ନୀରବ ମୁଦ୍ରାରେ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ
ନୀରବ ମୁଦ୍ରାରେ ଦେବାଶିଷ କଟକ (ଏନ୍.ଏମ୍.): ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟଙ୍କ ଅସ୍ୱାଭାବିକ ନୀରବତା ବର୍ତ୍ତମାନ ରାଜ୍ୟ ରାଜନୀତିରେ, ବିଶେଷକରି ବିଜେଡି ମହଲରେ, ତୀବ୍ର ଆଲୋଚନାର ବିଷୟ ପାଲଟିଛି। ବାରବାଟୀ-କଟକ ନିର୍ବାଚନ ମଣ୍ଡଳୀରୁ…
