ମୟୂରଭଞ୍ଜ ସୁଲାଇପାଟରେ ବିଜେଡିର ୨୬ ତମ ପ୍ରତିଷ୍ଠା ଦିବସ

ମୟୂରଭଞ୍ଜ ସୁଲାଇପାଟରେ ବିଜେଡିର ୨୬ ତମ ପ୍ରତିଷ୍ଠା ଦିବସ #ରାଇରଙ୍ଗପୁର(ଏନ୍‌.ଏମ୍‌.): ମୟୂରଭଞ୍ଜ ଜିଲ୍ଲାର କୁସୁମିତ ବ୍ଳକର ମୟୂରର ପଞ୍ଚାୟତର ସୁଲାଇପାଟ ଖେଳ ପଡ଼ିଆରେ ସାରସ୍ୱତ ନିର୍ବାଚନ ମଣ୍ଡଳୀସ୍ତରୀୟ ୨୫ ବର୍ଷ ପୂର୍ତ୍ତି ଅବସରରେ ବିଜେଡିର ୨୬ ତମପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । କୁସୁମିତ ବ୍ଳକ ୧୧ ନମ୍ବର ଜୋନ ଜିଲ୍ଲା ପରିଷଦ ସଦସ୍ୟ ରାମଚନ୍ଦ୍ର ମୁର୍ମୁଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସାରସକଣା, ବିଜାତଳା, ବିଶୋଇ ଏବଂ କୁସୁମିତ ବ୍ଳକର ବିଜେଡିର ଦଳୀୟ କର୍ମକର୍ତ୍ତା, ସରପଞ୍ଚ,…

Read More

ସିଏମସି ୪୮ନମ୍ବର ୱାର୍ଡ ଜଗତପୁରରେ ବିଜେଡିର ଦଳୀୟ ସମାବେଶ

ସିଏମସି ୪୮ନମ୍ବର ୱାର୍ଡ ଜଗତପୁରରେ ବିଜେଡିର ଦଳୀୟ ସମାବେଶ #ଜଗତପୁର(ଏନ୍‌.ଏମ୍‌.): କଟକ ମହାନଗର ନିଗମ ଜଗତପୁର ୪୮ନମ୍ବର ୱାର୍ଡରେ ବିଜୁ ଜନତା ଦଳର ୨୫ତମ ପୂର୍ତ୍ତି ଉପଲକ୍ଷେ ଦଳୀୟ ସମାବେଶ ଅନୁଷ୍ଟିତ ହୋଇଯାଇଛି । ସ୍ଥାନୀୟ ନଜରପୁର ମେଲୋଡ଼ି ପଡ଼ିଆ ଠାରେ ଆୟୋଜିତ ଏହି ଉତ୍ସବରେ ଉଦଘାଟକ ଭାବେ ଚୌଦ୍ୱାର-କଟକ ପୂର୍ବତନ ବିଧାୟକ ଡକ୍ଟର ପ୍ରଭାତ ରଞ୍ଜନ ବିଶ୍ୱାଳ ଯୋଗ ଦେଇଥିବାବେଳେ ମୁଖ୍ୟଅତିଥି ଭାବେ ସିଏମସି ମେୟର ସୁବାଷ ସିଂ, ମୁଖ୍ୟବକ୍ତା ଭାବେ ଚୌଦ୍ୱାର କଟକ-ବିଧାୟକ ସୌଭିକ…

Read More

ରାଜ୍ୟ ସରକାରଙ୍କ ଅର୍ଥ ବିଭାଗ ପକ୍ଷରୁ ପ୍ରି-ବଜେଟ ପରାମର୍ଶ ବୈଠକ

ରାଜ୍ୟ ସରକାରଙ୍କ ଅର୍ଥ ବିଭାଗ ପକ୍ଷରୁ ପ୍ରି-ବଜେଟ ପରାମର୍ଶ ବୈଠକ #ଭୁବନେଶ୍ୱର(ଏନ୍‌.ଏମ୍‌.): ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ ବିଗତ ବର୍ଷ ପରି ସମାଜର ବିଭିନ୍ନ ବର୍ଗ ଯଥା ବିଶେଷଜ୍ଞ, ବ୍ୟବସାୟୀ ତଥା ଶିଳ୍ପଦ୍ୟୋଗୀଙ୍କ ପ୍ରତିନିଧି ଏବଂ କୃଷକମାନଙ୍କ ସହିତ ପ୍ରାକ୍ ବଜେଟ୍ ପରାମର୍ଶ କରିଛନ୍ତି । ସକାଳ ୧୧ଟାରୁ ୧ ଘଟିକା ପର୍ଯ୍ୟନ୍ତ ତଥା ଅପରାହ୍ନ ୩ଟାରୁ ୫ଟା ପର୍ଯ୍ୟନ୍ତ ଦୁଇଟି ପର୍ଯ୍ୟାୟରେ ଏହା ଅନୁଷ୍ଠିତ ହୋଇଥିଲା । ପ୍ରଥମ ଅଧିବେଶନରେ ପୂର୍ବତନ ଅର୍ଥ ମନ୍ତ୍ରୀଙ୍କ ସମେତ…

Read More

କଟକ ନଗର ବିଜେପି ବାରବାଟୀ ଓ ମହାନଦୀ ମଣ୍ଡଳ ବୈଠକରେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

କଟକ ନଗର ବିଜେପି ବାରବାଟୀ ଓ ମହାନଦୀ ମଣ୍ଡଳ ବୈଠକରେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ #କଟକ(ଏନ୍‌.ଏମ୍‌.): କେନ୍ଦ୍ରୀୟ ଭାଜପା ସଂଗଠନର ନିଷ୍ପତି ଅନୁଯାୟୀ ତୃଣ ମୂଳ ସଂଗଠନ ମଜଭୁତ କରିବା ପାଇଁ ସମସ୍ତ ମନ୍ତ୍ରୀ, ପଦାଧିକାରୀଙ୍କ ପ୍ରବାସ ଅବସରରେ କଟକ ନଗର ବିଜେପି ଶାଖାର ବାରବାଟି ଓ ମହାନଦୀ ମଣ୍ଡଳର ଦାୟିତ୍ୱ ନେଇ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଲୋଚନା କରିଛନ୍ତି । ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ଥୋରିଆ ସାହି ସ୍ଥିତ ମୋହନ ମଣ୍ଡପରେ…

Read More

ମୃତ୍ୟୁଞ୍ଜୟ ଶତପଥିକୁ ସହାୟତାର ହାତ ବଢ଼ାଇଲେ ମନ୍ତ୍ରୀ ରଣେନ୍ଦ୍ରଙ୍କ ପୁଅ ଆଦିତ୍ୟ

ମୃତ୍ୟୁଞ୍ଜୟ ଶତପଥିକୁ ସହାୟତାର ହାତ ବଢ଼ାଇଲେ ମନ୍ତ୍ରୀ ରଣେନ୍ଦ୍ରଙ୍କ ପୁଅ ଆଦିତ୍ୟ #ଆଠଗଡ଼(ଏନ୍‍.ଏମ୍‍.): ଜଣେ ଗରିବ ଭିନ୍ନକ୍ଷମ ବ୍ୟକ୍ତିଙ୍କ ପୁତ୍ରର ଚିକିତ୍ସା ନିମନ୍ତେ ସହାୟତାର ହାତ ବଢ଼ାଇଛନ୍ତି ସ୍ଥାନୀୟ ବିଧାୟକ ତଥା କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପୁତ୍ର ଆଦିତ୍ୟ ପ୍ରତାପ ସ୍ୱାଇଁ । ଆଦିତ୍ୟ ବାପାଙ୍କ ଭଳି ଏବେ ଜନସେବାରେ ନିଜକୁ ସାମିଲ କରିଛନ୍ତି । ଅଞ୍ଚଳରେ କେଉଁଠି ଅସହାୟଙ୍କ ସମ୍ପର୍କରେ ସୂଚନା ପାଇବାକ୍ଷଣି ତାଙ୍କ ସୁଖ ଦୁଃଖରେ ଠିଆ ହେବା ସହ ସହାୟତାର…

Read More

ଭାରତ ନିର୍ବାଚନ ଆୟୋଗଙ୍କ ନୂଆ ଯୋଜନା: ଘରୋଇ ପ୍ରବାସୀ ଭୋଟରମାନେ ନିଜ ସ୍ଥାନରେ ଦେବେ ଭୋଟ

ଭାରତ ନିର୍ବାଚନ ଆୟୋଗଙ୍କ ନୂଆ ଯୋଜନା: ଘରୋଇ ପ୍ରବାସୀ ଭୋଟରମାନେ ନିଜ ସ୍ଥାନରେ ଦେବେ ଭୋଟ #ଭୁବନେଶ୍ୱର(ଏନ୍‌.ଏମ୍‌.): ନିର୍ବାଚନ ସମୟର ଘରୋଇ ପ୍ରବାସୀ ଭୋଟରମାନଙ୍କ ମତଦାନ ନିମନ୍ତେ ଭାରତ ନିର୍ବାଚନ ଆୟୋଗ ଏକ ସୁବ୍ୟବସ୍ଥିତ ଯୋଜନା ପ୍ରଣୟନ କରିବାକୁ ଯାଉଛନ୍ତି । ଘରୋଇ ପ୍ରବାସୀ ଭୋଟରମାନେ ଶିକ୍ଷା, ରୋଜଗାର ଏବଂ ଅନ୍ୟାନ୍ୟ କାରଣରୁ ନିଜ ନିର୍ବାଚନ ମଣ୍ଡଳୀ ବାହାରେ ରହୁଥିବାରୁ ସାଧାରଣ ନିର୍ବାଚନ କିମ୍ବା ଉପନିର୍ବାଚନ ସମୟରେ ନିଜ ସାମ୍ବିଧାନିକ ଅଧିକାର ମତଦାନ କାର୍ଯ୍ୟରୁ ବିଭିନ୍ନ କାରଣରୁ…

Read More

୮ଦଫା ଦାବି ନେଇ ଅଙ୍ଗନୱାଡ଼ି କର୍ମଚାରୀଙ୍କ କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ

୮ଦଫା ଦାବି ନେଇ ଅଙ୍ଗନୱାଡ଼ି କର୍ମଚାରୀଙ୍କ କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ #କଟକ(ଏନ୍‌.ଏମ୍‌.): ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ଅଲ୍ ଓଡ଼ିଶା ଅଙ୍ଗନୱାଡ଼ି ଲେଡ଼ିଜ୍ ୱାର୍କରସ୍ ଆସୋସିଏସନ୍ ପକ୍ଷରୁ ଅଙ୍ଗନୱାଡ଼ି କର୍ମଚାରୀଙ୍କ ନ୍ୟାର୍ଯ୍ୟ ଦାବି ନେଇ ଆଜି କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ତେବେ ଅଙ୍ଗନୱାଡ଼ି କର୍ମୀଙ୍କ ଦାବି ନେଇ ଗତ ନଭେମ୍ବର ୨୧ତାରିଖ ଠାରୁ ଆଜି ପର୍ଯ୍ୟନ୍ତ ଭୁବନେଶ୍ୱରରେ ଧାରଣା ପ୍ରଦର୍ଶନ ସହିତ କାର୍ଯ୍ୟ ବନ୍ଦ…

Read More

ବିଭିନ୍ନ ଅଭିଯୋଗ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ସିଏମସି ବିଜେଡି କର୍ପୋରେଟର

ବିଭିନ୍ନ ଅଭିଯୋଗ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ସିଏମସି ବିଜେଡି କର୍ପୋରେଟର ଅତିଷ୍ଠ ହେଉଛି ଅଫିସର ରାଜ! #କଟକ(ଏନ୍‌.ଏମ୍‌.): କଟକ ସହରର ବିଭିନ୍ନ ସମସ୍ୟା ନେଇ ଆଜି ଦଳୀୟ କର୍ପୋରେଟରମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି । ଦୀର୍ଘ ଦିନ ଧରି ସିଏମସିର ଅଫିସର ରାଜ ଚାଲିଥିବାବେଳେ ଏବେ ନିର୍ବାଚନ ପ୍ରତିନିଧି(ୟୁଏଲବି)ଙ୍କୁ ସର୍ବଦା ଅଣଦେଖା କରାଯାଇଥିବା ଅଭିଯୋଗ ହୋଇଛି । ଏପରିକି ସିଏମସିର ଅଧିକାରୀମାନେ କର୍ପୋରେଟରଙ୍କ କୌଣସି କଥା ଶୁଣୁନଥିବା ଭଳି ମୁଖ୍ୟମନ୍ତ୍ରୀଙ୍କ ନିକଟରେ ସଂଗୀନ ଅଭିଯୋଗ କରାଯାଇଛି…

Read More

ରାସ୍ତା ମାପ ନକରି ଡ୍ରେନକାମକୁ ନେଇ ଜଗତପୁରରେ କୁହୁଳୁଛି ଅସନ୍ତୋଷ

ରାସ୍ତା ମାପ ନକରି ଡ୍ରେନକାମକୁ ନେଇ ଜଗତପୁରରେ କୁହୁଳୁଛି ଅସନ୍ତୋଷ ଲୋକପ୍ରିୟତା ହରାଉଛନ୍ତି ବିଧାୟକ ଓ ତାଙ୍କ ବାପା ! #କଟକ(ଏନ୍‌.ଏମ୍‌.): କଟକ ମହାନଗର ନିଗମ ୪୮ନମ୍ବର ୱାର୍ଡ଼ ଅଞ୍ଚଳରେ ରାସ୍ତା ମାପ ନକରି ଡ୍ରେନ କାମ ଆରମ୍ଭକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ କୁହୁଳିବାରେ ଲାଗିଛି । ତେବେ ଶାସକ ଦଳ କର୍ମୀଙ୍କ ଏଭଳି ମେରୀ ରାୟ ନୀତି ଏବଂ ଏହାକୁ ବିଭାଗୀୟ ଅଧିକାରୀମାନେ ସମର୍ଥନ କରୁଥିବାରୁ ସେମାନଙ୍କ ସହ ଅଧିକାରୀ ଓ କର୍ମଚାରୀଙ୍କ ଅସାଧୁ…

Read More

ରାଜନୈତିକ ଚର୍ଚ୍ଚା: ବିଧାୟକଙ୍କ ଦ୍ୱାରା ଶିଳାନ୍ୟାସର କିଛି ସମୟ ପରେ ଫଳକ ତାଡ଼ିଦେଲେ ଲୋକେ

ରାଜନୈତିକ ଚର୍ଚ୍ଚା: ବିଧାୟକଙ୍କ ଦ୍ୱାରା ଶିଳାନ୍ୟାସର କିଛି ସମୟ ପରେ ଫଳକ ତାଡ଼ିଦେଲେ ଲୋକେ ଜଗତପୁର(ଏନ୍‌.ଏମ୍‌.): ଆଗକୁ ସାଧାରଣ ନିର୍ବାଚନ ଥିବାରୁ ଏବେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । କିଭଳି ଏକଜୁଟ ହୋଇ ନିର୍ବାଚନ ବୈତରଣୀ ପାର ହେବେ ସେ ନେଇ ଅଙ୍କକଷା ମଧ୍ୟ ଆରମ୍ଭ ହୋଇ ଗଲାଣି । ନିଜ ଦଳର ନେତା ଓ କର୍ମୀମାନଙ୍କୁ ନେଇ ଦଳକୁ ତୃଣମୂଳସ୍ତରରୁ ଅଧିକ ମଜଭୁତ କରିବା ନିମନ୍ତେ ଉଦ୍ୟମ ଆରମ୍ଭ ହୋଇଛି…

Read More

କେନ୍ଦ୍ରକୁ ଟାର୍ଗେଟ: ହରିଦାସପୁର – ପାରାଦୀପ ରେଳପଥରେ ପାସେଞ୍ଜର ଟ୍ରେନ ଚଳାଇବାକୁ ଦାବି କଲା ବିଜେଡି

କେନ୍ଦ୍ରକୁ ଟାର୍ଗେଟ: ହରିଦାସପୁର – ପାରାଦୀପ ରେଳପଥରେ ପାସେଞ୍ଜର ଟ୍ରେନ ଚଳାଇବାକୁ ଦାବି କଲା ବିଜେଡି #ଭୁବନେଶ୍ୱର/କେନ୍ଦ୍ରାପଡ଼ା(ଏନ୍‌.ଏମ୍‌.): କେନ୍ଦ୍ର ସରକାର ସର୍ବଦା ରାଜ୍ୟକୁ ଲଲିପପ୍ ଭଣ୍ଡାଉଛି । ଗୋଟିଏ ପରେ ଗୋଟିଏ ଯୋଜନା ଯୋଗାଇଦେବା ଭଳି ଶସ୍ତା ଭାଷଣ ଦେଉଥିବାବେଳେ ରାଜ୍ୟର ଉନ୍ନତି କେବଳ ଭାଷଣରେ ଆବଦ୍ଧ ହୋଇ ରହି ଯାଇଛି । ବିଶେଷ କରି ରାଜ୍ୟରେ ରେଳ ପଥର ସମ୍ପ୍ରସାରଣ ପାଇଁ କେନ୍ଦ୍ର ସରକାର ପଦକ୍ଷେପ ନେଇଥିଲେ ମଧ୍ୟ ତାହା ଜନସାଧାରଣଙ୍କ ସେବାରେ ଆସୁନଥିବା ଦୁର୍ଭାଗ୍ୟ…

Read More

ନିଜର ହକ୍ ପାଇଁ ରାଜରାସ୍ତାକୁ ଓହ୍ଲାଇବ ଓଡ଼ିଶା ସଫେଇ କର୍ମଚାରୀ ମହାସଂଘ

ନିଜର ହକ୍ ପାଇଁ ରାଜରାସ୍ତାକୁ ଓହ୍ଲାଇବ ଓଡ଼ିଶା ସଫେଇ କର୍ମଚାରୀ ମହାସଂଘ ଜଗତପୁର(ଏନ୍‌.ଏମ୍‌.): ପରିମଳ ତଥା ସଫେଇ କାର୍ଯ୍ୟରେ ନିୟୋଜିତ ଥିବା ସଫେଇ କର୍ମଚାରୀଙ୍କ ପ୍ରତି ସମସ୍ତେ ଅଣଦେଖା କରୁଛନ୍ତି । ଗୋଟିଏ ପଟେ ସରକାର ଓ ପ୍ରଶାସନ ସେମାନଙ୍କ ଉପରେ କାମର ବୋଝ ଲଦି ଦେଉଥିବାବେଳ ସେମାନଙ୍କ ନ୍ୟାର୍ଯ୍ୟ ଅଧିକାର ପାଇଁ ବୈମାତୃକ ମନୋଭାବ ପୋଷଣ କରିବା ଦୁର୍ଭାଗ୍ୟ ଜନକ ବୋଲି ଓଡ଼ିଶା ସଫେଇ କର୍ମଚାରୀ ମହାସଂଘ ପକ୍ଷରୁ ଅଭିଯୋଗ ହୋଇଛି । ଏହି ପରିପ୍ରେକ୍ଷୀରେ…

Read More