କରୋନା ସଂକ୍ରମଣ ଦୃଷ୍ଟିରୁ ପାର୍ବଣ ଋତୁ ପାଇଁ ରାଜ୍ୟସରକାରଙ୍କ ସ୍ୱତନ୍ତ୍ର ଗାଇଡଲାଇନ ଜାରି
କରୋନା ସଂକ୍ରମଣ ଦୃଷ୍ଟିରୁ ପାର୍ବଣ ଋତୁ ପାଇଁ ରାଜ୍ୟସରକାରଙ୍କ ସ୍ୱତନ୍ତ୍ର ଗାଇଡଲାଇନ ଜାରି ଭୁବନେଶ୍ୱର (ଏନ୍.ଏମ୍.): କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପାର୍ବଣ ଋତୁ ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ଗାଇଡ଼ ଲାଇନ ଜାରି କରିଛନ୍ତି । ଆଗକୁ ଗଣେଶ ପୂଜା, ଦୁର୍ଗା ପୂଜା, ଲକ୍ଷ୍ମୀ ପୂଜା ଓ କାଳୀ ପୂଜା ଆଦି ପଡ଼ୁଥିବା ବେଳେ ସରକାର ବିଭିନ୍ନ କଟକଣା ସହିତ ଗାଇଡଲାଇନ ଜାରି କରିଛନ୍ତି । ଏହି ଗାଇଡ଼ଲାଇନ ମଧ୍ୟରେ : କଟକଣା ସହ ପୂଜା…
