ଏଆଇଡିଡବ୍ଲୁଏର ତ୍ରୟୋଦଶ ସର୍ବଭାରତୀୟ ସମ୍ମିଳନୀ ସଫଳତା ପାଇଁ ସମାରୋହ

ଏଆଇଡିଡବ୍ଲୁଏର ତ୍ରୟୋଦଶ ସର୍ବଭାରତୀୟ ସମ୍ମିଳନୀ ସଫଳତା ପାଇଁ ସମାରୋହ #ଭୁବନେଶ୍ୱର (ଏନ୍‌.ଏମ୍‌.) : ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତି(ଏଆଇଡିଡବ୍ଲୁଏ)ର ଏକ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି ସମାରୋହର ମୁଖ୍ୟ ଉଦ୍ଦେଶ୍ୟ ହେଲା ଏକ ହୋଇ ଲଢିବା, ସମାନତା ଆଣିବା ଏହି ବାର୍ତ୍ତାକୁ ଓଡିଶାରେ ପୁର ପଲ୍ଲୀରେ ପହଞ୍ଚାଇବା, ଏବଂ ଗଣତନ୍ତ୍ର, ସମାନତା ଓ ନାରୀ ମୁକ୍ତି ପାଇଁ ଆହ୍ୱାନ ଦେବା, ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତି ଭାରତ ବର୍ଷର ଏକ ସର୍ବ ବୃହତ…

Read More

ଜାତୀୟ ଶକ୍ତି ସଂରକ୍ଷଣ ଦିବସ ; ନିଆଁ, ପାଣି ଓ ପବନ ବ୍ୟତୀତ ବିଜୁଳି ଜୀବନର ଚତୁର୍ଥ ଆବଶ୍ୟକତା ପାଲଟିଛି: ମନ୍ତ୍ରୀ

ଜାତୀୟ ଶକ୍ତି ସଂରକ୍ଷଣ ଦିବସ ନିଆଁ, ପାଣି ଓ ପବନ ବ୍ୟତୀତ ବିଜୁଳି ଜୀବନର ଚତୁର୍ଥ ଆବଶ୍ୟକତା ପାଲଟିଛି: ମନ୍ତ୍ରୀ ଭୁବନେଶ୍ୱର(ଏନ୍‌.ଏମ୍‌.): ଜାତୀୟ ଶକ୍ତି ସଂରକ୍ଷଣ ଦିବସ ପାଳନ ଅବସରରେ, ଭୁବନେଶ୍ୱରରେ ଆୟୋଜିତ ଏକ ରୋଡ ସୋ ରାଲିକୁ ଶକ୍ତି, ଶିଳ୍ପ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ପ୍ରତାପ କେଶରୀ ଦେବ ପତାକା ଉତ୍ତୋଳନ କରି ଶୁଭାରମ୍ଭ କରିଛନ୍ତି । ମନ୍ତ୍ରୀ ଶ୍ରୀ ଦେବ ଉପସ୍ଥିତ ଜନସାଧାରଣଙ୍କୁ ଉଦବୋଧନ ଦେଇ କହିଥିଲେ ଯେ, ଯଦି…

Read More

ବିଧାୟିକା ଭାବେ ଶପଥ ଗ୍ରହଣ କଲେ ବର୍ଷା ସିଂ ବରିହା

ବିଧାୟିକା ଭାବେ ଶପଥ ଗ୍ରହଣ କଲେ ବର୍ଷା ସିଂ ବରିହା ଭୁବନେଶ୍ୱର(ଏନ୍‌.ଏମ୍‌.): ଓଡ଼ିଶା ବିଧାନସଭା ବାଚସ୍ପତି ବିକ୍ରମ କେଶରୀ ଆରୁଖ ଆଜି ୧-ପଦ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ନବନିର୍ବାଚିତ ବିଧାୟିକା ବର୍ଷା ସିଂ ବରିହାଙ୍କୁ ଶପଥ ଗ୍ରହଣ କରାଇଛନ୍ତି । ପ୍ରକାଶଯୋଗ୍ୟ ଯେ ବରଗଡ଼ ଜିଲ୍ଲାର ୧-ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଜୟ ରଞ୍ଜନ ସିଂ ବରିହାଙ୍କ ପରଲୋକ ଯୋଗୁଁ ଏହି ବିଧାନସଭା ଆସନଟି ଖାଲି ରହିଥିଲା । ଚଳିତ ମାସ ୫ ତାରିଖ ଦିନ ଏହି ଆସନ…

Read More

ଓଟିଏମ ଘଟଣା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟି କୃତଜ୍ଞତା ଜଣାଇଲେ ଚୌଦ୍ୱାର ବାସୀ

ଓଟିଏମ ଘଟଣା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟି କୃତଜ୍ଞତା ଜଣାଇଲେ ଚୌଦ୍ୱାର ବାସୀ #ଭୁବନେଶ୍ୱର/ଚୌଦ୍ୱାର(ଏନ୍‌.ଏମ୍‌.): ଚୌଦ୍ୱାର ଅଞ୍ଚଳର ବହୁ ଚର୍ଚ୍ଚିତ ଓଟିଏମ ଶିଳ୍ପର ପୁନରୁଦ୍ଧାର ନେଇ ରାଜ୍ୟସରକାର ସ୍ୱତନ୍ତ୍ର ପଦକ୍ଷେପ ନେଇଛନ୍ତି । ଓଟିଏମ ଶ୍ରମିକମାନେ ଦୀର୍ଘ ବର୍ଷ ଧରି ନିଜର ବକେୟା ପ୍ରାପ୍ୟ ପାଇବାରୁ ବଞ୍ôଚତ ରହିଥିଲେ । ମାତ୍ର ଏବେ ରାଜ୍ୟସରକାର ମେକ ଇନ ଓଡ଼ିଶା କନକ୍ଲେଭ କାର୍ଯ୍ୟକ୍ରମ ବେଳେ ଓଟିଏମର ସମସ୍ତ ଜମିକୁ ହାତକୁ ନେବା ସହ ଏଠାରେ ଅନେକ ଶିଳ୍ପାନୁଷ୍ଠାନ ଖୋଲିବାକୁ ନିଷ୍ପତ୍ତି…

Read More

ପଦ୍ମପୁର ଉପନିର୍ବାଚନ : ବାଜି ମାରିନେଲେ ବର୍ଷା, ୪୨ ହଜାରରୁ ଅଧିକ ଭୋଟରେ ହାରିଲେ ପ୍ରଦୀପ

ପଦ୍ମପୁର ଉପନିର୍ବାଚନ ବାଜି ମାରିନେଲେ ବର୍ଷା: ୪୨ ହଜାରରୁ ଅଧିକ ଭୋଟରେ ହାରିଲେ ପ୍ରଦୀପ ଭୁବନେଶ୍ୱର (ଏନ୍‌.ଏମ୍‌.): ବହୁ କଳ୍ପନା ଜଳ୍ପନାର ଅନ୍ତଘଟିଛି । ବହୁ ଚର୍ଚ୍ଚିତ ପଦ୍ମପୁର ଉପନିର୍ବାଚନରେ ବିଜେଡି ନିଜର ଦପଦପାକୁ ଜାହିର କରିଛି । ପଦ୍ମପୁର ଉପ-ନିର୍ବାଚନ ଫଳାଫଳ ପରେବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ବାଜି ମାରି ନେଇଛନ୍ତି । ୪୨ ହଜାର ୬୭୯ ଖଣ୍ଡ ଭୋଟରେ ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କୁ ପରାସ୍ତ କରିଛନ୍ତି…

Read More

ଓଟିଏମର ୫୨୧ ଏକର ଜମିକୁ ଦଖଲ କଲା ପ୍ରଶାସନ, ସରକାରଙ୍କ ନିଷ୍ପତ୍ତିକୁ ଅପେକ୍ଷା : ଜିଲ୍ଲାପାଳ

ଓଟିଏମର ୫୨୧ ଏକର ଜମିକୁ ଦଖଲ କଲା ପ୍ରଶାସନ, ସରକାରଙ୍କ ନିଷ୍ପତ୍ତିକୁ ଅପେକ୍ଷା : ଜିଲ୍ଲାପାଳ #କଟକ(ଏନ୍‌.ଏମ୍‌.): ଚୌଦ୍ୱାର ଅଞ୍ଚଳର ବହୁ ଚର୍ଚ୍ଚିତ ଓଡ଼ିଶା ଟେକ୍ସଟାଇଲ ମିଲ ପ୍ରାଇଭେଟ ଲିମିଟେଡ଼(ଓଟିଏମ) ମାମଲା ଏବେ ଶେଷ ପର୍ଯ୍ୟାୟରେ ପହଞ୍ôଚଛି । ତେବେ ଏହାକୁ ନେଇ ହାଇକୋର୍ଟ ୫ତାରିଖ ଅପରାହ୍ନ ୪ଟା ସୁଦ୍ଧା ଓଟିଏମ ଜମିକୁ ରାଜ୍ୟସରକାର ହାତକୁ ନେବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ତେବେ ଏ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଟାଙ୍ଗୀ-ଚୌଦ୍ୱାର ତହସିଲଦାର ଓଟିଏମ ଜମିର…

Read More

ପଦ୍ମପୁର ଉପନିର୍ବାଚନ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସମୀକ୍ଷା ବୈଠକ

ପଦ୍ମପୁର ଉପନିର୍ବାଚନ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସମୀକ୍ଷା ବୈଠକ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ: ସିଇଓ ଭୁବନେଶ୍ୱର(ଏନ୍‌.ଏମ୍‌.): ଓଡ଼ିଶାର ବରଗଡ଼ ଜିଲ୍ଲା୧-ପଦ୍ମପୁର ବିଧାନସଭା ଆସନ ପାଇଁ ଅନୁଷ୍ଠିତ ହେବାକୁ ଥିବା ଉପନିର୍ବାଚନ ନିମନ୍ତେ ଆଜି ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ପଦ୍ମପୁର ଗସ୍ତରେ ଯାଇ ଏକ ସମୀକ୍ଷା ବୈଠକ କରିଛନ୍ତି । ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଏବଂ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନଙ୍କୁ ନେଇ…

Read More

ମୋଦି @୨୦ ଜାତୀୟ ଚିତ୍ରକଳା ପ୍ରଦର୍ଶନୀ ଉଦଯାପିତ

ମୋଦି @୨୦ ଜାତୀୟ ଚିତ୍ରକଳା ପ୍ରଦର୍ଶନୀ ଉଦଯାପିତ ନରେନ୍ଦ୍ର ମୋଦି ବିଶ୍ୱର ସର୍ବାଧିକ ଚର୍ଚ୍ଚିତ ରାଜନେତା : ଆନ୍ଧ୍ର ରାଜ୍ୟପାଳ ଭୁବନେଶ୍ୱର(ଏନ୍‌.ଏମ୍‌.): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତକୁ ଆତ୍ମନିର୍ଭର ଓ ସର୍ବ ଶକ୍ତି ସମ୍ପନ୍ନ ବନାଇବାରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥିବା ଆନ୍ଧ୍ରପ୍ରଦେଶର ମହାମହିମ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ପ୍ରକାଶ କରିଛନ୍ତି । ବର୍ତ୍ତମାନ ସମଗ୍ର ବିଶ୍ୱରେ ଶ୍ରୀ ମୋଦି ସବୁଠାରୁ ଚର୍ଚ୍ଚିତ ରାଜନେତା ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି । ଉଭୟ ଆମେରିକା ଓ ଋଷ୍‌ର…

Read More

ନ୍ୟାଯ୍ୟ ଦାବି ନେଇ ନରସିଂହପୁରରେ ଗର୍ଜ୍ଜିଲେ ୪୦୦ଅଙ୍ଗନବାଡ଼ି କର୍ମୀ 

ନ୍ୟାଯ୍ୟ ଦାବି ନେଇ ନରସିଂହପୁରରେ ଗର୍ଜ୍ଜିଲେ ୪୦୦ଅଙ୍ଗନବାଡ଼ି କର୍ମୀ  ନରସିଂହପୁର(ଏନ୍‍.ଏମ୍‍.): ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ଅଲ ଓଡିଶା ଅଙ୍ଗନୱାଡି ଲେଡିଜ ୱାର୍କରସ ଆସୋସିଏସନ,ନରସିଂହପୁର ଶାଖା ପକ୍ଷରୁ ବିଭିନ୍ନ ଦାବି ନେଇ ସ୍ଥାନୀୟ ସିଡିପିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ହୋଇଯାଇଛି । ଏହି ଅବସରରେ ନରସିଂହପୁର ଅଞ୍ଚଳରେ କାର୍ଯ୍ୟରତ ଅଙ୍ଗନୱାଡ଼ି କର୍ମୀ ଓ ସହାୟିକା ଗଣଧାରଣାରେ ବସିବା ସହ ନ୍ୟାର୍ଯ୍ୟ ଦାବି ପୂରଣ ନେଇ ସ୍ମାରକପତ୍ର ପ୍ରଦାନ କରିଥିଲେ । ତେବେ ଏହି ଦାବି…

Read More

ଚୌଦ୍ୱାର-କଟକ ବିଜେଡି ପକ୍ଷରୁ ଜନସମ୍ପର୍କ ପଦଯାତ୍ରା ଉଦ୍‌ଯାପିତ

ଚୌଦ୍ୱାର-କଟକ ବିଜେଡି ପକ୍ଷରୁ ଜନସମ୍ପର୍କ ପଦଯାତ୍ରା ଉଦ୍‌ଯାପିତ ଚୌଦ୍ୱାର(ଏନ୍‌.ଏମ୍‌.): ଓଡିଶାର ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଚାଲିଥିବା ଜନସମ୍ପର୍କ ପଦଯାତ୍ରା ଆଜି ଶେଷ ହୋଇଛି । ଚଳିତ ବର୍ଷ ଅକ୍ଟୋବର ୨ ତାରିଖ ଗାନ୍ଧୀଜୟନ୍ତୀ ଠାରୁ ଆରମ୍ଭ ହୋଇ ନଭେମ୍ବର ୧୫ ଅର୍ଥାତ୍ ୧ ମାସ ୧୫ ଦିନ ଧରି ସାରା ରାଜ୍ୟରେ ବିଜୁ ଜନତା ଦଳର ସମସ୍ତ କର୍ମୀ, ବିଧାୟକ, ମନ୍ତ୍ରୀ ଗାଁଠୁ ସହର ଚାରିଆଡ଼େ ପଦଯାତ୍ରା କରି…

Read More

ବ୍ଲକ ଅଧକ୍ଷଙ୍କ ଗିରଫ ଦାବିରେ ଥାନା ସମ୍ମୁଖରେ କଂଗ୍ରେସର ଧାରଣା

ବ୍ଲକ ଅଧକ୍ଷଙ୍କ ଗିରଫ ଦାବିରେ ଥାନା ସମ୍ମୁଖରେ କଂଗ୍ରେସର ଧାରଣା ଡମପଡ଼ା(ଏନ୍‌.ଏମ୍‌.): ଗତ ସମବାୟ ନିର୍ବାଚନ ମତଦାନବେଳେ ଜୋର ଜବରଦସ୍ତ ପଶି ମତଦାନ ଦେବା ଅଭିଯୋଗରେ ଅସନ୍ତୋଷ ତେଜିବାରେ ଲାଗିଛି । ଏଭଳି ଅଭାବନୀୟ ଘଟଣା କଟକ ଜିଲ୍ଲା ଡମପଡ଼ା ଅଞ୍ଚଳରେ ଦେଖିବାକୁ ମିଳିଛି । ତେବେ ଏହାର ପ୍ରତି ବାଦରେ ଆଜି ଶତାଧିକ କଂଗ୍ରେସ କର୍ମୀ ବାଙ୍କୀ ଥାନା ସମ୍ମୁଖରେ ଧାରଣାରେ ବସି ଧର୍ମଘଟ କରିଥିଲେ । ଅଭିଯୋଗ ଅନୁଯାୟୀ ଗତ ୨୩ତାରିଖରେ ସମବାୟ ନିର୍ବାଚନ…

Read More

ଶପଥ ନେଲେ ଧାମନଗର ନବ ନିର୍ବାଚିତ ବିଧାୟକ ସୂର୍ଯ୍ୟବଂଶୀ ସୂରଜ

ଶପଥ ନେଲେ ଧାମନଗର ନବ ନିର୍ବାଚିତ ବିଧାୟକ ସୂର୍ଯ୍ୟବଂଶୀ ସୂରଜ ଭୁବନେଶ୍ୱର(ଏନ୍‍.ଏମ୍‍.): ଧାମନଗର ଉପନର୍ବାଚନରେ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ବିଜୟ ମୁକୁଟ ପିନ୍ଧିବା ପରେ ଆଜି ବିଧାନସଭାରେ ଶପଥ ଗ୍ରହଣ କରିଛନ୍ତି । ବିଧାନସଭାରେ ବାଚସ୍ପତି ବିକ୍ରମ କେଶରୀ ଆରୁଖ ତାଙ୍କୁ ଶପଥପାଠ କରାଇଛନ୍ତି । ଶପଥ ଗ୍ରହଣ ପୂର୍ବରୁ ସୂରଜଙ୍କୁ ରାଜ୍ୟ କାର୍ଯ୍ୟାଳୟରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହାପରେ ବିଜେପିର କୋର କମିଟି (କେନ୍ଦ୍ରୀୟ ନେତା) ସୂରଜଙ୍କୁ ଏକ ଭରର୍ଚୁଆଲ…

Read More