ୍ଟ କରାଯାଇନଥିଲେ ମଧ୍ୟ ଏ ନେଇ…
