ଜଗତପୁର ଖବରକାଗଜ ବିକ୍ରେତା ସଂଘ ସଦସ୍ୟ ସମ୍ମାନିତ
ଜଗତପୁର ଖବରକାଗଜ ବିକ୍ରେତା ସଂଘ ସଦସ୍ୟ ସମ୍ମାନିତ #ଜଗତପୁର(ଏନ୍.ଏମ୍.): ଜଗତପୁର ପ୍ରେସ କ୍ଲବ ପରିସରରେ କ୍ରୀଡ଼ାବିତ୍ ରଞ୍ଜନ କୁମାର ବିଶ୍ୱାଳଙ୍କ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଜଗତପୁର ଶାନ୍ତିକମିଟି ସମ୍ପାଦକ ତଥା ଟ୍ରକ ମାଲିକ ସଂଘ ସଭାପତି ଦିଲ୍ଲୀପ କୁମାର ଜେନା ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ କୈଳାସ ଚନ୍ଦ୍ର ଜେନା ଯୋଗଦେଇ ସ୍ୱର୍ଗତ ବିଶ୍ୱାଳଙ୍କ ସ୍ମୃତିଚାରଣ କରିଥିଲେ । ଏହି ସଭାରେ ସ୍ପର୍ଗତ ବିଶ୍ୱାଳଙ୍କର…
